ବିସିସିଆଇ ପରେ ଏବେ ବାଇଜୁସ୍ ସହିତ ସମସ୍ତ ସମ୍ପର୍କ କାଟିବେ ଶାହରୁଖ !
ନୂଆଦିଲ୍ଲୀ: ବାଇଜୁସ୍ ରବିଚନ୍ଦ୍ରନଙ୍କ ଏଡ୍ଟେକ୍ କମ୍ପାନି ବାଇଜୁସ୍ ସଙ୍କଟ ମଧ୍ୟ ଦେଇ ଗତି କରୁଛି। କରୋନା ମହାମାରୀ ସମୟରେ ବିପୁଳ ଲୋକପ୍ରିୟତା ଓ ପାଣ୍ଠି ହାସଲ କରିଥିବା ଏହି ସଂସ୍ଥା ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ସଂଘର୍ଷ କରୁଛି। କମ୍ପାନି ପାଇଁ…
