ଅଶ୍ଳୀଳ ଫଟୋ ପାଇଁ ନାବାଳିକାକୁ ଦେଇଥିଲେ ୩୭ ଲକ୍ଷ, ବିବିସି ଆଙ୍କର ସସ୍‌ପେଣ୍ଡ

ନୂଆଦିଲ୍ଲୀ : ବିବିସି ଆଙ୍କରଙ୍କ ଉପରେ ଲାଗିଛି ସାଂଘାତିକ ଅଭିଯୋଗ । ଟଙ୍କାର ପ୍ରଲୋଭନ ଦେଖାଇ ଜଣେ ନାବାଳିକାଙ୍କଠାରୁ ଅଶ୍ଳୀଳ ଫଟୋ ସଂଗ୍ରହ ଅଭିଯୋଗରେ ତାଙ୍କୁ ଚାକିରିରୁ ବାହାର କରିଛି ସଂସ୍ଥା। ଗତ ୩ ବର୍ଷ ଧରି ଏପରି କାଣ୍ଡ ଚାଲିଥିବା…

ଆଗକୁ ବଡ଼ ବିପଦର ସାମ୍ନା କରିପାରେ ଦିଲ୍ଲୀ, ସତର୍କ ରହିବାକୁ ସୂଚନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ‌ରେ ପ୍ରବଳ ବର୍ଷା ଗତ ୫ଦଶନ୍ଧିର ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ଏଭଳି ବର୍ଷାକୁ ଦେଖି ମୁଖ୍ୟମନ୍ତ୍ରୀ କ୍ରେଜିୱାଲ କହିଛନ୍ତି କି, ‘ଗତ କିଛି ବର୍ଷ ହେଲା ଏମିତି ଲଗାଣ ବର୍ଷା ହୋଇ…

୨୭ବର୍ଷ ବୟସରେ ପଦାର୍ପଣ କଲେ ବାଗେଶ୍ବର ବାବା

ନୂଆଦିଲ୍ଲୀ: ବାଗେଶ୍ବର ଧ‌ାମର ପୀଠାଧୀଶ୍ବର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ୨୭ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜୁଲାଇ ୪ ତାରିଖରେ ତାଙ୍କର ଜନ୍ମଦିନ ଥିଲା। ଛତ୍ରପୁରଠାରୁ ୩୫କିମି ଦୂର ବାଗେଶ୍ବରରେ ତାଙ୍କ ଜନ୍ମଦିନ ଧୁମଧାମରେ ପାଳନ କରାଯାଇଥିଲା। ଜନ୍ମଦିନ ପାଳନ ପରେ…

ମମତାଙ୍କ ପୁତୁରାଙ୍କୁ ସୁପ୍ରିମ୍‌କୋର୍ଟ ଝଟକା; ଇଡି ଓ ସିବିଆଇ କରିବେ ତଦନ୍ତ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମ୍‌କୋର୍ଟ ଦେଲେ ଝଟକା। ଚାଲିବ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ଇଡି ଓ ସିବିଆଇ ତଦନ୍ତ। କୋଲକାତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ କୌଣସି ସଂଶୋଧନ ମଧ୍ୟ…

ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ଆପ୍‌ ଆବେଦନ ଶୁଣି କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ଟ୍ରାନ୍ସଫର ପୋଷ୍ଟିକୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ବିରୋଧରେ ଆପ୍‌(ଆମ ଆଦ୍‌ମୀ ପାର୍ଟି) ସୁପ୍ରିମ୍‌ କୋର୍ଟରେ କରିଥିବା ନିବେଦନ ଉପରେ ଶୁଣାଣି ଆରମ୍ଭ ହୋଇଛି। ଆଜି ଏହି ମାମଲାରେ କେନ୍ଦ୍ରକୁ ନୋଟିସ୍‌ ଜାରି କରି…

ପୁଣି ସାମନାକୁ ଆସିଲା ଆଦିବାସୀ ନିର୍ଯାତନା ଘଟଣା; ମଧ୍ୟପ୍ରଦେଶରେ ୨ ଭାଇଙ୍କୁ ବାନ୍ଧି ପିଟିଲେ ୩ ଯୁବକ

ଭୋପାଳ : ମଧ୍ୟପ୍ରଦେଶରେ ଦଳିତଙ୍କ ଉପରେ ଆକ୍ରମଣ ଘଟଣା ଥମିବା ନାଁ ଧରୁନି। ସିଧି ଜିଲ୍ଲାରେ ଜଣେ ଆଦିବାସୀଙ୍କ ଉପରେ ଜଣେ ଯୁବକ ପରିସ୍ରା କରିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର କାରଣ ପାଲଟିଥିବା ବେଳେ ଏବେ ଇନ୍ଦୋରରେ ଆଦିବାସୀ ସମ୍ପ୍ରଦାୟର…

ବଙ୍ଗ ନିର୍ବାଚନୀ ହିଂସାରେ ପୁଣି ୨ଜଣ ‘ତୃଣମୂଳ କଂଗ୍ରେସ’ କର୍ମୀଙ୍କୁ ହତ୍ୟା; ୨୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

କୋଲ୍‌କାତା: ଆଉ ୨ଜଣ ‘ତୃଣମୂଳ କଂଗ୍ରେସ କର୍ମୀ’ଙ୍କୁ ହତ୍ୟା କରାଯିବା ପରେ ଆଜି ସକାଳସୁଦ୍ଧା ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାକାଣ୍ଡଜନିତ ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ରାତିରେ ମାଲ୍‌ଦାର…

‘ଆଞ୍ଚଳିକ ଦଳ ଗୁଡ଼ିକୁ ମାଟିରେ ମିଶାଇବାକୁ ବିଜେପି ଷଡଯନ୍ତ୍ର କରୁଛି

ମୁମ୍ବାଇ : ଆସନ୍ତା ଲୋକସଭା ନିର୍ବାଚନରେ କ୍ଷମତା ହାତେଇବାକୁ ବିଜେପି ରଚୁଛି ଚକ୍ରାନ୍ତ । ବିରୋଧୀ ଦଳକୁ ଭାଗ ଭାଗ କରିଦେଲେ କ୍ଷମତା ଅକ୍ତିଆର କରିବାରେ ଅସୁବିଧା ହେବନି ବୋଲି ବୁଝି ନେଇଥିବା ବିଜେପି ସେହି ଅନୁଯାୟୀ ଚଳାଇଛି ଯୋଜନା। ଏନସିପିରେ…

‘ଏନ୍‌ଡିଏ’ରେ ମିଶିବ କି ‘ଏଲ୍‌ଜେପି’: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ‌ରାୟଙ୍କୁ ଭେଟିଲେ ଚିରାଗ ପାସ୍‌ୱାନ୍‌

ନୂଆଦିଲ୍ଲୀ: ‘ଲୋକ ଜନଶକ୍ତି ପାର୍ଟି’ର (ରାମ ବିଳାସ) ଅଧ୍ୟକ୍ଷ ଚିରାଗ ପାସ୍‌ୱାନ୍‌ ‘ଏନ୍‌ଡିଏ’ ସହିତ ଯୋଗ ଦେବ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଆଜି ଚିରାଗ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଭେଟିଛନ୍ତି। ଚିରାଗଙ୍କୁ ଭେଟିବା ପରେ ନିତ୍ୟାନନ୍ଦ ରାୟ କହିଛନ୍ତି, ଏ…

ହଷ୍ଟେଲରେ ଝୁଲି ପଡ଼ିଲେ ଆଇଆଇଟି ଛାତ୍ର, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ : ପୁଣି ଥରେ ଆଇଆଇଟି ବିଶ୍ୱବିଦ୍ୟାଳୟରୁ ଆସିଛି ଦୁଃଖଦ ଖବର । ଦିଲ୍ଲୀ ଆଇଆଇଟି ହଷ୍ଟେଲରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରଙ୍କ ନାଁ ଆୟୁଷ ବୋଲି ଜଣାପଡ଼ିଛି। ତାଙ୍କ ବୟସ ୨୩ ବର୍ଷ ହୋଇଥିଲା।…