ଜୁନରେ ସବୁଠୁ ଶସ୍ତାରେ ରୁଷ ତେଲ କିଣିଥିଲା ଭାରତ; ତେଲ କମ୍ପାନି ମାଲାମାଲ, କିନ୍ତୁ ଗ୍ରାହକ ହତାଶ
ନୂଆଦିଲ୍ଲୀ: ଗତ ବର୍ଷଠାରୁ ଚାଲିଥିବା ଯୁଦ୍ଧ ଯୋଗୁଁ ରୁଷ ଓ ୟୁକ୍ରେନ କ୍ଷତିଗ୍ରସ୍ତ ହୋଇଥିବାବେଳେ ସବୁଠାରୁ ଅଧିକ ଲାଭବାନ ହୋଇଛି ଭାରତ । ଭାରତ ରୁଷଠାରୁ ଶସ୍ତାରେ ତେଲ କିଣିଚାଲିଛି। ଆମେରିକା ଓ ୟୁରୋପୀୟ ଦେଶ ରୁଷ ଉପରେ କଟକଣା ଲଗାଇବା…
