ଚିପ୍ ମେକିଂ ଉଦ୍ୟୋଗ ପ୍ରତିଷ୍ଠାରୁ ଫୋକ୍ସକନ୍ ଦୂରେଇ ଯିବା ପରେ ଅନ୍ୟ ସଂସ୍ଥାଙ୍କ ଧାଡ଼ି ଲାଗିଛି : ବେଦାନ୍ତ
ନୂଆଦିଲ୍ଲୀ : ଗୁଜୁରାଟରେ ସେମି କଣ୍ଡକ୍ଟର ଚିପ୍ ମେକିଂ ଉଦ୍ୟୋଗ ପ୍ରତିଷ୍ଠା ଚୁକ୍ତିରୁ ତାଇୱାନ୍ କମ୍ପାନୀ ଫୋକ୍ସକନ୍ ଦୂରେଇ ଯିବା ପରେ ବହୁ ସଂସ୍ଥା ସହଯୋଗୀ ହେବା ପାଇଁ ଲାଇନ୍ ଲଗାଇ ଥିବା କହିଛି ବିଦାନ୍ତ। ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ…
