ପଞ୍ଜାବରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା, ନିଜକୁ ଦାୟୀ କଲା ଖଲିସ୍ତାନ ଆତଙ୍କୀ

ପଞ୍ଜାବର ମୋଗା ଜିଲ୍ଲାର କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। କିଛି ଅଜ୍ଞାତ ଆତଙ୍କବାଦୀ ବଲଜିନ୍ଦରଙ୍କ ଘର ବାହାରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ପୂରା ଘଟଣା ବଲଜିନ୍ଦର ସିଂଙ୍କ ଘର ବାହାରେ ଲାଗିଥିବା…

ଏଣିକି ବ୍ୟବହାରକାରୀଙ୍କଠାରୁ ଦେୟ ଆଦାୟ କରିବ ଏକ୍ସ

ବିଶ୍ୱର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର(ଏବେର X)ରେ ଆଗକୁ ଆଉ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ଏନେଇ ସଙ୍କେତ ଦେଇଛନ୍ତି ମାଲିକ ଏଲନ ମସ୍କ। ଆଗକୁ ଟଙ୍କା ଦେଇ ଟ୍ୱିଟର ବ୍ୟବହାର କରିବାକୁ ପଡ଼ିବ। ବର୍ତ୍ତମାନ କେବଳ ବ୍ଲୁ ଟିକ୍ ବ୍ୟବହାରକାରୀ ଟଙ୍କା…

ପ୍ରଶ୍ନ କରିବାରୁ ମହିଳା ସାମ୍ବାଦିକଙ୍କ ମୁହଁକୁ ଛେପ ପକାଇଲେ ଶରିଫଙ୍କ ଡ୍ରାଇଭର

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଭିଡିଓ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଉପସ୍ଥିତିରେ ତାଙ୍କ କାର୍‌ର ଡ୍ରାଇଭର ଘଟାଇଛନ୍ତି ଅଭାବନୀୟ କାଣ୍ଡ। ଲଣ୍ଡନର ହାୟଡେ ପାର୍କ ନିକଟରେ ଶରିଫଙ୍କୁ ପ୍ରଶ୍ନ କରିବାରୁ ତାଙ୍କ ଡ୍ରାଇଭର ଜଣେ ମହିଳା ସାମ୍ବାଦିକଙ୍କ…

ବଢିଲା କାନାଡା-ଭାରତ ଟେନସନ, ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲେ ଦୁଇ ଦେଶ

ଭାରତ-କାନାଡା ମଧ୍ୟରେ ବଢିଲା ଟେନସନ ।  ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କ ହତ୍ୟାକାଣ୍ଡକୁ ନେଇ ତେଜିଲା ବିବାଦ ।  କାନାଡାରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲେ କାନାଡା ସରକାର । ପୂରା ମାମଲା ଶିଖ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡ…

ମହିଳା ସଂରକ୍ଷଣ ବିଲ ଆମର : ସୋନିଆ ଗାନ୍ଧୀ

ସଂସଦ ଭବନର ବିଶେଷ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ଏକ ଐତିହାସିକ ଦିନ । କାରଣ ପ୍ରଥମ ଥର ପାଇଁ ନୂଆ ସଂସଦ ଭବନରେ ପ୍ରକ୍ରିୟା ଆରମ୍ଭ ହେବ । ଏହି ସମୟରେ ଅନେକ ବିଲ୍ ମଧ୍ୟ ଏହି…

ସୂର୍ଯ୍ୟ ମିଶନରେ ଆଗକୁ ବଢୁଛି ଆଦିତ୍ୟ L1, ପୃଥିବୀ ଛାଡିଲା ମହାକାଶଯାନ

ସୂର୍ଯ୍ୟ ମିଶନରେ ଆଗକୁ ବଢୁଛି ଆଦିତ୍ୟ L1 ।  ପୃଥିବୀ ଛାଡିଲା ମହାକାଶଯାନ । ସଫଳତାର ସହ ପଞ୍ଚମ କକ୍ଷପଥ ପରିବର୍ତ୍ତନ କରିଛି । ପୃଥିବୀ କକ୍ଷପଥରୁ ବାହାରି ଆଦିତ୍ୟ L-1 ଲାଗ୍ରାଞ୍ଜ ପଏଣ୍ଟ ଆଡକୁ ଯାତ୍ରା ଆରମ୍ଭ କରିଛି । …

ଏକ ମାସର ଶିଶୁକୁ କୋଳରେ ଧରି ଅଫିସରେ କାମ କଲେ ମେୟର

କେରଳ: କେରଳର ରାଜଧାନୀ ଥିରୁବନନ୍ତପୁରମର ମେୟର ଆର୍ଯ୍ୟ ରାଜେନ୍ଦ୍ରନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି  ।  ଏହାର କାରଣ ହେଉଛି ଏକ ମାସ ପୂର୍ବରୁ ଜନ୍ମ ହୋଇଥିବା ଶିଶୁକୁ ନେଇ ସେ ଅଫିସରରେ କାମ କରୁଥିବା ନଜର ଆସିଛନ୍ତି  ।…

ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ବର୍ଷର ଝିଅ ଲାରାର ଆତ୍ମହତ୍ୟା

ମୁମ୍ବାଇ: ସାଉଥ୍ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି  । ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ ବର୍ଷର ଝିଅ ଲାରା ଆଣ୍ଟୋନୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗତକାଲି ଏହି ଘଟଣା ଘଟିଛି  । ଯାହାକୁ ନେଇ ସମଗ୍ର…

ଭାରତର ଜି ୨୦ ଅଧ୍ୟକ୍ଷତା ଉପରେ ଇ-ପୁସ୍ତକ ‘ପିପୁଲ୍ସ ଜି-୨୦’ କୁ ଉନ୍ମୋଚନ କଲେ ଅପୂର୍ବ ଚନ୍ଦ୍ର

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ଆଜି ନୂଆଦିଲ୍ଲୀଠାରେ ଭାରତର ଜି-୨୦ ଅଧ୍ୟକ୍ଷତା ଉପରେ ଏକ ଇ-ପୁସ୍ତକ ‘ପିପୁଲ୍ସ ଜି-୨୦’କୁ ଉନ୍ମୋଚନ କରିଛନ୍ତି। ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ମନୀଷ ଦେଶାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ…

ଆମେରିକାର ଏଫ ୩୫ ଯୁଦ୍ଧ ବିମାନ ନିଖୋଜ

ୱାଶିଂଟନ: ଆମେରିକା ଏଫ ୩୫ ଯୁଦ୍ଧ ବିମାନ ନିଖୋଜ ହୋଇଯାଇଛି । ମରୀନ କୋରର ଏହି ବିମାନକୁ ଶତ୍ରୁ ପକ୍ଷ ଠାବ କରିବା କଷ୍ଟକର । ଗୁରୁତ୍ୱପୂର୍ଣ୍ଣ ମିଶନରେ ଏହାକୁ କାର୍ଯ୍ୟରେ ଲଗା ଯାଇଥାଏ । ନର୍ଥ ଚାର୍ଲସଟନ ଏୟାରବେସକୁ ଏହା…