ନମାଜ ପାଠ ବେଳେ ଜେଲରୁ ଖସି ପଳାଇଲେ ୧୭ କଏଦୀ

ଲାହୋର: ନମାଜ ପାଠ ବେଳେ ଜେଲରୁ ଖସି ପଳାଇଲେ ୧୭ ଜଣ କଏଦୀ | ପାକିସ୍ତାନର ବଲୁଚିସ୍ତାନରେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଗତକାଲି କଏଦୀମାନେ ବଲୁଚିସ୍ତାନର ଚମନ ଜେଲରୁ ଖସି ପଳାଇଥିଲେ। ତେବେ ଏହି ସମୟରେ…

ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ପୁଣି ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ରତ୍ନଭଣ୍ଡାରର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ପୁଣି ରୁଜ୍ଜୁ ହୋଇଛି ଏକ ଜନସ୍ୱାର୍ଥ ମାମଲା। ରତ୍ନଭଣ୍ଡାର ଖୋଲି ତାର ବିପଦଶଙ୍କୁଳ ଅଂଶ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏଥିରେ…

ଜଳୁଛି ଫ୍ରାନ୍ସ ! ୩ୟ ଦିନ ପାଇଁ ହିଂସା ଜାରି

ପ୍ୟାରିସ୍ : ପୁଲିସ ଗୁଳିରେ ଜଣେ ତରୁଣ ଶରଣାର୍ଥୀର ମୃତ୍ୟୁ ପରେ ଫ୍ରାନ୍ସରେ ଚାଲିଥିବା ହିଂସା କ୍ରମାଗତ ୩ୟ ଦିନ ପାଇଁ ବି ଜାରି ରହିଛି । ଏହି ଦଙ୍ଗା କ୍ରମଶଃ ଫ୍ରାନ୍ସର ଅନ୍ୟ ସହରକୁ ବ୍ୟାପିଚାଲିଛି । ଏହି ହିଂସା…

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ପୂର୍ବତନ DFO ଓ ରୋଷେୟାଙ୍କ ନାଁରେ NBW ଜାରି

ପାରଳାଖେମୁଣ୍ଡି: ପୁଣି ଚର୍ଚ୍ଚାରେ ACF ମୃତ୍ୟୁ ଘଟଣା । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ୩ ଜଣଙ୍କ ନାଁ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା । ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ, ପୂର୍ବତନ ଡିଏଫଓ ଏବଂ ରୋଷୟାଙ୍କ ନାଁରେ…

ମୋଦି-ପୁଟିନ୍‌ଙ୍କ ଭିତରେ କଥାବାର୍ତ୍ତା; ୟୁକ୍ରେନ୍ ଓ ରୁଷରେ ବିଦ୍ରୋହ ପ୍ରସଙ୍ଗ ଉଠିଲା

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ଆଜି ୟୁକ୍ରେନ୍‌କୁ ନେଇ ଫୋନ୍‌ରେ ଆଲୋଚନା ହୋଇଛି। କ୍ରେମଲିନ ଏନେଇ ସୂଚନା ଦେଇଛି। ଅଲୋଚନା ବେଳେ ଦୁଇନେତା ସାଙ୍ଘାଇ ସହଯୋଗ ସଂଗଠନ ତଥା ଜି-୨୦ ଭିତରେ…

ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି: ନରସିଂହ ମିଶ୍ର

ଭୁବନେଶ୍ୱର: ରତ୍ନଭଣ୍ଡାର ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବଡ ବୟାନ । ମୁଁ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି । କିନ୍ତୁ ମୁଁ ବିଫଳ ହୋଇଥିଲି ବୋଲି କହିଲେ ବିଧାୟକ ନରସିଂହ ମିଶ୍ର । ସେତେବେଳେ ମୋ…

୧୩ଟି ନୂଆ ରୁଟରେ ଆରମ୍ଭ ହେବ ‘ମୋ ବସ’ ସେବା

ଭୁବନେଶ୍ଵର: ଜୁଲାଇ ୧ ରୁ ୧୩ଟି ନୂଆ ରୁଟରେ ଆରମ୍ଭ ହେବ ‘ମୋ ବସ’ ସେବା। ଏନେଇ ବିଜ୍ଞପ୍ତି ଜାରି କରିଛି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT)। କ୍ରୁଟ ‘ମୋ ବସ’ ସହରାଞ୍ଚଳରେ ଜନସାଧାରଣଙ୍କୁ ପରିବହନ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ…

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫାପତ୍ର ଫାଡ଼ିଦେଲେ ମହିଳାମାନେ

ଇମ୍ଫାଲ : ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ନେଇ ଆସିଲା ନାଟକିୟ ମୋଡ଼। ତାଙ୍କ ଇସ୍ତଫା ପତ୍ର ଫାଡ଼ିଦେଲେ ମହିଳାମାନେ। ସେ ଆଜି ରାଜ୍ୟପାଳ ଅନୁସୂୟା ଉକିଙ୍କୁ ରାଜଭବନରେ ଭେଟି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିବାକୁ ଯିବାର ଥିଲା।…

ସରକାର ଡରୁଛନ୍ତି କାହିଁକି: ଶରତ ପଟ୍ଟନାୟକ

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବାକୁ ସରକାର ଡରୁଛନ୍ତି ବୋଲି ପ୍ରଶ୍ନ କଲେ ଶରତ । ରତ୍ନଭଣ୍ଡାର ପ୍ରସଙ୍ଗରେ ପିସିସି ଶରତ ପଟ୍ଟନାୟକ ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି । ଖୋଲିବାକୁ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ସେବାୟତ ଚାହୁଁଛନ୍ତି । ଯଦି…

କଲମା ବ୍ୟାରେଜର ସମସ୍ତ ଗେଟ ଖୋଲିଲା ଛତିଶଗଡ଼

ସମ୍ବଲପୁର: ଉପର ମୁଣ୍ଡ଼ରେ ପ୍ରବଳ ବର୍ଷା କାରଣରୁ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ ଖୋଲିଲା ଛତିଶଗଡ଼ । ସକାଳ ୯ଟା ସୁଦ୍ଧା କଲମା ବ୍ୟାରେଜ ଦେଇ ହିରାକୁଦକୁ ୭୨ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମହାନଦିକୁ…