July 2023

ଆସନ୍ତାକାଲି ବିଜେଡିର ସଂସଦୀୟ ବୈଠକ

ସଂସଦରେ କ’ଣ ରହିବ ବିଜେଡିର ଆଭିମୁଖ୍ୟ । ଆସନ୍ତାକାଲି ବିଜେଡିର ସଂସଦୀୟ ବୈଠକରେ ହେବ ନିଷ୍ପତ୍ତି । ନବୀନ ନିବାସରେ କାଲି ସଂଧ୍ୟାରେ ବସିବ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସଂସଦ ଅଧିବେଶନରେ…

ହୀରାକୁଦ ଜଳଭଣ୍ଡାରରେ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ

ଉପରମୁଣ୍ଡରେ ଲଗାଣ ବର୍ଷାରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩୯ହଜାର ହଜାର କ୍ୟୁସେକ ଜଳ। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୭…

ଆଜିଠୁ ଅନିର୍ଦ୍ଦିଷ୍ଟକାଳ ଯାଏ ୟୁନିଟ୍‌ ୨ ମାର୍କେଟ୍‌ ବିଲ୍ଡିଂ ବନ୍ଦ

ଭୁବନେଶ୍ବର: ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀଙ୍କ ବିବାଦର ସମାଧାନ ହେଲାନି । ଶେଷରେ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟକାଳ ଯାଏ ବନ୍ଦ କରିଦିଆଯାଇଛି । ପ୍ରତିବାଦରେ ଆଜିଠୁ ୧୬୫ ବ୍ୟବସାୟୀ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି…

କମିଶନରେଟ୍ ପୋଲିସର ବ୍ଲକିଂ ଚେକିଂ ସହ ମଦ୍ୟପ ଖଟିରେ ଚଢଉ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସର ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢଉ। ବଢାଇଛି ନାଇଟ୍ ପାଟ୍ରୋଲିଂ। ବିଭିନ୍ନ ଛକରେ ଚେକିଂ ଓ ବ୍ଲକିଂ କରାଯାଉଥିବା ବେଳେ ମଦ୍ୟପ ଖଟିମାନଙ୍କରେ ଜୋରଦାର ଚଢଉ କରାଯାଉଛି। ରବିବାର ସନ୍ଧ୍ୟାରେ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ

ବାରିପଦା-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ ହୋଇଛି। ଘଟଣା ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ଛକରେ ଘଟିଛି। ସୂଚନା ଅନୁଯାୟୀ, ବଡସାହି ଥାନା ଅନ୍ତର୍ଗତ ଖାନୁଆ ଗ୍ରାମର ଦୋଳଗୋବିନ୍ଦ ବେହେରାଙ୍କୁ ରବିବାର ସନ୍ଧ୍ୟା ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ…

ଆଲକାରାଜଙ୍କୁ ୱିମ୍ବଲଡନ୍‌ ଟ୍ରଫି

ଲଣ୍ଡନ୍: ୱିମ୍ବଲଡନ୍‌ ଟେନିସ୍ ପ୍ରତିଯୋଗିତାକୁ ମିଳିଛି ନୂଆ ଏକକ ପୁରୁଷ ବିଜେତା। ୨୦ ବର୍ଷୀୟ ଯୁବ ସ୍ପେନୀୟ ତାରକା କାର୍ଲୋସ୍‌ ଆଲକାରାଜ ଗାର୍ଫିଆ ରବିବାର ୫ ସେଟ୍‌ର ଫାଇନାଲ୍‌ରେ ୧-୬, ୭-୬ (୮-୬), ୬-୧, ୩-୬, ୬-୪ରେ ସର୍ବିୟା କିଂବଦନ୍ତି ନୋଭାକ…

ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତା: ମାର୍କେଟାଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ମୁକୁଟ

ଲଣ୍ଡନ୍‌ : ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ଚେକ୍‌ ଗଣରାଜ୍ୟ ଖେଳାଳି ମାର୍କେଟା ଭନ୍ଦ୍ରୋସୋଭା ପ୍ରଥମ ଥର ଗ୍ରାଣ୍ଡସ୍ଲାମ୍‌ ଟ୍ରଫି ଜିତିଛନ୍ତି। ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତାର ମହିଳା ଏକକ ଫାଇନାଲ୍‌ରେ ଶନିବାର ବିଶ୍ବର ୪୨ ନମ୍ବର ଭନ୍ଦ୍ରୋସୋଭା ୬-୪, ୬-୪ ସିଧାସଳଖ…

ବିରୋଧୀ ଦଳ ବୈଠକରେ ଯୋଗଦେବେ NCP ସୁପ୍ରିମୋ ଶରଦ ପାୱାର

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ବସିବାକୁ ଥିବା ୟୁପିଏ ବୈଠକରେ ଯୋଗଦେବେ ଏନସିପି ସୁପ୍ରିମୋ ଶରଦ ପାୱାର। 24 ଟି ବିରୋଧୀ ଦଳ ସହ ଏନସିପି ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା। ଆଜି ବେଙ୍ଗାଲୁରୁରେ ଏକ ଅନୌପଚାରିକ ଆଲୋଚନା…

ତାମିଲନାଡୁର ଉଚ୍ଚ ଶିକ୍ଷାମନ୍ତ୍ରୀ କେ ପୋନମୁଡୀଙ୍କ ଘରୁ ଇଡ଼ି ଜବତ କଲା ୬୦ ଲକ୍ଷ

ଚେନ୍ନାଇ : ତାମିଲନାଡୁର କ୍ଷମତାସୀନ ଡିଏମକେର ବରିଷ୍ଠ ନେତା ତଥା ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପୋନମୁଡୀଙ୍କ ଘରେ ହଠାତ୍‌ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ତାଙ୍କ ଘରେ ସମେତ ଏକାଧିକ ସ୍ଥାନରେ ରେଡ୍‌ କରି ଇଡିର…

କୁନୋ ଚିତା ମୃତ୍ୟୁ ପ୍ରାକୃତିକ କାରଣରୁ ଘଟିଛି: ଏନ୍‌ଟିସିଏ

ନୂଆଦିଲ୍ଲୀ : ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟ୍ରାନ୍ସଲୋକେସନ (ସ୍ଥାନାନ୍ତରୀକରଣ) ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବ୍ୟାରୁ ୨୦ଟି ଚିତା ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ସେମାନଙ୍କ ସ୍ୱଚ୍ଛନ୍ଦ ବିଚରଣ ଓ ଖାଦ୍ୟ ଶିକାର…