ସାଉଥ୍ ଅଭିନେତା ପ୍ରକାଶ ରାଜ୍ ଙ୍କୁ ହତ୍ୟା ଧମକ !

ମୁମ୍ବାଇ: ଦକ୍ଷିଣ ଅଭିନେତା ପ୍ରକାଶ ରାଜ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ମନ୍ତବ୍ୟ ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି  ।  ଅନେକ ଥର ସେ ଏପରି ମନ୍ତବ୍ୟ ଦିଅନ୍ତି ଯାହା ଭାବନାକୁ ଆଘାତ ପହଞ୍ଚାଏ…

ଲୋକାର୍ପିତ ହେବ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାଳ ପ୍ରତିମୂର୍ତ୍ତି

ମଧ୍ୟପ୍ରଦେଶ: ଆଜି ମଧ୍ୟପ୍ରଦେଶରେ ଦେଶରେ ସନାତନ ଧର୍ମ ପ୍ରତିଷ୍ଠା କରିଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ସମ୍ମାନାର୍ଥେ ଏକ ବଡ କାର୍ଯ୍ୟକ୍ରମ ଅନୁଷ୍ଠତ ହେବ  । ଆଜି ଖଣ୍ଡଓ୍ବା ଜିଲ୍ଲାରେ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମାଚିତ ହେବ  । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ…

୨୦୨୪ରୁ ‘ପାସ୍‌ପୋର୍ଟ’ମୁକ୍ତ ହେବ ସିଙ୍ଗାପୁରର ଚାଙ୍ଗି ବିମାନ ବନ୍ଦର: ରିପୋର୍ଟ

ସିଙ୍ଗାପୁର: ‘ଅଟୋମେଟେଡ୍‌ ଇମିଗ୍ରେସନ୍‌ କ୍ଲିଅରାନ୍‌ସ୍‌’ ଲାଗୁ କରାଯାଉଥିବାରୁ ୨୦୨୪ ପ୍ରାରମ୍ଭରୁ ସିଙ୍ଗାପୁରସ୍ଥିତ ଚାଙ୍ଗି ବିମାନବନ୍ଦର ‘ପାସ୍‌ପ‌ୋର୍ଟ-ମୁକ୍ତ’ ହେବ ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ‘ଅଟୋମେଟେଡ୍‌ ଇମିଗ୍ରେସନ୍‌ କ୍ଲିଅରାନ୍‌ସ୍‌’ ଲାଗୁ ହେଲେ ଯାତ୍ରୀମାନେ ବିନା ‘ପାସ୍‌ପୋର୍ଟ’ରେ ଏହି ସହର-ଦେଶ (ସିଙ୍ଗାପୁର) ଛାଡ଼ି ବାହାରକୁ…

ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ସହଯୋଗୀ କାନାଡାରେ ନିହତ

ନୂଆଦିଲ୍ଲୀ: ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଓରଫ ଅର୍ଶ ଦାଲାଙ୍କ ସହଯୋଗୀ ସୁଖ୍‌ଦୂଲ୍‌ ସିଂହଙ୍କୁ ବୁଧବାର ରାତିରେ କାନାଡାର ୱିନ୍ନିପେଗ୍‌ ସହରରେ ହତ୍ୟା କରାଯାଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ‘ଏ’ ବର୍ଗର ଗ୍ୟାଙ୍ଗ୍‌ଷ୍ଟର୍‌ ସୁଖ୍‌ଦୂଲ୍‌ ସିଂହ…

ଏବେ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ‘ପ୍ରାକ୍ଟିସ୍‌’ କରିପାରିବେ ଭାରତୀୟ ଡାକ୍ତରୀ ସ୍ନାତକ

ନୂଆଦିଲ୍ଲୀ: ୧୦ ବର୍ଷ ପାଇଁ ଭାରତର ‘ନ୍ୟାସ୍‌ନାଲ୍‌ ମେଡିକାଲ୍‌ କମିସନ୍‌’କୁ (ଏନ୍‌ଏମ୍‌ସି) ‘ୱାର୍ଲଡ୍‌ ଫେଡେରେସନ୍‌ ଫର୍‌ ମେଡିକାଲ୍‌ ଏଜୁକେସନ୍‌’ (ଡବ୍ଲୁଏଫ୍‌ଏମ୍‌ଇ) ‘ରେକୋଗ୍‌ନିସନ୍‌ ‌ଷ୍ଟାଟସ୍‌’ ପ୍ରଦାନ କରିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରୁ ଜାରି ‘ପ୍ରେସ୍‌ ବିବୃତି’ରୁ ଜଣାପଡ଼ିଛି। ‘ଡବ୍ଲୁଏଫ୍‌ଏମ୍‌ଇ’ ମାନ୍ୟତା ମିଳିଥିବାରୁ…

‘ଚିଲି କଙ୍କଡ଼ା’ ପାଇଁ ୫୬,୦୦୦ ଟଙ୍କା ବିଲ୍‌ ଆସିବାରୁ ରେସ୍ତୋରାଁକୁ ପୁଲିସ ଡକାଇଲେ ମହିଳା

ନୂଆଦିଲ୍ଲୀ: କିଛି ଦିନ ତଳେ ସାଙ୍ଗମାନଙ୍କୁ ସାଥିରେ ନେଇ ସିଙ୍ଗାପୁରସ୍ଥିତ ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିବା ଜଣେ ଜାପାନୀ ମହିଳା ପର୍ଯ୍ୟଟକ ‘ଭୋଜନ ବିଲ୍‌’ ଦେଖି ହତବାକ୍‌ ହୋଇ ପୁଲିସ ଡକାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି,…

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ସମେତ ବହୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ କାନାଡ଼ା

ଚଣ୍ଡୀଗଡ଼: କାନାଡା ମାଟିରୁ ସତିନ୍ଦରଜିତ୍ ସିଂହ ଓରଫ ଗୋଲ୍ଡି ବ୍ରାର, ଅର୍ଶଦୀପ ସିଂହ ଓରଫ ଅର୍ଶ ଡାଲା ଏବଂ ଲଖବୀର ସିଂହ ସାନ୍ଧୁ ଓରଫ ଲାଣ୍ଡା ସମେତ ଅନେକ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଓ ଆତଙ୍କବାଦୀ ଭାରତ ବିରୋଧରେ ସକ୍ରିୟ ଅଛନ୍ତି। ପଞ୍ଜାବ…

ରାଷ୍ଟ୍ରପତିଙ୍କୁ ନୂଆ ସଂସଦ ଭବନକୁ ନିମନ୍ତ୍ରଣ କରା ନ ଯିବାର କାରଣ କହିଲେ ଉଦୟନିଧି ଷ୍ଟାଲିନ୍‌

ଚେନ୍ନାଇ: ବିଧବା ଏବଂ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଭାରତର ନୂତନ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ବୁଧବାର ଦିନ ତାମିଲନାଡୁ ମନ୍ତ୍ରୀ ତଥା ‘ଡିଏମ୍‌କେ’ ନେତା ଉଦୟନିଧି ଷ୍ଟାଲିନ୍‌ କହିଥିବା କଥା…

ଦଶ ଗୁଣ ବଢ଼ିଲା ରେଲୱେ ଦୁର୍ଘଟଣା ଅନୁକମ୍ପା ରାଶି

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ତଥା ଗୁରୁତରଙ୍କୁ ମିଳିବ ବଡ଼ କ୍ଷତିପୂରଣ ରାଶି । ଏହି କ୍ଷତିପୂରଣ ରାଶି ପୂର୍ବାପେକ୍ଷା ୧୦ ଗୁଣ ଅଧିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ରେଳବାଇ ପକ୍ଷରୁ ଜାରି ସୂଚନା…

ଖଲ୍ଲିସ୍ତାନୀ ଆତଙ୍କୀଙ୍କ ସମ୍ପର୍କରେ ଥିବା ୪୩ ଅପରାଧୀଙ୍କ ତାଲିକା ଜାରି, ସୂଚନା ଦେଲେ ମିଳିବ ୧୦ ଲକ୍ଷ

ଖଲ୍ଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜ୍ଜାରର ମୃତ୍ୟୁକୁ ନେଇ ଭାରତ-କାନାଡା ସଂପର୍କରେ ତିକ୍ତତା ଆସିଥିବା ବେଳେ ବଡ଼ ପଦକ୍ଷେପ ନେଇଛି ଏନଆଇଏ। କାନାଡାର ଆତଙ୍କୀ ଗ୍ୟାଙ୍ଗଷ୍ଟର ସହ ସଂପର୍କରେ ଥିବା ୪୩ କୁଖ୍ୟାତ ଅପରାଧୀଙ୍କ ତାଲିକା ଜାରି କରିଛି ଏନଆଇଏ। ଏଥିସହ ଭାରତରେ…