ଫ୍ରାନ୍ସରେ ଦଙ୍ଗା ସ୍ଥିତି ଅଣାୟତ୍ତ, ୪୫ ହଜାର ସୁରକ୍ଷାକର୍ମୀ ମୁତୟନ

ୟୁରୋପୀ ଦେଶ ଫ୍ରାନ୍ସରେ ୪ ଦିନ ହେଲା ବ୍ୟାପକ ହିଂସାକାଣ୍ଡ ଘଟିବାରେ ଲାଗିଛି। ଯୁବ ଦଙ୍ଗାକାରୀମାନେ ପୁଲିସ୍‌ ଅଧିକାରୀଙ୍କ ସହ ଲଢ଼େଇ କରିବା ସହ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟ କରିବାରେ ଲାଗିଛନ୍ତି। ସେମାନେ ଆପଲ ରିଟେଲ ଷ୍ଟୋର ଠାରୁ ଆରମ୍ଭ କରି…

ଓବାମାଙ୍କ ବାସଭବନ ସମ୍ମୁଖରୁ ସନ୍ଦିଗ୍ଧ ଯୁବକ ଗିରଫ, ମିଳିଲା ବିପୁଳ ବିସ୍ଫୋରକ

ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବାସଭବନ ନିକଟରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଉଠାଇ ନେଇଛି ପୁଲିସ୍‌। ତାଙ୍କ କାରରୁ ବହୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗିରଫ ହୋଇଥିବା ଯୁବକଙ୍କ ନାଁ, ଟେଲର ଟରଣ୍ଟୋ…

ସାଧାରଣ ନିର୍ବାଚନ ନେଇ ବିଜେପିର ପ୍ରସ୍ତୁତି : ଗୌହାଟୀରେ ଓଡ଼ିଶା ପାଇଁ ପ୍ରସ୍ତୁତ ହେବ ରଣନୀତି

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନର ପ୍ରସ୍ତୁତିକୁ ନେଇ ଭାରତୀୟ ଜନତା ପାର୍ଟି(ବିଜେପି) ମିସନ ମୋଡ୍‌ରେ କେନ୍ଦ୍ରୀୟ ସଂଗଠନ, ସରକାର ଓ ରାଜ୍ୟ ମାନଙ୍କରେ ବ୍ୟାପକ ପରିବର୍ତ୍ତନ କରିବ। ଆସନ୍ତାମାସ ୬ ତାରିଖରେ ଗୌହାଟୀରେ ପୂର୍ବ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର…

ମର୍ମନ୍ତୁଦ ସିରିଜ୍‌ ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ୪୮ ଜୀବନ, ୨୦ ଗୁରୁତର

ଶୁକ୍ରବାର ସନ୍ଧ୍ୟାରେ କେନିଆରେ ଏକ ଭୟଙ୍କର ସିରିଜ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ରାସ୍ତା ଉପରେ ଯାଉଥିବା ଗାଡ଼ିଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଚାପି ଦେଇଥିଲା। ଏହି ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ…

ଗ୍ୟାଙ୍ଗଷ୍ଟର କବଳରୁ ମୁକ୍ତ କରିଥିବା ଜମିରେ ଫ୍ଲାଟ ତିଆରି କରି ୭୬ ଜଣଙ୍କୁ ବାଣ୍ଟିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଅତିକ୍ ଅହମଦ ଦଖଲରେ ରଖିଥିବା ଜମିରେ ବୁଲଜର ଚଲାଇ ଏହାକୁ ଅକ୍ତିଆରକୁ ନେଇଥିବା ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଘର ତିଆରି କରି ୭୬ ଜଣ ଗରିବ ଲୋକଙ୍କୁ…

କୋକା କୋଲା ପିଉଥିଲେ ସାବଧାନ, ହୋଇପାରେ କ୍ୟାନସର

ନୂଆଦିଲ୍ଲୀ :ଯଦି ଆପଣ କୋକା କୋଲା ପିଉଉଛନ୍ତି, ତା’ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଏହାକୁ ପିଇବା ଦ୍ୱାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇପାରେ। ଡାଏଟ କୋକୋ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ପଦାର୍ଥରେ ବ୍ୟବହାର ହେଉଥିବା କୃତ୍ରିମ ମିଠା…

ଦିଲ୍ଲୀ ଅଧ୍ୟାଦେଶ ଅଣସାମ୍ୱିଧାନିକ ଅଭିଯୋଗ ନେଇ ସୁପ୍ରିମ୍‌କୋର୍ଟ ଗଲା ଆପ୍‌

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଆଜି ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଦଳ ସୁପ୍ରିମ୍‌କୋର୍ଟ ଯାଇଛି। ସରକାରଙ୍କ ଅଧ୍ୟାଦେଶ ବେଆଇନ ବୋଲି ସୁପ୍ରିମ୍‌କୋର୍ଟରେ ଆପ୍‌(ଆମ ଆଦମୀ…

ଗୁଜୁରାଟରେ ବର୍ଷା ଆଣିଲା ବିତ୍ପାତ, ୨ ଦିନରେ ନେଲେଣି ୯ ଜୀବନ

ଗାନ୍ଧୀନଗର : ଗୁଜୁରାଟରେ ବର୍ଷା ଆଣିଲା ବିତ୍ପାତ, ୨ ଦିନ ଭିତରେ ୯ ଜୀବନ ନେଲେଣି। ସୂଚନା ମୁତାବକ ଗତ ୩୦ ଘଣ୍ଟା ଭିତରେ ଏଠାରେ ପ୍ରାୟ ୨୦୦ ମିଲିମିଟର ବର୍ଷା ହୋଇଛି। ମୂଷଳ ଧାରା ବର୍ଷା ଯୋଗୁ ବହୁ ଅଞ୍ଚଳ…

ବଢିଲା ସ୍ବଳ୍ପ ସଂଚୟ ସ୍କିମର ସୁଧହାର

ନୂଆଦିଲ୍ଲୀ : କ୍ଷୁଦ୍ର ସଞ୍ଚୟ ଯୋଜନା ଗୁଡ଼ିକରେ ନିବେଶ କରୁଥିବା ନାଗରିକଙ୍କୁ ସରକାର ଖୁସି ଖବର ଆଣିଦେଇଛନ୍ତି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ପାଇଁ ସରକାର କେତେକ ସ୍ବଳ୍ପ ସଂଚୟ ଯୋଜନା ଉପରେ ସୁଧ ହାର ୦.୩ ପ୍ରତିଶତ…

ଟ୍ୱିଟରକୁ ଝଟକା ଦେଲେ କର୍ଣ୍ଣାଟକ ହାଇକୋର୍ଟ, ସରକାରଙ୍କ ନିର୍ଦ୍ଦେଶ ନ ମାନିବାରୁ ଦେବ ୫୦ ଲକ୍ଷ ଟଙ୍କାର ଜରିମାନା

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ୱିଟରର ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ ବର୍ଷେ ଧରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଳନ ନକରିବାରୁ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ…