ପ୍ରତିଦିନ ଗଙ୍ଗାଙ୍କ ଆଳତୀ କରୁଥିବା ବାଳକ ନିଟ ପରୀକ୍ଷାରେ ହେ‌ଲେ ଉତ୍ତୀର୍ଣ୍ଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାରେ ବସବାସ କରୁଥିବା ବିଭୁ ଉପାଧ୍ୟାୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଭୁ ନିକଟରେ ନିଟ ପରୀକ୍ଷାରେ ସଫଳ ହୋଇଛନ୍ତି। ସେ ନିଟ ପରୀକ୍ଷାରେ ୬୨୨ନମ୍ବର ହାସଲ କରିଛନ୍ତି। ବିଭୁ ଏହି ସଫଳତା ପାଇଁ ଏବେ ଚର୍ଚ୍ଚାକୁ…

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ସହଯୋଗୀ ଅବତାର ଆଖି ବୁଜିଲା

ଚଣ୍ଡୀଗଡ଼ : ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ମୌଳବାଦୀ ବିଚାରଧାରା ରଖିଥିବା ଅମ୍ରିତପାଲ ସିଂହର ଘନିଷ୍ଠ ସହଯୋଗୀ ଅବତାର ସିଂହ ଖାଣ୍ଡାର ଆଜି ମୃତ୍ୟୁ ହୋଇଛି। ବ୍ରିଟେନର ଗୋଟିଏ ହସ୍ପିଟାଲରେ ଅବତାର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଖବର ମିଳିଛି। ସୋମବାର…

ଫେସ୍‌ବୁକ୍‌କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ତାଗିଦ

ବେଙ୍ଗାଲୁରୁ : ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ନାଲି ଆଖି ଦେଖାଇଛନ୍ତି କର୍ଣ୍ଣାଟକା ହାଇକୋର୍ଟ। ଭାରତରେ କମ୍ପାନୀର ସମସ୍ତ କାର୍ଯ୍ୟକଳାପକୁ ଦରକାର ପଡ଼ିଲେ କୋର୍ଟ ବନ୍ଦ କରିଦେବେ ବୋଲି କହିଛନ୍ତି। ସାଉଦି ଆରବ ଜେଲରେ ବନ୍ଦୀ ହୋଇ ରହିଥିବା ଜଣେ ଭାରତୀୟଙ୍କ…

କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ ଚାଲିବ ଯୌନ ନିର୍ଯାତନା ମାମଲା, ପୋକ୍ସୋ ମାମଲା ହଟିବ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଷ୍ଟଲକିଂ ବା ପିଛା କରିବା ମାମଲା ଚାଲିବ। ଦେଶର ଷ୍ଟାର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି…

ଜାନୁଆରୀରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଆସନ୍ତାବର୍ଷ ଜାନୁଆରୀ ମାସରେ ଏହି ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା ସମାରୋହର ନେତୃତ୍ୱ ନେବେ…

ଗୋପନୀୟ ଦସ୍ତାବିଜ ଚୋରି ମାମଲାରେ ଟ୍ରମ୍ପ ଗିରଫ, ଜାମିନ ପରେ ବାଇଡେନଙ୍କ ଉପରେ ବର୍ଷିଲେ

ଫ୍ଲୋରିଡ଼ା : ଗୋପନ ଦସ୍ତାବିଜ ଚୋରି ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କଲେ ଆତ୍ମସମର୍ପଣ । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ତୁରନ୍ତ ତାଙ୍କୁ ନିସର୍ତ୍ତ ଜାମିନ ବି ମିଳିଛି । ଯୁକ୍ତରାଷ୍ଟ୍ର ଆମେରିକାର ଇତିହାସରେ ଜଣେ…

‘ମନି ଲଣ୍ଡରିଙ୍ଗ୍‌’ ଅଭିଯୋଗରେ ଗିରଫ ହୋଇଥିବା ତାମିଲନାଡୁ ମନ୍ତ୍ରୀଙ୍କୁ ‘ବାଇପାସ୍‌ ସର୍ଜରି’ ପାଇଁ ପରାମର୍ଶ

ଚେନ୍ନାଇ: ‘ମନି ଲଣ୍ଡରିଙ୍ଗ୍‌’ ଅଭିଯୋଗରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ଦ୍ବାରା ଗିରଫ ହେବା ପରେ ଡାକ୍ତରଖାନାକୁ ନିଆଯାଇଥିବା ତାମିଲନାଡୁ ମନ୍ତ୍ରୀ ଭି. ସେନ୍ଥିଲ୍‌ ବାଲାଜୀଙ୍କୁ ତୁରନ୍ତ ‘ବାଇପାସ୍‌ ସର୍ଜରି’ କରାଇବା ଲାଗି ଆଜି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଯେଉଁ ଡାକ୍ତରଖାନାରେ ବାଲାଜୀଙ୍କର ଚିକିତ୍ସା ଚାଲିଛି…

ମୋଦୀଙ୍କ ଗସ୍ତବେଳେ ‘ଡ୍ରୋନ ଡିଲ୍’ ଚୂଡ଼ାନ୍ତ କରିବାକୁ ଚାହୁଁଛି ଆମେରିକା

ନୂଆଦିଲ୍ଲୀ: ୩୦ଟି ଲଢୁଆ ଡ୍ରୋନ କିଣିବାକୁ ଭାରତ ଗତ କିଛି ବର୍ଷ ହେଲା ଆମେରିକା ସହ ଆଲୋଚନା ଚଳାଇଛି । ଏସବୁ ଡ୍ରୋନ କିଣିବାକୁ ଭାରତ ଆଗ୍ରହୀ ଥିବାବେଳେ ଆମେରିକା ମଧ୍ୟ ବିକିବାକୁ ଆଗ୍ରହୀ ଅଛି । ଏହା ସତ୍ତ୍ବେ ଭାରତର…

ପାକିସ୍ତାନୀକୁ ଦେଇଥିବା ଜବାବକୁ ନେଇ ଓଓ୍ବେସିଙ୍କୁ ପ୍ରଶଂସା

ହାଇଦ୍ରାବାଦ : ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସି ନିଜର ବିବାଦୀୟ ଭାଷଣ ପାଇଁ ଜଣାଶୁଣା । କିନ୍ତୁ ଆମେରିକା ଗସ୍ତରେ ଥିବା ବେଳେ ଜଣେ ପାକିସ୍ତାନୀକୁ ସେ ଦେଇଥିବା ଜବାବକୁ ନେଇ ତାଙ୍କୁ ପ୍ରସଂଶା କରାଯାଉଛି । ଆମେରିକାର ସିକାଗୋରେ ଆୟୋଜିତ…

ବିବାହ ଭୋଜିରୁ ଫେରିବା ବେଳେ ବୁଡ଼ିଲା ବୋଟ୍‌, ଶହେରୁ ଊର୍ଦ୍ଧ୍ୱ ମୃତ

ଲାଗୋସ : ଆଫ୍ରିକୀୟ ଦେଶ ନାଇଜେରିଆରେ ଗତ ସୋମବାର ଏକ ଭୟଙ୍କର ବୋଟ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ବିବାହ ସମାରୋହରେ ଯୋଗ ଦେଇ ବୋଟରେ ପ୍ରାୟ ୩ଶହ ଲୋକ ନଦୀ…