କମୁଛି ହୀରାକୁଦର ଜଳସ୍ତର: ବନ୍ଦ ହେଲା ୧୦ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ କମିଛି ବର୍ଷା । ମହାନଦୀରେ ଖସୁଛି ଜଳସ୍ତର । ହୀରାକୁଦକୁ କମିଛି ଜଳ ପ୍ରବେଶ । ବନ୍ଦ ହେଲା ଜଳଭଣ୍ଡାରର ୧୦ଟି ଗେଟ୍ । ପୂର୍ବରୁ ୨୦ଟି ସୁଇସ୍ ଗେଟ୍ ଦେଇ ହୀରାକୁଦରୁ ବନ୍ୟା ପାଣି ନିଷ୍କାସିତ ହେଉଥିଲା…

କାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି: ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଅନେକ ବାଦବିବାଦ ପରେ ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ…

ମୋଦି ନଥିବାରୁ ରାହୁଳ କହିଲେନି

ନୂଆଦିଲ୍ଲୀ : ଲୋକସଭାରେ ବିଜେପିକୁ ଶେଷ ମୁହୂର୍ତ୍ତରେ ଜଳକା କରିଛନ୍ତି ରାହୁଲ ଗାନ୍ଧି। ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ରାହୁଲ ଗାନ୍ଧି ବିତର୍କ ଆରମ୍ଭ କରିବେ ବୋଲି କୁହାଯାଇଥିଲା। ଏନେଇ କଂଗ୍ରେସ ସାଂସଦ ଗୌରବ ଗୋଗୋଇ…

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର

କଟକ: ଶପଥ ନେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି। ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥଗ୍ରହଣ…

ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ, DGCA ପକ୍ଷରୁ ମିଳିଲା ଅନୁମତି

ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ । କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ଭୁବନେଶ୍ବରକୁ ବିମାନ ଉଡ଼ିବ । ଏଥିପାଇଁ DGCA ପକ୍ଷରୁ ଅନୁମତି ମିଳିଛି । ଉତକେଲା ବିମାନ ବନ୍ଦରରୁ ବିମାନ ଉଡ଼ାଣ ନେଇ ଅନୁମତି ପରେ ଟ୍ବିଟ କରି ଖୁସି…

“ଏସ୍‌ଟିଏ କ୍ରିପ୍ଟୋ ଟୋକେନ୍”ର ଭାରତ ମୁଖ୍ୟ ଇଓଡବ୍ଲୁ ହାତରେ ଗିରଫ

ଭୁବନେଶ୍ବର: କ୍ରିପଟୋ ମାଇନିଂ ଜରିଆରେ ପୁଞ୍ଜି ସ୍କାମ ମାମଲାରେ “ଏସ୍‌ଟିଏ କ୍ରିପ୍ଟୋ ଟୋକେନ୍”ର ଭାରତ ମୁଖ୍ୟ ଗିରଫ ହୋଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ରାଜସ୍ଥାନର ଶ୍ରୀଗଙ୍ଗନଗରରୁ ଗୁରୁଟେଜ ସିଙ୍ଗ ସିଦ୍ଧୁକୁ ଗିରଫ କରିଛି। ଗୁରୁଟେଜ୍‌ ସିଙ୍ଗ୍‌ ବଲିଉଡ ସେଲିବ୍ରେଟି…

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ମାଲେସିଆକୁ ହରାଇ ଭାରତ ଶୀର୍ଷରେ

ଚେନ୍ନାଇ: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମାଲେସିଆକୁ ଗାଦିଚ୍ୟୁତ କରିଛି ଆୟୋଜକ ଭାରତ। ରବିବାର ମ୍ୟାଚ୍‌ରେ ଭାରତ ୫-୦ ଗୋଲ୍‌ରେ ମାଲେସିଆକୁ ହରାଇ ଦେଇଛି। ଫଳରେ ଭାରତ ୩ ମ୍ୟାଚ୍‌ରୁ ୨ ବିଜୟ…

ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣା: ବୟଫ୍ରେଣ୍ଡକୁ ଲକ୍ଷ୍ମୀସାଗର ଥାନାରେ ଜେରା

ଭୁବନେଶ୍ୱର: ଭୁବନେଶ୍ୱରର ଦୀପାଳି ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡକୁ ଥାନାରେ ପଚରାଉଚରା । ଶୁଭଲକ୍ଷ୍ମୀଙ୍କ ସହ ସମ୍ପର୍କ ନେଇ ବୟଫ୍ରେଣ୍ଡକୁ ଜେରା । ବୟଫ୍ରେଣ୍ଡକୁ ଲକ୍ଷ୍ମୀସାଗର ଥାନାରେ ଜେରା କରିଛି ପୋଲିସ ।ସଞ୍ଜୟ ନାମକ ଯୁବକଙ୍କ ୧୬୧ ଧାରାରେ ବୟାନ…

ମିଟର ରିଡିଂ ନେବାକୁ ଯାଇଥିବା ବେଳେ ଯୁବକକୁ ହତ୍ୟା

ଗଞ୍ଜାମ: ବିଦ୍ୟୁତ ବିଲ୍ ଅଧିକ ଆସୁଥିବାରୁ ମିଟର ରିଡିଂ କରିବା ପାଇଁ ଆସିଥିବା ଏଜେଣ୍ଟଙ୍କୁ  ହାଣି ହତ୍ୟା କଲେ ଉପଭୋକ୍ତା। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ କୁପାଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ଗ୍ୟାଲେରୀ ଗ୍ରାମର ଲକ୍ଷ୍ମୀ…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ

ଆଜି ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ୧୩୧୦ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୪୩୩ ପିଲା କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୬୭୭୮ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ୮୧୯୫ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ…