ତାଇୱାନକୁ ନିଜର ଦର୍ଶାଇ ମ୍ୟାପ୍‌ ଜାରି କଲା ଚାଇନା

ପୁଣିଥରେ ଭାରତକୁ ଉସକାଇବା ସହ ତାଇୱାନକୁ ନିଜର ବୋଲି କହିଛି ଚାଇନା। ଭାରତର ଅରୁଣାଚଳ ପ୍ରଦେଶକୁ ଚାଇନା ନିଜର ବୋଲି କହି ଗୋଟିଏ ମ୍ୟାପ୍‌ ଜାରି କରିଛି। କେବଳ ଅରୁଣାଚଳ ପ୍ରଦେଶ ନୁହେଁ, ଭାରତ ଠାରୁ ୧୯୬୨ ଛଡ଼ାଇ ନେଇଥିବା ଅକସାଇ ଚୀନକୁ…

ମାନସିକ ଭିନ୍ନକ୍ଷମ ସ୍କୁଲର ଜଣେ ଛାତ୍ରଙ୍କୁ ମାଡ, ଥାନାରେ ଅଭିଯୋଗ

ଭଦ୍ରକ: ଭଦ୍ରକ ବ୍ଲକ ଅଧିନସ୍ଥ ଗେଲପୁର ଠାରେ ଥିବା ଏକ ମାନସିକ ଭିନ୍ନକ୍ଷମ ସ୍କୁଲର ଜଣେ ଛାତ୍ରଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି | ପାଠ ପଢ଼ୁଥିବା ଛାତ୍ର ଜଣଙ୍କ ଜଣେ 11 ବର୍ଷର ଭିନ୍ନକ୍ଷମ ଶିଶୁ | ତାଙ୍କୁ ମାଡ଼ ମରାଯିବା…

ତୀର୍ଥ ଯାତ୍ରା ପାଲଟିଲା ଶେଷ ଯାତ୍ରା: ଇରାନରେ ଟ୍ରକ-ବସ୍ ମୁହାଁମୁହିଁ ଧକ୍କା, ୯ ମୃତ

ଇରାନର ନାସିରିୟା ସହରରେ ମର୍ମନ୍ତୁଦ ସଡକ ଦୁଘର୍ଟଣା ଘଟିଛି  ।  ଟ୍ରକ୍ ଏବଂ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ୯ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ୩୧ରୁ ଉଦ୍ଧ୍ବର୍ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି  ।…

ବିଜେପିକୁ ହରାଇବାକୁ ସଜାଇ ହେଉଛି ମୁମ୍ବାଇ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ପାଇଁ ସଜେଇ ହେଉଛି ମୁମ୍ବାଇ। ମୁମ୍ବାଇରେ ରାସ୍ତାଘାଟ ସବୁଆଡେ ଇଣ୍ଡିଆ ଲେଖା ଥିବା ପୋଷ୍ଟର ବ୍ୟାନରରେ ଛାଇ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରିକି ବୈଠକକୁ ନେଇ ଭିଡିଓ ଟିଜର ମଧ୍ୟ ଜାରି କରାଯାଇଛି। ସାମାଜିକ…

କ୍ୟାବିନେଟ ମଞ୍ଜୁରୀ: LPG ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ ଟଙ୍କା ସବସିଡି

ନୂଆଦିଲ୍ଲୀ: LPG ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ ଟଙ୍କା ସବସିଡି  । ଏହି ସବସିଡିକୁ ମିଳିଛି କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ।    ଉଜ୍ଜଳା ଯୋଜନାରେ ୨୦୦ ଟଙ୍କା ସବ୍‌ସିଡିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ବର୍ଷକୁ ୧୨ଟି ସିଲିଣ୍ଡର…

ବିଜୁ ସ୍ବାସ୍ଥ୍ଯ କଲ୍ୟାଣ ଯୋଜନାରେ ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ୱାଇ)ର ସୁବିଧାକୁ ସମ୍ପ୍ରସାରିତ କରି ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମ୍ପ୍ରସାରଣ ବିଶେଷ କରି ସେହି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନଙ୍କ ନାମ…

ଏମପିରେ ୧୦ ହଜାର କିମି ଚାଲିବ ବିଜେପି

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଜିତି ପୁଣିଥରେ ସରକାରକୁ ଫେରିବା ପାଇଁ ବିଜେପି ସବୁ ପ୍ରକାର ଉଦ୍ୟମ କରୁଛି। ଏହି କ୍ରମରେ ମଧ୍ୟପ୍ରଦେଶରେ ଶିବରାଜ ସରକାର ପକ୍ଷରୁ ମହିଳା ମାନଙ୍କ ପାଇଁ ବ୍ୟାପକ ଯୋଜନା ଘୋଷଣା ହେବା ସହ ଅନ୍ୟ ସବୁ…

ବଂଶଧାରାରେ ଭାସିଯାଇଥିବା ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର

ରାୟଗଡା: ଗତକାଲି ମୀନାଝୋଲା ଶୈବପୀଠ ନିକଟରେ ଥିବା ତ୍ରିବେଣୀ ସଂଗମରେ ଗାଧୋଇବା ସମୟରେ ବଂଶଧାରା ନଦୀର ପ୍ରଖର ପାଣି ସ୍ରୋତରେ ଭାସିଯାଇଥିବା ଦୁଇଜଣ ଶିଶୁକୁ ୫ କିଲୋମିଟର ଦୂରରୁ ଉଦ୍ଧାର କରା ଯାଇଛି । ଗତକାଲି ଚନ୍ଦ୍ରପୁର ଦମକଳ ବାହିନୀ ଓ…

ଯେକୌଣସି ସମୟରେ ହୋଇପାରେ ସାଧାରଣ ନିର୍ବାଚନ : ନୀତୀଶ କୁମାର

ଦେଶରେ ଆଗୁଆ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡିସେମ୍ବର ମାସରେ ଲୋକସଭା ନିର୍ବାଚନ ହୋଇପାରେ ବୋଲି କହିଥିଲେ। ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମାନ କଥା…

ଆସନ୍ତା ଅକ୍ଟୋବର ୧୫ରେ OCS ପ୍ରିଲିମ୍

ଭୁବନେଶ୍ୱର:  ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା-୨୦୨୨ ତାରିଖ ଘୋଷଣା  । ଅକ୍ଟୋବର ୧୫ ତାରିଖ ରବିବାର ଦିନ ହେବ ପ୍ରିଲିମ୍‌ ପରୀକ୍ଷା  । ପରୀକ୍ଷା ନେଇ ଘୋଷଣା କଲା ଓଡ଼ିଶା ଲୋକସେବା ଆୟୋଗ   । ପରୀକ୍ଷାର ବିସ୍ତୃତ ବିବରଣୀ ଓପିଏସସି…