କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ହୋଇପାରନ୍ତି ବିରୋଧୀ ମେଣ୍ଟ ‘INDIA’ର ସଂଯୋଜକ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ହୋଇପାରନ୍ତି ବିରୋଧୀ ମେଣ୍ଟ ‘INDIA’ର ସଂଯୋଜକ। ମେଣ୍ଟ ସୂତ୍ରରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ମୁମ୍ବାଇରେ ହେବାକୁ ଥିବା ବୈଠକରେ INDIA ମେଣ୍ଟର ସଂଯୋଜକ ରୂପେ ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ ଘୋଷଣା ହୋଇପାରେ। ମେଣ୍ଟରେ ସାମିଲ…

ଗୁରୁବାର ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ

ପୁରୀ : ଗୁରୁବାର ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ। ବଡଭାଇ ପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଏଥିପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି ପାଟରା ବିଷୋୟୀ ସେବାୟତ। ଟାରୋଟି…

ବେଲ୍ ପରେ ପୁଣି ଜେଲ୍ ଗଲେ ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍

ଇମ୍ରାନଙ୍କ ପିଛା ଛାଡୁନି ସମସ୍ୟା। ବେଲ୍ ପରେ ପୁଣି ଜେଲ୍ ଯାଇଛନ୍ତି ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ତୋଷଖାନା ମାମଲାରେ ଇସଲାମାବାଦ ହାଇକୋର୍ଟ ତାଙ୍କୁ ଜାମିନ ଦେବା ପରେ ପୁଣି ଗିରଫ ହୋଇଛନ୍ତି ଇମ୍ରାନ୍। ଆଗାମୀ ଫୈସଲା ପର୍ଯ୍ୟନ୍ତ ନ୍ୟାୟିକ…

ସେପ୍ଟେମ୍ବରରେ ଆସୁଛନ୍ତି କେନ୍ଦ୍ର ନିର୍ବାଚନ କମିଶନ: ଆଗୁଆ ନିର୍ବାଚନକୁ ନେଇ ବଢିଲା ଚର୍ଚ୍ଚା

ଭୁବନେଶ୍ୱର: ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଲା । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୟାନ ଏପରି ଚର୍ଚ୍ଚାକୁ ଆହୁରି ଜୋର କରିଛି । ରାଜ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ଏକ ସୂଚନା ଦେଇ କହିଛନ୍ତି,…

ନାବାଳିକା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଦିଲ୍ଲୀ ନାବାଳିକା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ନାବାଳିକାର ସୁରକ୍ଷା ଏବଂ କ୍ଷତିପୂରଣ ପ୍ରଦାନ ସହ ପରିଚୟ ଯେମିତି ବାହାରକୁ ନ ଆସେ ସେ ଦିଗରେ ଧ୍ୟାନ ଦେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାକୁ ନିଜ…

ନୂଆପଡାରେ ଡିଜିପିଙ୍କ ମାଓ ସମୀକ୍ଷା

ନୂଆପଡା: ଆଜି ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ  । ସୁନାବେଡା ଅଭୟାରଣ୍ୟ ମଧ୍ୟରେ ଥିବା ନୂଆ କ୍ୟାମ୍ପ ବୁଲି ଦେଖିବା ସହ  ମାଓ ଗତିବିଧି ଉପରେ ଅନୁଧ୍ୟାନ କରିଛନ୍ତି । ଆଗକୁ ଛତିଶଗଡରେ ନିର୍ବାଚନ…

ଆସନ୍ତାକାଲି ଆକାଶରେ ବଡ଼ ଓ ଉଜ୍ଜ୍ବଳ ଦିଶିବ ଚନ୍ଦ୍ର

ଆସନ୍ତାକାଲି ଆକାଶକୁ ଆଲୋକିତ କରିବ ସୁପର ବ୍ଲୁ ମୁନ । ଅଗଷ୍ଟ ୩୦ରେ ଆକାଶରେ ବଡ଼ ଓ ଉଜ୍ଜ୍ବଳ ଦିଶିବ ଚନ୍ଦ୍ର । ଅଗଷ୍ଟ ମାସରେ ଦୁଇଟି ପୂର୍ଣ୍ଣିମା କାରଣରୁ ବ୍ଲୁ ମୁନ ଦେଖାଯିବ । ପ୍ରଥମ ପୂର୍ଣ୍ଣିମା ଅଗଷ୍ଟ ୧ରେ…

ମାଲକାନଗିରିରେ ଅଭିଜ୍ଞ ଡାକ୍ତରୀ ଟିମ୍: ୩୧ଯାଏଁ ଉପାନ୍ତ ଅଞ୍ଚଳରେ ଯୋଗାଇବେ ଉତ୍ତମ ସ୍ବାସ୍ଥ୍ୟସେବା

ମାଲକାନଗିରି : ରାଜ୍ୟର ଉପାନ୍ତ ଅଞ୍ଚଳରେ ଗରିବ ନିଷ୍ପ୍ରେସିତ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇେଦବାକୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଜାରି ରହିଛି । ଏ ନେଇ ଆଜି କିଛି ଅଭିଜ୍ଞ ଡାକ୍ତରୀ ଦଳ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଜିଲ୍ଲାରେ…

କୋଟା ଛାତ୍ର ମୃତ୍ୟୁ ମାମଲାରେ ଲାଗିବ ରୋକ, ‘ଅଧାଦିନ ପଢା, ଅଧା ଦିନ ମସ୍ତି’ରେ ହେବ ପାଠପଢା

ରାଜସ୍ଥାନ କୋଟାରେ ପାଠର ଚାପ ନେଉଛି ପିଲାଙ୍କ ଜୀବନ। ରାଜସ୍ଥାନର କୋଟାର ଏକ କୋଚିଂ ସେଣ୍ଟର ନିଟ୍‌ ଆଶାୟୀ ଆଉ ଦୁଇ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ଉଭୟ କୋଚିଂ ସେଣ୍ଟରରେ ପରୀକ୍ଷା ଦେଇଥିଲେ। ଏଭଳି ମାମଲାରେ ଲଗାମ ଲଗାଇବା…

ପାଣ୍ଡିଆନଙ୍କ ବିରୋଧରେ କଳାଶାଢୀ ପିନ୍ଧି ଗର୍ଜିଲେ ମହିଳା କଂଗ୍ରେସ

ଯାଜପୁର: ୫ଟି ସଚିବଙ୍କୁ ଜୋରଦାର ବିରୋଧ । ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇ ମାଡ଼ି ଆସିଲେ କହିଳା କଂଗ୍ରେସ କର୍ମୀ । କଳାଶାଢୀ ପିନ୍ଧି ପାଣ୍ଡିଆନଙ୍କ ସଭାସ୍ଥଳକୁ ଯିବା ପାଇଁ ଅଡି ବସିଥିଲେ ।  ଆଜି ଯାଜପୁରରେ ୫ଟି ସଚିବ…