June 2023

ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା ଗିରଫ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲାର ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟ ଠାରୁ ୧୪୫% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱରରେ…

ଡିଜିଟାଲ ସାକ୍ଷରତାକୁ ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ

ଓଡିଶାର ଗ୍ରାମାଞ୍ଚଳର ଡିଜିଟାଲ ସାକ୍ଷରତାର ନିମ୍ନସ୍ତର ଗ୍ରାମ୍ୟବାସୀଙ୍କ ପାଇଁ ଏକ ବୃହତ ଆହ୍ଵାନ ଅଟେ। ଶିକ୍ଷାର୍ଥୀ, ଶିକ୍ଷକ ଏବଂ ମଧ୍ୟମ ବୟସ୍କଙ୍କ ସହିତ ଜନସଂଖ୍ୟାର ଏକ ବୃହତ ଅଂଶ ଅଧିକ ଭାବରେ ପ୍ରଭାବିତ ହୋଇଥାନ୍ତି। ଫଳସ୍ୱରୂପ, ଏହା ଓଡିଶା ଗ୍ରାମବାସୀଙ୍କ ସାମାଜିକ,…

ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇବ ଡ୍ରୋନ

କନ୍ଧମାଳ: କନ୍ଧମାଳରେ ଓଡ଼ିଶାର ପ୍ରଥମ ‘ସ୍ୱାସ୍ଥ୍ୟସେବା ଡ୍ରୋନ୍‌ ବିତରଣ ନେଟୱାର୍କ’ ଉଦଘାଟିତ ହୋଇଛି । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରି ସେଗୁଡ଼ିକର ସମୀକ୍ଷା କରିଛନ୍ତି । ଫୁଲବାଣୀଠାରେ ସାଂସଦ ଡ. ସାମନ୍ତ…

ଅଫିସ୍‌ରେ ରିସେପନିଷ୍ଟଙ୍କୁ ଛୁରୀ ଭୁଶି ଦେଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର: ଅଫିସ୍‌ରେ ଯୁକ୍ତିତର୍କ ଭିତରେ ରିସେପନିଷ୍ଟଙ୍କୁ ଛୁରୀ ଭୁଶି ଦେଲେ ସିକ୍ୟୁରିଟି ଗାର୍ଡ। ଏପରି ହୃଦୟବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ବାଲେଶ୍ୱରରେ ୫-ଟି ସଚିବ ଭି.କେ ପାଣ୍ଡିଆନ

ବାଲେଶ୍ୱର: ବାଲେଶ୍ୱରରେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଏହି ଅବସରରେ ଶାନ୍ତିକାନନରେ ପହଞ୍ଚି ଫକୀର ମୋହନ ସେନପତିଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ପାଣ୍ଡିଆନ । ମିଶନ ଶକ୍ତି ବଜାର ବୁଲିବା ସହ ମିଶନ ଶକ୍ତି ମା’ ମାନଙ୍କ ସହ…

ଶ୍ରୀଜିଉଙ୍କ ଆଡ଼ପ ବିଜେ

ପୁରୀ: ଶ୍ରୀଜିଉଙ୍କ ଆଡ଼ପ ବିଜେ । ଜନ୍ମବେଦୀରେ ଚାଲିବ ଲୀଳାଖେଳା । ରଥଯାତ୍ରାର ଆଜି ତୃତୀୟ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ…

ଆଇସିସି ଟେଷ୍ଟ ମାନ୍ୟତା: ଅଶ୍ବିନ ଶୀର୍ଷରେ ସ୍ଥିର

ଦୁବାଇ: ଭାରତୀୟ ଅଫ୍‌ ସ୍ପିନର୍‌ ବୁଧବାର ପ୍ରକାଶିତ ଆଇସିସ ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ ଖେଳିନଥିବା ଅଶ୍ବିନ ପୂର୍ବ ପରି ୮୬୦ ପଏଣ୍ଟ ସହ ୧ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କ…

ବିଦ୍ରୋହ ଫେଲ ମାରିଥିଲେ ଆତ୍ମହତ୍ୟା କରିଥାନ୍ତେ ଏକନାଥ ସିନ୍ଦେ, ଲୁଚିଥିବା ସତ କହିଲେ ଶିକ୍ଷାମନ୍ତ୍ରୀ ଦୀପକ

ମୁମ୍ବାଇ : ବର୍ଷେ ତଳେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯେଉଁ ବିଦ୍ରୋହ କରିଥିଲେ, ତାହା ବିଫଳ ହୋଇଥିଲେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା ଦେଇଥାଆନ୍ତେ। ବୁଧବାର ଏହା କହିଛନ୍ତି ମହାରାଷ୍ଟ୍ରର ଶିକ୍ଷା ମନ୍ତ୍ରୀ ତଥା ସିନ୍ଦେଙ୍କ ଏକାନ୍ତ…

ଝାରସୁଗୁଡାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଝାରସୁଗୁଡା: ଆଜିଠାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇଦିନିଆ ଓଡିଶା ଗସ୍ତ ଆରମ୍ଭ ହୋଇଛିl ଆଜି ଅପରାହ୍ନ ସାଢେ ୪ଟା ବେଳେ ଶ୍ରୀ ନଡ୍ଡା ଏକ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିଛନ୍ତିl ବିମାନବନ୍ଦରରେ ପହଞ୍ଚିବା…

ଲାଲୁଙ୍କ ପାଦ ଛୁଇଁଲେ, ଗୋଟିଏ ପରିବାର ହୋଇ ଲଢ଼ିବେ କହିଲେ ମମତା ବାନାର୍ଜୀ

ପାଟନା : ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ବୈଠକରେ ଯୋଗ ଦେବା ପାଇଁ ଆଜି ଠାରୁ ପାଟନାରେ ପହଞ୍ଚି ସାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ପାଟନାରେ ପହଞ୍ଚିବା ପରେ ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ…