ଚୀନ, ପାକିସ୍ତାନ ଉପରେ ନଜର ରଖିବ ଭାରତୀୟ ଉପଗ୍ରହ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ.ସୋମନାଥ ଏପରି ଏକ ସୂଚନା ଦେଇଛନ୍ତି, ଯାହା ନିଶ୍ଚିତ ଭାବେ ଚୀନ ଓ ପାକିସ୍ତାନର ନିଦ ହଜାଇଦେବ । ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ୍-୧ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଏବେ…

ଅପରାଧୀଙ୍କ ପେଣ୍ଠସ୍ଥଳୀ ପାଲଟିଛି କାନାଡା, ଜାତିସଂଘରେ ଜୟଶଙ୍କରଙ୍କ କଡ଼ା ଭର୍ତ୍ସନା

ନୂଆଦିଲ୍ଲୀ : କାନାଡା ଉପରେ ବର୍ଷିଲେ ଜୟଶଙ୍କର । ଭାରତ ଓ କାନାଡା ମଧ୍ୟରେ କୂଟନୀତିକ ବିବାଦ ଚାଲିଥିବା ବେଳେ ଆମେରିକାରେ କାନାଡାକୁ କଡା ସନ୍ଦେଶ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ସିଧା ଟାର୍ଗେଟ କରିଛନ୍ତି…

ଆଇଏଏସ ଅଧିକାରୀ ରିଙ୍କୁ ଦୁଗାଙ୍କୁ ବାଧ୍ୟତାମୂଳକ ଅବସର

ଆଇଏଏସ୍ ଅଧିକାରୀ ରିଙ୍କୁ ଦୁଗାଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର। ଅଧିକାରୀଙ୍କ କ୍ୟାରିୟର ରେକର୍ଡକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି। ଗତ ବର୍ଷ ହୋଇଥିଲା ବଦଳି। 1994-ବ୍ୟାଚ୍ AGMUT(ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ, ୟୁନିଅନ୍ ଟେରିଟୋରି) କ୍ୟାଡର ଅଧିକାରୀ ଦୁଗା(54) ଅରୁଣାଚଳ…

ପୁଣି ଥରେ ଭାରତ ଆଡ଼କୁ ଆସୁଛି ଚୀନର ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ: ଭାରତ ଉପରେ ଚୀନର ସତର୍କ ଦୃଷ୍ଟି ଜାରି ରହିଛି । ଭାରତ ଉପରେ ନଜର ରଖିବାକୁ ଚୀନ ପୁଣି ଥରେ ଏକ ଗୁପ୍ତଚର ଜାହାଜ ଶ୍ରୀଲଙ୍କା ଉପକୂଳକୁ ପଠାଇଛି । ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଚୀନ୍ର…

ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡିବା ପ୍ରସଙ୍ଗ: ଆଜି ବେଙ୍ଗାଲୁରୁ ବନ୍ଦ ଡାକରା

ବେଙ୍ଗାଲୁରୁ : ପଡୋଶୀ ତାମିଲନାଡୁକୁ କାଭେରୀ  ନଦୀ ଜଳ ଛାଡିବା ପ୍ରସଙ୍ଗକୁ ନେଇ କର୍ଣ୍ଣାଟକରେ ବିରୋଧ ଚାଲିଛି  । ଏହାରି ମଧ୍ୟରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି ।    ଆଜି କର୍ଣ୍ଣାଟକ କାର୍ଯ୍ୟକର୍ତ୍ତା ବତ୍ତଲ ନାଗରାଜଙ୍କ ନେତୃତ୍ୱରେ ‘କନ୍ନଡ ଓକୁଟା’ ବ୍ୟାନରରେ କର୍ଣ୍ଣାଟକ ବନ୍ଦ…

ସ୍କୁଲ ବସ୍‌ ସହ ଅଟୋ ଧକ୍କା, ଚାଲିଗଲା ୫ ଜୀବନ

କେରଳର କାସାରାଗୋଡରେ ସ୍କୁଲ ବସ୍‌ ଏବଂ ଅଟୋ ରିକ୍ସା ଧକ୍କା ହୋଇ ଚାଲିଯାଇଛି ୪ ଜଣ ମହିଳା ସମେତ ୫ ଜଣଙ୍କ ଜୀବନ । ପୋଲିସ ସୂଚନା ମୁତାବକ, ବସ୍‌ଟି ପିଲାଙ୍କୁ ସ୍କୁଲରୁ ଘରେ ଛାଡି ଆସିବା ସମୟରେ ଅଟୋ ସହିତ…

ଆର୍ଥିକ ସଙ୍କଟ ବେଳେ ସରକାରୀ ଜମିରେ ଚାଷ କରିବ ପାକିସ୍ତାନ ସେନା

ନୂଆଦିଲ୍ଲୀ: ଶତ୍ରୁ ଦେଶ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ପାକିସ୍ତାନ ସେନା ୧ ନିୟୁତ ଏକର ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ ଖାଦ୍ୟଶସ୍ୟ ଚାଷ କରିବାକୁ ଯୋଜନା କରୁଛି। ଏହି ପଦକ୍ଷେପକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିବା…

ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ

ଗୁଜୁରାଟ : ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅର୍ଥାତ୍ ୨୬ ଏବଂ ୨୭ ତାରିଖ ଗୁଜୁରାଟରେ ରହିବେ । ଏହି ସମୟରେ ସେ ଗୁଜୁରାଟ ବିଶ୍ୱସ୍ତରୀୟ ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ପାଇଁ…

ପାକ୍‌ ଯୁବତୀଙ୍କୁ ପୁଲିସ୍‌ର ହସ୍ତାନ୍ତର କରାଇଲେ ଯୁବକ

ମୋରଦାବାଦ୍‌: ପାକିସ୍ତାନରୁ ଆସିଥିବା ଜଣେ ୧୭ ବର୍ଷୀୟା ବାଳିକାଙ୍କୁ ନିଖିଲ ଶର୍ମା ନାମକ ଜଣେ ଯୁବକ ମୋରଦାବାଦ ରେଳ ପୁଲିସକୁ ହସ୍ତାନ୍ତର କରିଥିବା ଖବର ହସ୍ତଗତ ହୋଇଛି। ଏବେ ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ‌ଖେଳିଯାଇଛି।  ଶର୍ମା କହିଛନ୍ତି ଯେ ସେ…

ଏସୀୟ କ୍ରୀଡା: ପୁରୁଷ ହକି ଗ୍ରୁପ ପର୍ଯ୍ୟାୟରେ ସିଙ୍ଗାପୁରକୁ ହରାଇଲା ଭାରତ

୧୯ତମ ଏସୀୟ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଜାରି। ଗତକାଲି ଦୁଇଟି ଗୋଲ୍ଡ ହାସଲ କରିଥିବା ବେଳେ ଆଜି ପୁରୁଷ ହକି ଗ୍ରୁପ ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ସିଙ୍ଗାପୁରକୁ ହରାଇଛନ୍ତି ଭାରତୀୟ ଟିମ୍। ଅଧିନାୟକ ହରମନପ୍ରୀତ ସିଂହ ୪ ଓ ମନଦୀପ ହାଟ୍ରିକ୍‌…