ରାଜସ୍ଥାନର ଭରତପୁର ଜିଲ୍ଲାରେ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗୁଳି କରି ହତ୍ୟା

ରାଜସ୍ଥାନର ଭରତପୁର ଜିଲ୍ଲାରେ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନିହତ ଗ୍ୟାଙ୍ଗ୍‌ଷ୍ଟାରଙ୍କ ନାଁ କୁଲଦୀପ ଜଘିନା। ପୋଲିସ ହେପାଜତରେ ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିବା ଜଣାପଡ଼ିଛି। ଘଟଣା ଘଟାଇବା ପୂର୍ବରୁ ଦୁର୍ବୃତ୍ତମାନେ ପ୍ରଥମେ ପୋଲିସ କର୍ମୀଙ୍କ ଆଖିକୁ ଲଙ୍କାଗୁଣ୍ଡ…

ସାମ୍ବାଦିକାଙ୍କୁ ବ୍ରିଜଭୂଷଣ ଶରଣ ସିଂଙ୍କ ଅସଦ୍‌ ବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ପୂର୍ବ ପ୍ରମୁଖ ଓ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ପିଛା ଛାଡ଼ୁନି ବିବାଦ । ମହିଳା ରେସଲରଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ମାମଲାରେ ବ୍ରିଜଭୂଷଣ ଶରଣ ସିଂଙ୍କ ନାମର ଚାର୍ଜସିଟ୍‌ ଦାଖଲ ହୋଇଛି।…

‘ଇଡି ଚିଫ୍‌ ଯିଏ ବି ହେବ ଭ୍ରଷ୍ଟାଚାରୀଙ୍କ ଉପରେ କଡ଼ା ନଜର ରଖିବ’

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ମୁଖ୍ୟ ଭାବେ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରିବା ବେଆଇନ ବୋଲି ସୁପ୍ରିମକୋର୍ଟ ସଫା ସଫା କହିବା ପରେ ମୁହଁ ଖୋଲିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ। ଗତକାଲି…

ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ‘ଅନ୍‌ଲାଇନ୍‌’ ବାହା ହେଲେ ବରକନ୍ୟା

ସିମ୍‌ଲା: ହିମାଚଳ ପ୍ରଦେଶରେ ବର୍ଷା, ବର୍ଷାଜନିତ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଭଳି ଦୁର୍ବିପାକ ଯୋଗୁଁ ଦୁଇଟି ପରିବାର ବରକନ୍ୟାଙ୍କୁ ‘ଅନ୍‌ଲାଇନ୍‌’ରେ ବାହା କରାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି। ପାଗ ଅତ୍ୟନ୍ତ ଖରାପ ହେବାରୁ ଭିଡିଓ…

ଦ୍ରୁତଗାମୀ ଟ୍ରକ୍‌ ଚାପାରେ ୫୦ ମେଣ୍ଢା ମୃତ; ମେଣ୍ଢା ଜଗୁଆଳର ୫ ଲକ୍ଷ ଟଙ୍କା କ୍ଷତି

ନାଗପୁର: ମଙ୍ଗଳବାର ରାତିରେ ମହାରାଷ୍ଟ୍ରର ନାଗପୁର ନିକଟ ଭଣ୍ଡାରା-ନାଗପୁର ରାଜପଥରେ ଗୋଟାଏ ଦ୍ରୁତଗାମୀ ଟ୍ରକ୍‌ ଚଢ଼ି ଯିବାରୁ ପ୍ରାୟ ୫୦ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ନାଗପୁର ଜିଲ୍ଲା ଅନ୍ତର୍ଗତ ମ‌ୌଦା ଥାନା…

ଏମ୍‌ଡି ଓ ସିଇଓଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଗତକାଲି ଏକ କମ୍ପାନୀର ସିଇଓ ଏବଂ ଏମଡିଙ୍କ ହତ୍ୟା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ୩ ଜଣଙ୍କୁ ବାନ୍ଧିଛି । ସେମାନେ ହେଲେ ସାବାରିଶ, ବିନୟ…

୧୫ ବର୍ଷରେ ଦରିଦ୍ରତାରୁ ମୁକୁଳିଛନ୍ତି ୪୧.୫ କୋଟି ଭାରତୀୟ

ନୂଆଦିଲ୍ଲୀ: ଦରବୃଦ୍ଧି ତଥା ବେକାରୀ ସମସ୍ୟା ମଧ୍ୟରେ ଆସିଛି ଏକ ଖୁସି ଖବର। ଜାତିସଂଘର ଏକ ରିପୋର୍ଟ ଅନୁସାରେ, ଗତ ୧୫ ବର୍ଷ ମଧ୍ୟରେ ପ୍ରାୟ ୪୧ କୋଟି ୫ ଲକ୍ଷ ଭାରତୀୟ ଦରିଦ୍ରତାରୁ ମୁକୁଳି ପାରିଛନ୍ତି । ଅର୍ଥାତ୍ ସେମାନେ…

କଂଗ୍ରେସର ‘ରାତ୍ରି ଭୋଜନ କୂଟନୀତି’: ବେଙ୍ଗାଲୁରୁ ବୈଠକରେ ଚୂଡ଼ାନ୍ତ ହେବ ବିରୋଧୀଙ୍କ ରଣନୀତି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆସନ୍ତା ଜୁଲାଇ ୧୭ ଓ ୧୮ ତାରିଖରେ ଦୁଇଦିନ ବ୍ୟାପୀ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳ ନେତାଙ୍କ ପରବର୍ତ୍ତୀ ବୈଠକରେ ଯୋଗଦେବେ। ଏହି ବୈଠକ ପାଇଁ ୨୪ଟି ଦଳକୁ ନିମନ୍ତ୍ରଣ କରାଯାଇଛି।…

ଦିଲ୍ଲୀରେ ଟମାଟୋ ୨୦୦ ଟଙ୍କା ଟପିଲା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଟମାଟୋ କିଲୋ ପ୍ରତି ଏବେ ୨୦୦ ଟଙ୍କା। କେବଳ ଦିଲ୍ଲୀ ନୁହେଁ ଦେଶର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଟମାଟୋ କିଲୋପ୍ରତି ୧୦୦ରୁ ୨୦୦ ଟଙ୍କା ଦରରେ ବିକ୍ରି ହେଉଛି। ତେବେ, ଟମାଟୋର ଆକାଶ ଛୁଆଁ…

ମୋଦୀ ସାଙ୍ଗିଆ ମାମଲା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ରୁଜୁ କଲେ ଗୁଜରାଟ ବିଜେପି ବିଧାୟକ

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ମନ୍ତବ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍‌ ଲଗାଇବା ପାଇଁ କଂଗ୍ରେସ ନେତା ଯଦି ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କରନ୍ତି ତେବେ ତାଙ୍କ ବିରୋଧରେ ମାନହାନି ମାମଲାର ଅଭିଯୋଗକାରୀ ବିଜେପି ବିଧାୟକ ପୂର୍ଣ୍ଣେଶ…