କ୍ରିକେଟ୍ ବିଶ୍ବକପ୍‌ ସେମିଫାଇନାଲ୍ : ୱାଙ୍ଖଡେରେ ଟିକେଟ୍‌ ମୂଲ୍ୟ ୪୫ ହଜାର !

ମୁମ୍ବାଇ: ଭାରତରେ ଅକ୍ଟୋବର ଓ ନଭେମ୍ବରରେ ଖେଳାଯିବ ଏକଦିବସୀୟ ବିଶ୍ବକପ୍‌। ଏହି ବିଶ୍ବକପ୍‌ର ଗୋଟିଏ ସେମିଫାଇନାଲ୍‌ (ନଭେମ୍ବର ୧୫) ସହ ୫ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ଗୁଡ଼ିକର ଟିକେଟ୍‌ ମୂଲ୍ୟ ନିର୍ଦ୍ଧାରଣ ମଙ୍ଗଳବାର ମୁମ୍ବାଇ କ୍ରିକେଟ୍‌ ସଂଘ…

ମୋ ବସ୍ ଭଳି ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା

ଭୁବନେଶ୍ୱର:  ମୋ ବସ୍ ଭଳି  ଆସୁଛି ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା । ରାଜ୍ୟର ୬ ଟି ଜିଲ୍ଲାରେ ଚାଲିବ ଲକ୍ଷ୍ମୀ ବସ୍। ଆଦିବାସୀ ଅଧ୍ୟୁଷିତ ଓ ମାଓ ଉପଦ୍ରୁତ ଅଞ୍ଚଳରେ ଏହି ବସ୍ ଚାଲିବ ।  ଗଜପତି, କଳାହାଣ୍ଡି, ନବରଙ୍ଗପୁର,…

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର: ଆସନ୍ତାକାଲିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଆସନ୍ତାକାଲି ରାତି ୧୦ଟା ୪୦ ମିନିଟରେ ସେ ଭୁବନେଶ୍ୱରରେ ପହଞ୍ଚିବେ ।  ଶନିବାର ପୂର୍ବାହ୍ନ ୧୧ଟାରୁ ୧୨ଟା ଯାଏ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବେ…

ଶିଶୁ ଅରିହାଙ୍କୁ ଫେରାଇ ଆଣିବାକୁ ଜର୍ମାନ ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ: ଦୀର୍ଘ ୨୦ ମାସରୁ ଅଧିକ ସମୟ ଧରି ବର୍ଲିନରେ ଏକ ପୋଷ୍ୟ ଯତ୍ନ କେନ୍ଦ୍ରରେ ରହୁଥିବା ଜଣେ ଭାରତୀୟ ଶିଶୁକନ୍ୟା ଅରିହାଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ଭାରତ ଚଳିତ ସପ୍ତାହରେ ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍‌ ଆକରମ୍ୟାନଙ୍କୁ ସମନ କରି ତୁରନ୍ତ…

ବଢିଲା ରୋଗୀଙ୍କ ଖାଦ୍ୟ ଅନୁଦାନ: ଦୈନିକ ଖାଦ୍ୟ ୮୫ରୁ ୧୧୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର: ଡାକ୍ତରଖାନାରେ ରୋଗୀଙ୍କୁ ମିଳିବ ଉତ୍ତମ ଖାଦ୍ୟ । ସ୍ୱାଦିଷ୍ଟ ଆଉ ପୁଷ୍ଟିକର ଖାଦ୍ୟ । ଏଥିପାଇଁ ଖର୍ଚ୍ଚ କରିବେ ସରକାର ।   ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟେରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦…

ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ଲୋକସଭାରେ ଗୃହୀତ ହେଲା ଦିଲ୍ଲୀ ସେବା ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ମଧ୍ୟରେ ଗୁରୁବାର ଲୋକସଭାରେ ଦିଲ୍ଲୀ ସେବା ବିଲ୍ ବା ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର (ସଂଶୋଧନ) ବିଲ୍ ୨୦୨୩ ଗୃହୀତ ହୋଇଛି। ଗୃହରେ ହଙ୍ଗାମା କରିଥିବାରୁ ଆମ୍ ଆଦମୀ ପାର୍ଟି ସାଂସଦ ସୁଶୀଲ…

ସମ୍ଭାବ୍ୟ ବନ୍ୟା : କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ। ଏସ ଆର ସିଙ୍କ ସୂଚନା ଅନୁସାରେ ମହାନଦୀ ସିଷ୍ଟମରେ ବନ୍ୟାର ଆଶଙ୍କା ଅଛି ଓ ତଳିଆ ଅଞ୍ଚଳରେ ପାଣି ଜମି ଯିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଭାବିତ…

ଦୁର୍ବଳ ନଦୀବନ୍ଧରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ SRCଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଦୁର୍ବଳ ନଦୀବନ୍ଧରେ ହେବ ୨୪ ଘଣ୍ଟିଆ ପାଟ୍ରୋଲିଂ । ଏ ନେଇ ଏସଆରସି ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପୋଲିସ ଓ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ…

ଜ୍ଞାନବ୍ୟାପୀ ସର୍ଭେ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଣର ବାରାଣସୀରେ ଥିବା ଜ୍ଞାନବ୍ୟାପୀ ମସିଜଦ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି ଆହ୍ଲାବାଦ ହାଇକୋର୍ଟ ଏଏସ୍‌ଆଇକୁ ସର୍ଭେ ପାଇଁ ଅନୁମତି ଦେବାରୁ ମୁସିଲିମ ପକ୍ଷ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆଇନଜୀବୀ ନିଜାମ…

୧୫ ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ବଢିବ ଗହଳି ଆଉ ପୁଣି ଜମିବ କିଣାବିକା । ଖୋଲିଲା ୟୁନିଟ୍ ୨ ମାର୍କେଟ୍ ବିଲ୍ଡିଂ । ହେଲେ ଖୋଲିଲାନି ସୋ ରୁମ୍ । ମାକେର୍ଟ୍ ବିଲ୍ଡିଂର କେବଳ ରିଟେଲ୍ ଦୋକାନ ଗୁଡିକ ଖୋଲିଲା । ମାତ୍ର ମାର୍କେଟ୍ ବିଲ୍ଡିଂ…