ଅଙ୍ଗନବାଡିରେ ଏକ୍ସପାଏରୀ ଔଷଧ ଖାଇ ଶିଶୁର ମୃତ୍ୟୁ, ମୃତଦେହ ଧରି ରାସ୍ତାରୋକ କଲେ ପରିବାର

ଗଜପତି: ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜାଜପୁର ଗ୍ରାମରେ ରାସ୍ତାରୋକ। ଗତ ଏପ୍ରିଲ ୧୧ ତାରିଖରେ ଅଙ୍ଗନବାଡିରେ ଏକ୍ସପାୟର ଔଷଧ ଖାଇବା ଫଳରେ ଶିଶୁ ଗୁରୁତର ହୋଇ କଟକ ଶିଶୁ ଭବନରେ ଚିକିତ୍ସୀତ ହେଉଥିବା ସମୟରେ ମୁତ୍ଯୁ ହୋଇଛି। ଫଳରେ ଜାଜପୁର ଗ୍ରାମରେ ଆଜି…

ଆସିଲା ହାଇପରସୋନିକ ମିସାଇଲ, ଶବ୍ଦ ଠାରୁ ଅଧିକ ୧୫ ଗୁଣ ସ୍ପିଡରେ ଯିବ

ନୂଆଦିଲ୍ଲୀ : ଇରାନର ରେଭ୍ୟୁଲେସନାରୀ ଗାର୍ଡ ବା ଆଇଆରଜି ପକ୍ଷରୁ ଗୋଟିଏ ଇଣ୍ଟରମେଡିଏଟ ବାଲାଷ୍ଟିକ ମିସାଇଲକୁ ଆଜି ସାର୍ବଜନୀନ କରାଯାଇଛି। ଏହି ହାଇପରସୋନିକ ମିସାଇଲ ବେଶ ଖତରାନ ଓ ଘାତକ। ଏହା ଶବ୍ଦ ଠାରୁ ୧୫ ଗୁଣା ସ୍ପିଡରେ ଗତି କରିବା…

ଖୋର୍ଦ୍ଧା DRMଙ୍କ ବିସ୍ଫୋରକ ବୟାନ; ବାହାନଗା ଟ୍ରେନ୍‌ ଟ୍ରାଜେଡି ପଛରେ ଷଡ଼ଯନ୍ତ୍ର ସନ୍ଦେହ

ବାହାନଗାରେ ଟ୍ରେନ୍‌ ଟ୍ରାଜେଡି ପଛର କାରଣ କ’ଣ ? ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଟ୍ରେନ୍‌ ଦୁର୍ଘଟଣା ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ? ରେଳ ବିଭାଗର ସନ୍ଦେହ ପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି…

ଏମ୍‌ସରେ ଡିଏନ୍‌ଏ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଏମ୍ସ ହସ୍ପିଟାଲରେ ଆରମ୍ଭ ହୋଇଛି ଡିଏନଏ ଟେଷ୍ଟିଂ ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର। ସେ କହିଛନ୍ତି, ମୃତଦେହ ଚିହ୍ନଟ ପାଇଁ ଡିଏନଏ ନମୁନା ଦେଇଛନ୍ତି ୧୦ରୁ ଅଧିକ ପରିବାର। ରିପୋର୍ଟ ଆସିବା ପରେ ସେମାନଙ୍କୁ ମୃତଦେହ…

ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘରେ ପଶିଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ : କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘରେ ପଶିଲା ଦିଲ୍ଲୀ ପୁଲିସ୍‌ । ବ୍ରିଜ ଭୂଷଣଙ୍କ ଉତ୍ତରପ୍ରଦେଶ ଗୋଣ୍ଡାସ୍ଥିତ ଘରେ ପଶି ତନାଘନା କରିଛି ଦିଲ୍ଲୀ ପୁଲିସ୍‌ । ଦେଶର ଷ୍ଟାର…

ସରିନି ମୃତଦେହ ଚିହ୍ନଟ ପ୍ରକ୍ରିୟା : ଏବେ ବି ଫଟୋ ଓ ପରିଚୟ ପତ୍ର ଦେଖାଇ ଖୋଜୁଛନ୍ତି ସମ୍ପର୍କୀୟ

ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ଏଯାଏ ୧୭୭ ମୃତଦେହ ଚିହ୍ନଟ ହୋଇଛି । ଆବଶ୍ୟକ ପ୍ରକ୍ରିୟା ପରେ ମୃତଦେହକୁ ହସ୍ତାନ୍ତର କରାଯାଉଛି । ମୃତଦେହକୁ ମାଗଣାରେ ଗାଡ଼ିରେ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି । ଯଥାସମ୍ଭବ…

‘ଓଡ଼ିଶା ଟ୍ରେନ୍‌ ଟ୍ରାଜେଡିର ସିବିଆଇ ତଦନ୍ତ କଥା ଶୁଣି ବିଳିବିଳାଉଛନ୍ତି ମମତା’

କୋଲକାତା : ଓଡ଼ିଶା ରେଳ ଦୁର୍ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଏହି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟିଏମ୍‌ସି ଓ ବିଜେପି। ଓଡ଼ିଶା ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ସମ୍ପର୍କରେ ଘୋଷଣା କରାଯିବା ପରେ ଏହାକୁ ସହଜେ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି RWDର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘରେ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଓ ଭଦ୍ରକର ୭ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍‌।…

ବାହାନଗା ଟ୍ରେନ୍‌ ଟ୍ରାଜେଡି: ବିଦ୍ୟୁତ୍‌ ଆଘାତରେ ଯାଇଛି ୪୦ ଜୀବନ

ବାହାନଗା : ବାଲେଶ୍ୱରର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏଥିରେ ୨୭୫ ଜଣଙ୍କର ଅକାଳ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବିଦ୍ୟୁତ୍‌ ଆଘାତ ଯୋଗୁ ୪୦ ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି। ଟ୍ରେନ୍‌ ଟ୍ରାଜେଡିର…

‘ଅମିତ ଶାହଙ୍କ ସହ କୌଣସି ଡିଲ ହୋଇନି, ରେସଲରଙ୍କ ଆନ୍ଦୋଳନ ଜାରି ରହିବ’

ନୂଆଦିଲ୍ଲୀ : କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲମାନେ ନିଜ ନିଜ ଚାକିରିକୁ ହଠାତ୍‌ ଫେରି ଯିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର ଆନ୍ଦୋଳନରତ ରେସଲରମାନେ ସ୍ୱରାଷ୍ଟ୍ର…