ଲଞ୍ଚ ପୂର୍ବରୁ ଫଟୋ ଲିକ୍ କରିଦେବାରୁ ସାମ୍ବାଦିକଙ୍କୁ କ୍ଷମା ମାଗିବାକୁ କହିଲେ ଓଲା ଇଲେକ୍ଟ୍ରିକର ସିଇଓ

ନୂଆଦିଲ୍ଲୀ: ଦୁଇ ଚକିଆ ଇଲେକ୍ଟ୍ରି ଗାଡ଼ି ନିର୍ମାଣ କରୁଥିବା କମ୍ପାନି ଓଲା ଇଲେକ୍ଟ୍ରିକ୍ ଆସନ୍ତା ସପ୍ତାହରେ ଏକ ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ଏହା କମ୍ପାନିର ସର୍ବନିମ୍ନ ମୂଲ୍ୟର ଇଲେକ୍ଟ୍ରିକ୍ ସ୍କୁଟର ହେବ। ଏହାର ମୂଲ୍ୟ ୧ଲକ୍ଷରୁ କମ୍…

ବୁଧବାର ରାତିରେ ଇସ୍ତଫା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍, ଜଲିଲ୍ ଜିଲାନି ହେବେ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ

ଇସ୍ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ବୁଧବାର ରାତିରେ ରାଷ୍ଟ୍ରପତି ଆରିଫ୍ ଆଲଭିଙ୍କୁ ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ କରିବାକୁ ଆନୁଷ୍ଠାନିକ ସୁପାରିସ କରିବେ। ଏହା ସହିତ ସେ ନିଜ ପଦରୁ ଇସ୍ତଫା ଦେବେ । ସଂସଦର ନିମ୍ନ ସଦନର ପାଞ୍ଚ ବର୍ଷର…

ଶିବଲିଙ୍ଗ ଉଚ୍ଛେଦ ରାୟକୁ ରେକର୍ଡ କରୁଥିବା ବେଳେ ଅଚେତ ହୋଇପଡ଼ିଲେ ସହକାରୀ ରେଜିଷ୍ଟ୍ରାର

ନୂଆଦିଲ୍ଲୀ: କୋଲକାତା ହାଇକୋର୍ଟର ବିଚାରପତି ଜୟ ସେନଗୁପ୍ତା ଏକ ମାମଲାରେ ରାୟ ଶୁଣାଇବା ପରେ ଭୌତିକ କାଣ୍ଡ ଦେଖିବାକୁ ମିଳିଥିଲା। ବିଚାରପତି ଏକ ବିବାଦୀୟ ଜମିରୁ ଶିବଲିଙ୍ଗ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ରେକର୍ଡ କରୁଥିବା ବେଳେ ଅଦାଲତର…

ରାହୁଲଙ୍କ ମଣିପୁର ହମଲାର ଜବାବ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ : ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଆଜି ହେଉଛି ଦ୍ୱିତୀୟ ଦିନ। ଆଜି ଦ୍ୱିତୀୟ ଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଆଟାକ ଏବଂ କାଉଣ୍ଟର ଆଟାକ ମୁଖ୍ୟ ଚର୍ଚ୍ଚାର ବିଷୟ…

ରାହୁଲ ଗାନ୍ଧିଙ୍କ ‘ଫ୍ଲାଇଙ୍ଗ କିସ୍‌’କୁ ନେଇ ବିବାଦ, ତାତିଲା ବିଜେପି

ନୂଆଦିଲ୍ଲୀ : ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଫ୍ଲାଇଙ୍ଗ କିସ୍‌ କରିଥିବା ଅଭିଯୋଗ ହୋଇଛି। ସଂସଦ ଭିତରେ ରାହୁଲଙ୍କ ଏପରି ଆଚରଣ ବିରୋଧରେ ତାତିଛି ବିଜେପି। ଦଳର ମହିଳା ସାଂସଦମାନେ ରାହୁଲ ଗାନ୍ଧିଙ୍କ…

ରାହୁଲ ଗାନ୍ଧି ଓ ଖଡଗେଙ୍କୁ କେଜ୍ରିୱାଲଙ୍କ ଧନ୍ୟବାଦ ଚିଠି

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ପତ୍ର ପଠାଇଛନ୍ତି। ସେମାନେ କେନ୍ଦ୍ରର ଦିଲ୍ଲୀ ସର୍ଭିସ ବିଲ୍‌ ବିରୋଧରେ ଭୋଟ କରିଥିବାରୁ କେଜ୍ରିୱାଲ ସେମାନଙ୍କୁ ଚିଠି ଲେଖି…

ଗିରିଧର ଗମାଙ୍ଗଙ୍କ କଥା ଉଠାଇଲେ ଅମିତ ଶାହ

ନୂଆଦିଲ୍ଲୀ : ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ କଥା ଉଠାଇଛନ୍ତି। ଗମାଙ୍ଗଙ୍କ ଗୋଟିଏ ଭୋଟ କେମିତି ଅଟଳ ବିହାରୀ…

ହିନ୍ଦୁସ୍ଥାନକୁ ମଣିପୁରରେ ହତ୍ୟା କରିଛି ବିଜେପି: ରାହୁଲ ଗାନ୍ଧୀ

ବହୁ ବାଦ-ବିବାଦ ପରେ ସଂସଦରେ ବିତର୍କ ରଖିଲେ ରାହୁଲ ଗାନ୍ଧୀ। ମଣିପୁର ହିଂସା ନେଇ ସଂସଦରେ ଆରମ୍ଭ ହୋଇଥିବା ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାରତ ଯୋଡ ଯାତ୍ରା ଅନୁଭୂତିରୁ ଭାଷଣ ଆରମ୍ଭ କରିଛନ୍ତି ରାହୁଲ। ସେ କହିଛନ୍ତି, "ମୁଁ ସମୁଦ୍ର ତଟରୁ…

ପୀୟୂଷ ଗୋଏଲଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ : ରାଜ୍ୟସଭାର ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ବିରୋଧରେ ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ ସ୍ୱାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। ସେ ବିରୋଧୀଙ୍କ ପ୍ରତି ବିଶ୍ୱାତଘାତକା ବା ଧୋକାବାଜ ବା ବେଇମାନ ଶବ୍ଦ ପ୍ରୟୋଗ କରିଥିବାରୁ ତାଙ୍କ ବିରୋଧରେ…

ଗୁଜରାଟରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରାକୁ ନେଇ ଉତ୍ସାହିତ ହୋଇପଡ଼ିଥିବା କଂଗ୍ରେସ ଏବେ ନୂଆ ଯୋଜନା କରିଛି। କଂଗ୍ରେସ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରାଯିବ। ରାହୁଲ ଗାନ୍ଧିଙ୍କ ପ୍ରଥମ ପର୍ଯ୍ୟାୟ…