ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋହର ପରେ ସଂସଦରେ ପାରିତ ହୋଇଥିବା ଐତିହାସିକ ମହିଳା ସଂରକ୍ଷିତ ବିଲ୍ ଆଜି ଆଇନରେ ପରିଣତ ହୋଇ ଯାଇଛି। ସର୍ବସମ୍ମତିକ୍ରମରେ ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଉଭୟ ଲୋକସଭା…
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋହର ପରେ ସଂସଦରେ ପାରିତ ହୋଇଥିବା ଐତିହାସିକ ମହିଳା ସଂରକ୍ଷିତ ବିଲ୍ ଆଜି ଆଇନରେ ପରିଣତ ହୋଇ ଯାଇଛି। ସର୍ବସମ୍ମତିକ୍ରମରେ ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଉଭୟ ଲୋକସଭା…
ନୂଆଦିଲ୍ଲୀ : ବାସଭବନ ନବୀକରଣରେ ହୋଇଥିବା ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆଜି ନୀରବତା ଭାଙ୍ଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ଅଭିଯୋଗର ତଦନ୍ତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସିବିଆଇକୁ ହସ୍ତାନ୍ତର କରିବା ପରେ ଆଜି କେଜ୍ରିୱାଲ ଆଟାକିଂ ମୁଡକୁ ଚାଲି ଆସିଛନ୍ତି।…
ମଥୁରା : ସାମ୍ନାକୁ ଆସିଲା ମଥୁରା ଟ୍ରେନ ଦୁର୍ଘଟଣାର କାରଣ। ଇଞ୍ଜିନରେ ଥିବା ସିସିଟିଭି ଭିଡିଓ ଦୁର୍ଘଟଣାର କାରଣକୁ ସ୍ପଷ୍ଟ କରୁଛି। ଲୋକପାଇଲଟଙ୍କ ଖାମଖିଆଲି ପାଇଁ ଏପରି ଏକ ବଡ ଧରଣର ଦୁର୍ଘାଟଣା ଘଟିଛି। ସୌଭାଗ୍ୟବଶତଃ ଲୋକମାନେ ଟ୍ରେନରୁ ଓହ୍ଲାଇ ଯାଇଥିବାରୁ…
ନୂଆଦିଲ୍ଲୀ : କାନାଡାର ଆର୍ମଡ ଫୋର୍ସ ୱେବସାଇଟ ବୁଧବାର ବେଶ କିଛି ସମୟ ପାଇଁ ଅଚଳ ହୋଇଯାଇଥିଲା। ଦି ଟେଲିଗ୍ରାଫରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଇଣ୍ତିଆନ ସାଇବର ଫୋର୍ସ ନାମକ ଗୋଟିଏ ଗ୍ରୁପ୍ ୱେବସାଇଟକୁ ହ୍ୟାକ କରିଥିଲେ। ଗ୍ରୁପ ପକ୍ଷରୁ ସୋଶାଲ…
ଚଣ୍ଡୀଗଡ଼ : ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁଖପାଲ ସିଂହ ଖଇରାଙ୍କ ଗିରଫଦାରୀ ପରେ ବିରୋଧୀ ମେଣ୍ଟ ଇଣ୍ଡିଆରେ ସଙ୍କଟ ଦେଖାଯାଇଛି। ଡ୍ରଗ୍ସ ଓ ମନିଲଣ୍ଡରିଂ ମାମଲାରେ ସୁଖପାଲଙ୍କୁ ପଞ୍ଜାବ ପୁଲିସ୍ ଗିରଫ କରିଛି। ପଞ୍ଜାବରେ ଏବେ ଅରବିନ୍ଦ…
ବେଙ୍ଗାଲୁରୁ : ଚର୍ଚ୍ଚାରେ କର୍ଣ୍ଣାଟକା ବିଜେପି ବିଧାୟକ ବାସନଗୌଡ଼ା ପାଟିଲ ୟାତନାଲ। ଜବାହରଲାଲ ନେହରୁ ଦେଶର ପ୍ରଧାନମନ୍ତ୍ରୀ ନୁହନ୍ତି ବୋଲି ସେ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଗୋଟିଏ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେ…
ମୁମ୍ବାଇ : ମା’ ଅପରାଧିକ ମାମଲାରେ ଜେଲରେ। ତାଙ୍କର ଜାମିନ ପାଇଁ ପୁଅ ପାଖରେ ଟଙ୍କା ନାହିଁ। ଦୀର୍ଘ ୬ ମାସ ହେଲା ଚାକିରି ଖଣ୍ଡେ ବି ମିଳୁନି। ଖାଇବାକୁ ଠିକ ଭାବେ କେହି ଦେଉ ନାହାନ୍ତି। ଏମିତି ଜୀବନ ରଖିବାର…
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଦୁଷ୍କର୍ମ ପରେ ଅର୍ଦ୍ଧନଗ୍ନ ଅବସ୍ଥାରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ୧୫ ବର୍ଷୀୟା ପୀଡ଼ିତା ନାବାଳିକା ଜଣକ ଘର ଘର ବୁଲି ସହାୟତା ପାଇଁ…
ନୂଆଦିଲ୍ଲୀ: ଲୋକସଭାରେ ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ ବିଜେପି ନେତା ରମେଶ ବିଧୁରୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟର ତଦନ୍ତ ଲୋକସଭାର ସ୍ବାଧିକାର କମିଟି କରିବ । ଏ ସଂପର୍କରେ ଲୋକସଭା ବାଚସ୍ପତି ଓମ୍ ବିରଳା ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟେମ୍ବର…
ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩କୁ ନେଇ ଚୀନର ଜଣେ ବରିଷ୍ଠ ବୈଜ୍ଞାନିକ ବିବାଦୀୟ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିନଥିଲା। ଭାରତୀୟ ବୈଜ୍ଞାନିକମାନେ ଏବେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ…