ଗୋ-ହତ୍ୟାକୁ ନେଇ କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ : ଯଦି ମଇଁଷି ମାନଙ୍କୁ ହତ୍ୟା କରାଯାଉଛି, ତା’ହେଲେ ଗାଈ ମାନଙ୍କୁ କାହିଁକି ନୁହେଁ?
ବେଙ୍ଗାଲୁରୁ : ଗୋ-ହତ୍ୟା ଓ କଂସେଇ ଖାନାକୁ ନେଇ କର୍ଣ୍ଣାଟକାର ଜଣେ ମନ୍ତ୍ରୀ ଦେଇଥିବା ବୟାନ ବିରୋଧରେ କିଛି ଲୋକ ବିକ୍ଷୋଭ କରୁଛନ୍ତି। ରାଜ୍ୟରେ ଲାଗୁ ହୋଇଥିବା କଠୋର ଗୋ-ହତ୍ୟା ନିରୋଧ ଆଇନକୁ କଂଗ୍ରେସ ସରକାର ସମୀକ୍ଷା କରୁଥିବା ମନ୍ତ୍ରୀ ଜଣଙ୍କ…
