‘Twitter’ କୁ ଟକ୍କର ଦେବ ‘Threads ’, ଶହେରୁ ଅଧିକ ଦେଶରେ ଉପଲବ୍ଧ
ନୂଆଦିଲ୍ଲୀ : ଏଲନ ମସ୍କ ମୁଖିଆ ହେବା ପରଠୁ ସବୁବେଳେ ଟେନସନ୍ ବଢ଼ାଉଛି ‘Twitter’ । ‘Twitter’ର ଅଜବ ନିୟମ ୟୁଜର୍ସଙ୍କୁ ନାକେଦମ କରୁଛି। କେତେବଳେ ବ୍ଲୁ ଟିକ୍ ପାଇଁ ଟେନସନ୍ ଦେଉଛି ତ କେତେବେଳେ ପୋଷ୍ଟିଂ ଉପରେ ଲଗାଉଛି କଟକଣା।…
