ଗୀତା ପ୍ରେସ୍ ଟ୍ରଷ୍ଟ୍ ନୁହେଁ, ଆସ୍ଥା: ମୋଦୀ

ଗୋରଖପୁର: ଚାରି ରାଜ୍ୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୋରଖପୁରରେ ପହଞ୍ଚିଛନ୍ତି । ଗୀତା ପ୍ରେସ୍‌ର ଶତାବ୍ଦୀ ବର୍ଷ ସମାରୋହର ସମାପନ ଉତ୍ସବରେ ସାମିଲ ହେବାପରେ ଗୋରଖପୁର ଜଙ୍କସନ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ପତାକା ଦେଖାଇ ବନ୍ଦେ ଭାରତ ଟ୍ରେନ୍‌ର…

ଅଗଷ୍ଟ ୧୩ରେ ଭଙ୍ଗହେବ ପାକିସ୍ତାନ ନାସ୍‌ନାଲ୍ ଆସେମ୍ବ୍ଲି

ଇସ୍‌ଲାମାବାଦ: ପାକିସ୍ତାନ ନାସ୍‌ନାଲ୍ ଆସେମ୍ବ୍ଲି ଅଗଷ୍ଟ ୧୩ ତାରିଖରେ ଭଙ୍ଗହେବ । ପାକିସ୍ତାନ ଆଇନ ମନ୍ତ୍ରୀ ଆଜମ୍ ନଜିର ତରାର୍ ଏହି ସୂଚନା ଦେଇଛନ୍ତି । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ମଧ୍ୟ ନିର୍ବାଚନ ଲଢ଼ିପାରିବେ ବୋଲି ସେ…

ଖରାପ ପାଗ ଯୋଗୁଁ ଅଟକିଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଭୀଷଣ ବର୍ଷା ଏବଂ ପାଗ ଖରାପ ଯୋଗୁଁ ଶୁକ୍ରବାର ଅମରନାଥ ଯାତ୍ରାକୁ ରୋକିଦିଆଯାଇଛି । ପହଲଗାମ ଏବଂ ବାଲଟାଲ ଦୁଇ ରୁଟ୍‌ରେ ଯାତ୍ରାକୁ ବନ୍ଦ ରଖାଯାଇଥିବା ବେଳେ ପାଗ ଠିକ୍‌ହେଲେ ଏହା ପୁଣିଥରେ ଆରମ୍ଭ ହେବ ବୋଲି…

ସିସୋଦିଆଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ୫୨.୨୪ କୋଟି ସମ୍ପତ୍ତି ଆଟାଚ୍‌

ନୂଆଦିଲ୍ଲ : ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ କରିଛି । ଏହି ମାମଲାରେ ଅଭିଯୁକ୍ତ ମନୀଷ ସିସୋଦିଆ, ଅମନଦୀପ ସିଂହ ଢଲ, ରାଜେଶ ଜୋଶୀ, ଗୌତମ ମାଲହୋତ୍ରା ଏବଂ ଅନ୍ୟମାନଙ୍କ ୫୨.୨୪ କୋଟି…

ମାନହାନି ମାମଲା: ବିସିସିକୁ ନୂଆ ସମନ ଜାରି

ନୂଆଦିଲ୍ଲୀ, ୨୦୦୨ ଦଙ୍ଗା ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ସମ୍ପର୍କିତ ମାନହାନି ମାମଲାରେ ଦିଲ୍ଲୀର ରୋହିଣୀ କୋର୍ଟ ବିବିସିକୁ ନୂଆ ସମନ ଜାରି କରିଛନ୍ତି । କୋର୍ଟ ଆଇନ ମନ୍ତ୍ରଣାଳୟ ଜରିଆରେ ବିସିସିକୁ ଏହି ସମନ ପଠାଇଛନ୍ତି । ଏହା ପୂର୍ବରୁ ମେ’…

ହରିୟାଣାରେ କୃଷକମାନଙ୍କ ସଙ୍ଗରେ ମିଶି ଧାନ ତଳା ରୋଇଲେ ରାହୁଲ୍‌ ଗାନ୍ଧୀ

ସୋନେପତ୍‌: ଆଜି ସକାଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିୟାଣାର ସୋନେପତ୍‌ ଅନ୍ତର୍ଗତ ମଦିନା ଗାଁରେ କୃଷକମାନଙ୍କ ସହିତ ମିଶି ଧାନ ତଳା ରୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ପ୍ରାପ୍ତ ସୂଚନା ‌ଅନୁସାରେ, କାର୍‌ ଯୋଗେ ହିମାଚଳ ପ୍ରଦେଶ…

ହୋହଲ୍ଲା କରିବାରୁ ତ୍ରିପୁରା ବିଧାନସଭା ଗୃହ କାର୍ଯ୍ୟରୁ ନିଲମ୍ୱିତ ହେଲେ ୫ ବିଧାୟକ

ବିଧାନସଭା ଗୃହ କାର୍ଯ୍ୟରୁ ନିଲମ୍ୱିତ ହେଲେ ୫ ବିଧାୟକ। ଆଜି ତ୍ରିପୁରା ବିଧାନସଭା ଚାଲିଥିବା ବେଳେ ବିରୋଧୀ ଦଳର ଏହି ୫ ସଦସ୍ୟ ହୋହଲ୍ଲା କରିଥିଲେ। ଗୃହକାର୍ଯ୍ୟ ଚାଲିବାରେ ବାଧା ସୃଷ୍ଟି କରିବାରୁ ତାଙ୍କ ବିରୋଧରେ ବିଧାନସଭା ଅଧ୍ୟକ୍ଷ ଏହି ପଦକ୍ଷେପ ନେଇଛନ୍ତି।…

ଯୌନ ନିର୍ଯାତନା ଅଭିଯୋଗରେ କୁସ୍ତି ସଂସ୍ଥା ମୁଖ୍ୟ ବ୍ରିଜଭୂଷଣଙ୍କୁ କୋର୍ଟ ସମନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଜୁଲାଇ ୧୮ ତାରିଖରେ ଦିଲ୍ଲୀର ରୋଜ୍‌ ଆଭେନ୍ୟୁ କୋର୍ଟକୁ ସମନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି କୋର୍ଟ କହିଛନ୍ତି। ଯୌନ ନିର୍ଯାତନା,…

‘ଥ୍ରେଡ୍‌ସ୍‌ ଆପ୍‌’ ଲାଗି ‘ମେଟା’ ନାଁ’ରେ ମାମଲା କରିବାକୁ ଧମକ ଦେଲା ‘ଟୁଇଟର୍‌’

ନୂଆଦିଲ୍ଲୀ: ନୂଆ ‘ଥ୍ରେଡ୍‌ସ୍‌ ଆପ୍‌’ ଲାଗି ‘ମେଟା ପ୍ଲାଟ୍‌ଫର୍ମ’ ନାଁ’ରେ ମାମଲା କରିବ ବୋଲି ଏଲନ୍‌ ମସ୍କ୍‌ଙ୍କ ‘ଟୁଇଟର୍‌’ ଧମକ ଦେଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏର୍ଟସ୍‌’ ରିପୋର୍ଟ କରିଛି। ମାମଲା ଦାଏର କରିବା ପୂର୍ବରୁ ‘ଫେସ୍‌ବୁକ୍‌ ପ୍ୟାରେଣ୍ଟ୍‌ସ୍‌’ ‘ସିଇଓ’…

ସିଦ୍ଧି ପରିସ୍ରାକାଣ୍ଡ ପୀଡ଼ିତଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜଣେ ଆଦିବାସୀ ଶ୍ରମିକ ଉପରେ ପ୍ରବେଶ ଶୁକ୍ଳା ନାମକ ‌ଜଣେ ଲୋକ ପରିସ୍ରା କରିବା ଘଟଣାକୁ ନେଇ ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସରକାର ତୁରନ୍ତ ପଦକ୍ଷେପ…