August 2023

ନାରୀ ଅସଦାଚରଣ କଲେ ମିଳିବନି ସରକାରୀ ଚାକିରି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ଘୋଷଣା

ଜୟପୁର : ରାଜସ୍ଥାନରେ ନାରୀମାନଙ୍କୁ ଅସଦାଚରଣ କରୁଥିବା ଅପରାଧୀମାନଙ୍କୁ ଆଉ ସରକାରୀ ଚାକିରି ମିଳିବ ନାହିଁ। ଯେଉଁମାନେ ଏପରି କରୁଛନ୍ତି ସେମାନଙ୍କର ଚରିତ୍ର ପ୍ରମାଣପତ୍ରରେ ଲେଖାଯିବ ଯେ ସେମାନେ ଅସଦାଚରଣରେ ସମ୍ପୃକ୍ତ ଅଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ୍ କରି…

ଅର୍ଦ୍ଧସାମରିକ ବାହିନୀ ଆସାମ ରାଇଫଲ୍‌ସ ବିରୋଧରେ ମାମଲା ରୁଜୁ କଲା ମଣିପୁର ପୁଲିସ

ଗୁଆହାଟି: ହିଂସା ପ୍ରଭାବିତ ମଣିପୁରର ଏକ ଜିଲ୍ଲାରୁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଆସାମ ରାଇଫଲ୍‌ସ ପ୍ରତ୍ୟାହାର ହେବାର କିଛି ଘଣ୍ଟା ପରେ ଏହି ଫୋର୍ସର ଯବାନଙ୍କ ବିରୋଧରେ ସ୍ଥାନୀୟ ପୁଲିସ ମାମଲା ରୁଜୁ ହୋଇଛି। ଗତ ଶନିବାର ବିଷ୍ଣୁପୁର ଜିଲ୍ଲାରେ ୩…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ୨ ଛାତ୍ର

କଟକ ନରାଜ ନିକଟରେ ମହାନଦୀରେ ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ଗାଧୋଇବାକୁ ଯାଇ ସେମାନେ ବୁଡ଼ି ଯାଇଥିବା ଜଣାପଡ଼ିଛି। ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ବୁଡ଼ି ଯାଇଥିବା ଛାତ୍ର…

୧୧୦ ଗ୍ରାମର ବ୍ରାଉନସୁଗାର ଜବତ ଜଣେ ଗିରଫ

ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକର ବାହାନଗା ବଜାର ଗଳା ପୋଲ ତଳୁ ମଙ୍ଗଳବାର ଅବକାରୀ ବିଭାଗ ଦ୍ଵାରା ୧୧୦ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ବ୍ୟବହାର ହେଉ ଥିବା ଏକ ବୁଲେଟ ମଟର ସାଇକେଲ ସହ ଜଣକୁ ଗିରଫ…

କଟକରେ ଫୁଟିଲା ଗୁଳି, ଜଣେ ମୃତ

କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଫୁଟିଛି ଗୁଳି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚିନ୍ତାମଣି ସାହୁ। ସେ ଜଣେ ରାଜମିସ୍ତ୍ରୀ ଥିଲେ। ତାଙ୍କ ଘର ବାଙ୍କୀ ଅଞ୍ଚଳରେ। ଚିନ୍ତାମଣିଙ୍କୁ ତାଙ୍କର ଦୁଇ ଜଣ ସାଙ୍ଗ ହତ୍ୟା…

କ୍ରିପଟୋ ନାଁରେ ବଡ଼ ଠକେଇ ମାମଲା, ତିନି ଦିନିଆ ରିମାଣ୍ଡରେ ଆସିଲେ ଗୁରୁତେଜ ସିଂହ ଓ ନିରଦ ଦାସ

କ୍ରିପଟୋ ନାଁରେ ବଡ଼ ଠକେଇ ମାମଲାରେ ତିନି ଦିନିଆ ରିମାଣ୍ଡରେ ଗୁରୁତେଜ ସିଂହ ଓ ନିରଦ ଦାସ । ଉଭୟଂକୁ ଚୌଦ୍ବାର ଜେଲରୁ EOW ଅଫିସକୁ ଆଣି ପଚରାଉଚରା କରାଯାଉଛି । ଆଗକୁ ମୁହାଁମୁହିଁ ଜେରା କରିବ EOW। କୋଟି କୋଟି…

ଅନାବଶ୍ୟକ ଭାବେ ଆମେ କେନ୍ଦ୍ର ସହ କଳି କରିବାକୁ ଚାହୁଁ ନାହୁଁ -ପିନାକୀ ମିଶ୍ର

ନୂଆଦିଲ୍ଲୀ:ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରସ୍ତାବକୁ ଜୋରଦାର ବିରୋଧ କରିଛି ବିଜେଡି । ଅନାସ୍ଥା ପ୍ରସ୍ତାବ ବିତର୍କରେ ମତ ରଖି ବିଜେଡି ସାଂସଦ ପିନାକୀ ମିଶ୍ର ‘କଂଗ୍ରେସର ଦୁର୍ନୀତିକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଛି । ତେଣୁ…

ମିଟର୍ ରିଡର୍‌ଙ୍କୁ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ କଂପାନି ପକ୍ଷରୁ ମିଳିବ ୧୬ ଲକ୍ଷଟଙ୍କାର କ୍ଷତିପୂରଣ

ଭୁବନେଶ୍ୱର/ବ୍ରହ୍ମପୁର: ବିଦ୍ୟୁତ୍ ବିଲ୍ ସଂଗ୍ରହ କରିବାକୁ ଯାଇଥିବା ମିଟର୍ ରିଡର୍‌ ଲକ୍ଷ୍ମୀନାରାୟଣ ତ୍ରିପାଠୀ (୫୦)ଙ୍କ ମୃତ୍ୟୁ ନେଇ ଟିପିଏସ୍‌ଓଡିଏଲ୍ ଦୁଃଖ ପ୍ରକାଶ କରିଛି। ଶ୍ରୀ ତ୍ରିପାଠୀଙ୍କ ପରିବାରର ପ୍ରତି ଆମର ଭାବନା ଓ ସମବେଦନା ରହିଛି ଏବଂ ଉପଯୋଗୀ ସୂଚନା ଉପଲବ୍ଧ…

ସ୍କୁଲରେ ନାମଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ

ଭୁବନେଶ୍ୱର: ରାଜ୍ୟର କୌଣସି ବିଦ୍ୟାଳୟରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଏନେଇ ମଙ୍ଗଳବାର ସବୁ ଜିଲ୍ଲା ଅଧିକାରୀଙ୍କୁ ଚିଠି କରିଛନ୍ତି । ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇ…

୧୧ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ କୌଣସି ପାଣିପାଗ ପ୍ରକ୍ରିୟା ସକ୍ରିୟ ନଥିବା ତଥା ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ, ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ମୌସୁମୀ ନିମ୍ନ ଚାପ-ରେଖା ଆଜି (ମଙ୍ଗଳବାର) ତା’ର…