ଜମ୍ମୁ ଓ କଶ୍ମୀରର ସାମ୍ବାରେ ସୀମା ସୁରକ୍ଷା ବଳ ଗୁଳି ଚୋଟରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ: ବୁଧବାର ରାତିରେ ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଅଞ୍ଚଳରେ ସୀମା ସୁରକ୍ଷା ନିରାପତ୍ତା ବଳଙ୍କ ଗୁଳି ଚୋଟରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ରାତି ପ୍ରାୟ ୨.୩୦ରେ ସାମ୍ବା ସେକ୍ଟର୍‌ ଅନ୍ତର୍ଗତ…

ଦଙ୍ଗାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଶାନ୍ତି ଫେରାଇଆଣିବାକୁ ନିଯୁକ୍ତ ହେଲେ ନୂଆ ଡିଜିପି, ରାଜୀବ ସିଂଙ୍କୁ ମିଳିଲା ଦାୟିତ୍ୱ

ଇମ୍ଫାଲ: ମଣିପୁରରେ ଅଶାନ୍ତ ସ୍ଥିତି ଲାଗି ରହିଛି। ବିଭିନ୍ନ ଅଞ୍ଚଳରେ ଲୁଟ୍‌ ଏବଂ ପୋଡ଼ାଜଳା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ମଧ୍ୟରେ ମଣିପୁରରେ ଏକ ପ୍ରମୁଖ ପ୍ରଶାସନିକ ପରିବର୍ତ୍ତନ ହୋଇଛି। ୧୯୯୩ ବ୍ୟାଚ୍…

ଭାରତୀୟ କୁସ୍ତି ଯୋଦ୍ଧାଙ୍କ ସପକ୍ଷରେ UWW, କହିଲା – ୪୫ ଦିନରେ ନିର୍ବାଚନ ନ ହେଲେ ଭାରତ ସସ୍‌ପେଣ୍ଡ

ନୂଆଦିଲ୍ଲୀ : ଭାରତୀୟ ରେସଲିଂ ଫେଡରେସନ ସଭାପତି ବ୍ରିଜ୍ ଭୂଷଣ ସିଂହଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିବା କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲା ୟୁନାଇଟେଟ୍ ୱାର୍ଲଡ ରେସଲିଂ ଆସୋସିଏସନ( UWW) । ଦୁଇ ଦିନ ପୂର୍ବେ ଆନ୍ଦୋଳନ ବେଳେ ଅଲିମ୍ପିକ ପଦକ ବିଜେତା…

କଂଗ୍ରେସ କହିଲା ସ୍ମୃତି ଇରାନୀ ନିଖୋଜ, ମନ୍ତ୍ରୀ ଜବାବ ଦେଲେ- ‘ମୁଁ ଆମେଠିରେ ଅଛି, ରାହୁଲ ଗାନ୍ଧିଙ୍କୁ ଆମେରିକାରେ ଖୋଜ’

ନୂଆଦିଲ୍ଲୀ :କଂଗ୍ରେସ ଓ ବିଜେପି ମଧ୍ୟରେ ଲାଗିଛି ସାଂଘାତିକ ଟ୍ୱିଟର ୱାର । କଂଗ୍ରେସ ପକ୍ଷରୁ ଗତକାଲି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ନିଖୋଜ ଥିବା ନେଇ ପୋଷ୍ଟର ଟ୍ୱିଟ କରାଯାଇଥିଲା। ଏହି ଫଟୋ ଭାଇରାଲ ହେବା…

ଖସିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ

ନୂଆଦିଲ୍ଲୀ : ଜୁନ୍‌ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି। ଖସିଲା ଏଲପିଜି ସିଲିଣ୍ଡର ଦାମ୍। ତେବେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ନୁହେଁ, କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ଖସିଛି। ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୮୩ ଟଙ୍କା କମିଛି। ଗତ ମାସ…

‘ମାନହାନୀ ମାମଲାରେ ସବୁଠୁ ଅଧିକ ଦଣ୍ଡ ବୋଧେ ମୋତେ ମିଳିଛି’

ସାନ ଫ୍ରାନ୍ସିକୋ : ନିଜ ଲୋକସଭା ସଦସ୍ୟତା ପଦ ରଦ୍ଦ ହେବା ନେଇ ସୂଦୂର ଆମେରିକାରେ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏଥିସହ ମାନହାନୀ ମାମଲାରେ ନିଜକୁ ସବୁଠୁ ଅଧିକ ଦଣ୍ଡ ପାଇଥିବା ବ୍ୟକ୍ତି ବୋଲି ସେ…

ପୁଣି ଥରେ ବିଶ୍ୱର ୧ନଂ ଧନୀ ହେଲେ ମସ୍କ

ନୂଆଦିଲ୍ଲୀ : ପୁଣି ଥରେ ବିଶ୍ୱର ଧନୀ ତାଲିକାର ୧ନଂ ସ୍ଥାନ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି ଏଲନ ମସ୍କ । ଟେସଲା, ସ୍ପେଶଏକ୍ସ ତଥା ଟ୍ୱିଟର ମାଲିକ ଏଲନ ମସ୍କ ଏହି ରେସ୍‌ରେ ଫ୍ରାନ୍ସର ଉଦ୍ୟୋଗପତି ତଥା ଲୁଇ ଭ୍ୟୁଟନ…

ମଣିପୁର ଦଙ୍ଗାକାରୀଙ୍କୁ ଶାହଙ୍କ ଆହ୍ୱାନ- ଆଜି ଅସ୍ତଶସ୍ତ୍ର ଦେଇଦିଅ, କାଲିଠୁ କମ୍ବିଂ ଆରମ୍ଭ

ଇମ୍ଫାଲ : ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁର ସ୍ଥିତିର ସମୀକ୍ଷା କରି ଦଙ୍ଗାକାରୀଙ୍କୁ ନାଲି ଆଖି ଦେଖାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏଥିସହ ତୁରନ୍ତ ନିଜ ପାଖରେ ରଖିଥିବା ଅସ୍ତଶସ୍ତ୍ର ପୁଲିସ୍‌କୁ…