ଦୁର୍ଘଟଣାସ୍ଥଳ ବୁଲିଲେ ରେଲୱେ ସେଫ୍ଟି କମିଶନର
ଶୁକ୍ରବାର ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ରେଲୱେ ସେଫ୍ଟି କମିଶନର ଶୈଳେସ କୁମାର ପାଠକ। ଷ୍ଟେସନ ସିଗନାଲ ରୁମ୍ ସହ କଣ୍ଟ୍ରୋଲ ରୁମ୍ ବୁଲି ଦେଖିବା ସହ…
