ବନ୍ଧୁକ ଦେଖାଇ ମ୍ୟୁଜିକ୍‌ କମ୍ପାନିର ‘ସିଇଓ’ଙ୍କୁ ଅପହରଣ କରିନେଲେ ଶିବସେନା ବିଧାୟକଙ୍କ ପୁଅ

ମୁମ୍ବାଇ: ବୁଧବାର ଅପରାହ୍ଣରେ ଜର୍ଜଗାଓଁ ଇଷ୍ଟ୍‌ ଅଞ୍ଚଳରେ ରାଜକୁମାର ସିଂହ ନାମରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଅପହରଣ ନେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ବନରାଇ ଥାନାରେ ଶିବସେନା (ସିନ୍ଦେ ଗୋଷ୍ଠୀ) ବିଧାୟକ ପ୍ରକାଶ ସୁର୍ବେଙ୍କ ପୁଅ ରାଜ୍‌…

ବିତିଲାଣି ୪୮ ଘଣ୍ଟା: ମିଳିନି ମହାନଦୀରେ ବୁଡ଼ିଯାଇଥିବା ଦୁଇ ଛାତ୍ରଙ୍କ ପତ୍ତା

କଟକ : ଦିନ ପରେ ଦିନ ବିତୁଛି। ମିଳୁନି ମହାନଦୀରେ ବୁଡିଯାଇଥିବା ଦୁଇ ଛାତ୍ରଙ୍କ ପତ୍ତା। NDRF, ODRAF ଓ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରହିଛି। ଗତ ମଙ୍ଗଳବାର ଅରାହ୍ମରେ ମୁଣ୍ଡଳୀ ନିକଟ ମହାନଦୀରେ ବୁଡ଼ିଯାଇଥିଲେ କଟକର ଦୁଇ ଛାତ୍ର ।…

ଶୀର୍ଷସ୍ତରୀୟ ଜେନେରାଲ୍‌ଙ୍କୁ ବହିଷ୍କାର କଲେ ଉତ୍ତର କୋରିଆର କିମ୍‌; ଯୁଦ୍ଧ ପ୍ରସ୍ତୁତି ପାଇଁ ଦେଲେ ଆହ୍ବାନ

ସିଓଲ୍‌: ସେନାର ଶୀର୍ଷସ୍ତରୀୟ ଜେନେରାଲ୍‌ଙ୍କୁ ବହିଷ୍କାର କରି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ସମ୍ଭାବ୍ୟ ଯୁଦ୍ଧ ନିମନ୍ତେ ଅଧିକ ପ୍ରସ୍ତୁତି, ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି ଏବଂ ସମରାଭ୍ୟାସ ବ୍ୟାପକ କରିବା ଲାଗି ସେନାକୁ ଆହ୍ବାନ ଦେଇଥିବା କଥା ଗୁରୁବାର…

ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ

ଭଂଜନଗର : ଗାଲେରୀ ଫାଣ୍ଡି କୁପାଟୀ ଗାଁରେ ମିଟର ରିଡିଂ କର୍ମଚାରୀ ଲକ୍ଷ୍ମୀ ନାରାୟଣଙ୍କ ହତ୍ୟା ଘଟଣା। ଅଭିଯୁକ୍ତ ଗୋବିନ୍ଦ ସେଠୀକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଏନେଇ ଗାଲେରୀ ଫାଣ୍ଡି ପକ୍ଷରୁ ସୂଚନା ମିଳିଛି। ଗତ ସୋମବାର…

ଚନ୍ଦ୍ରଠାରୁ ୧,୪୩୭କିମି ଦୂରରେ ଚନ୍ଦ୍ରଯାନ-୩: ଅଗଷ୍ଟ ୧୬ରେ ୧୦୦କିମି କକ୍ଷପଥରେ ପ୍ରବେଶ କରିବ

ବେଙ୍ଗାଲୁରୁ: ଗତ ରବିବାର ଚନ୍ଦ୍ର କକ୍ଷରେ ପ୍ରବେଶ (ଏଲ୍‌ଓଆଇ) ତଥା ତୃତୀୟ ଚନ୍ଦ୍ର-ବନ୍ଧିତ ମାନିଉଭର (କକ୍ଷପଥ ପରିବର୍ତ୍ତନ) ପରେ ଚନ୍ଦ୍ରଯାନ-୩ ବର୍ତ୍ତମାନ ଚନ୍ଦ୍ରର ଅଧିକ ନିକଟତର ହୋଇଛି ଏବଂ ଚନ୍ଦ୍ରଠାରୁ ୧,୪୩୭ କିମି ଦୂରରେ ଅଛି ବୋଲି ଇସ୍ରୋ ପକ୍ଷରୁ ବୁଧବାର…

ଚୁନାଘାଟିରେ ଓଲଟିଲା ଟ୍ରକ୍, ଜଣେ ମୃତ

କୋଇଡ଼ା: ପୁଣି ଚୁନାଘାଟିରେ ଦୁର୍ଘଟଣା। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଓଲଟିଲା ଟ୍ରକ୍ । ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ମୃତ । ଗତକାଲି ରାତି ପ୍ରାୟ ୧୧ଟାରେ ଦୁର୍ଘଟଣାଟି ଘଟିଥିବା ବେଳେ ପ୍ରାୟ ୮ ଘଣ୍ଟାର ପରିଶ୍ରମ…

କ୍ୟାନସରରେ ମୃତ୍ୟୁ ପୂର୍ବରୁ ୧୦ ବର୍ଷ ଝିଅର ବାହାଘର

ୱାସିଂଟନ: ଆମେରିକାର ନର୍ଥ କେରୋଲିନାର ଜଣେ ୧୦ ବର୍ଷ ଝିଅର କ୍ୟାନସରରେ ମୃତ୍ୟୁ ହେବାର କିଛିଦିନ ପୂର୍ବରୁ ତା’ର ସ୍ବପ୍ନ ପୂରଣ କରିବା ପାଇଁ ବାପାମାଆ ତାକୁ ବାହା କରାଇ ଦେଇଛନ୍ତି। ଏମା ଏଡୱାର୍ଡସ ଓ ତାଙ୍କ ବୟଫ୍ରେଣ୍ଡ ଡାନିଏଲ ମାର୍ସାଲ…

ଉଦ୍ଧାର ହେଲା ଗର୍ଭବତୀ ନାବାଳିକା: ଦୁଷ୍କର୍ମକାରୀ ହାତରେ ସମର୍ପି ଦେଇଥିଲା ବାପା

କେନ୍ଦୁଝର: ଦୁଷ୍କର୍ମର ଶିକାର ହୋଇ ୭ ମାସର ଗର୍ଭବତୀ ହୋଇଥିବା ନାବାଳିକାଙ୍କୁ ତାଙ୍କ ବାପା ଦୁ‌ର୍ଷ୍କମକାରୀଙ୍କ ଘରେ ଛାଡ଼ି ଦେଇଥିଲେ। ଏ ସଂପର୍କରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ସକାଳେ…

ଚଳନ୍ତା କାର୍‌ ଉପରେ ଦେଉଥିଲେ ଷ୍ଟଣ୍ଟ ସିନ୍‌; ଘରେ ପହଞ୍ଚିଲା ଲକ୍ଷେ ଟଙ୍କାର ଚାଲାଣ

ଚଳନ୍ତା କାର୍‌ର ବନେଟ ଉପରେ ଛିଡ଼ା ହୋଇ ଦେଉଥିଲେ ଷ୍ଟଣ୍ଟ ସିନ୍‌। ବିନ୍ଦାସ୍‌ ଅନ୍ଦାଜରେ ପୋଜ ବି ଦେଉଥିଲେ। ହେଲେ ଏହାପରେ ଯାହା ହେଲା ମୁଣ୍ଡ ଘୂରାଇ ଦେଲା। ଟ୍ରାଫିକ ନିୟମ ଉଲ୍ଳଘଂନ ଅଭିଯୋଗରେ ପୁଲିସ୍‌ ୨ଟି କାର୍ ଉପରେ କାଟିଲା…

ମଶା ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କଲେ ଏଣିକି ତଣ୍ଡ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଅନୁକୂଳ ହେଉଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି। ମଶା ଲାର୍ଭା ବୃଦ୍ଧି ହେବାର ସମ୍ଭାବନା ବ୍ୟବସାୟିକ…