ସାଂସଦଙ୍କ ଆଚରଣକୁ ନେଇ ବାଚସ୍ପତି କ୍ଷୁବ୍ଧ, ସଂସଦକୁ ଆସିଲେନି
ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ଠାରୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ମଣିପୁର ତାତି ଦେଖିବାକୁ ମିଳିଛି। ମଣିପୁର ପ୍ରସଙ୍ଗରେ ଗୃହ କାର୍ଯ୍ୟ ଠିକ ଭାବେ ଚାଲିପାରୁନି। ଲୋକସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସାଂସଦମାନେ…
ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ଠାରୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ମଣିପୁର ତାତି ଦେଖିବାକୁ ମିଳିଛି। ମଣିପୁର ପ୍ରସଙ୍ଗରେ ଗୃହ କାର୍ଯ୍ୟ ଠିକ ଭାବେ ଚାଲିପାରୁନି। ଲୋକସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସାଂସଦମାନେ…
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗିରହିବା ଯୋଗୁ ଭଣ୍ଡାରିପୋଖରୀ ବ୍ଲକଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦା ଠାରେ ୧୯.୧୬ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ୧୭.୮୩…
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଜୋରଦାର ବର୍ଷା ଲାଗି ରହିଛି। ସହରର ତଳି ଅଂଚଳରେ ବର୍ଷା ପାଣି ପଶି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରରେ ମଧ୍ୟ ପାଣି ପଶିଛି। ମନ୍ଦିରର…
ନୁର : ହରିଆଣାର ନୁହ୍ରେ ସୋମବାର ଆରମ୍ଭ ହୋଇଥିବା ସାଂପ୍ରଦାୟିକ ହିଂସାର ପ୍ରଭାବ ରାଜଧାନୀ ଦିଲ୍ଲୀର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ନୁହ୍ରେ ସୋମବାର ହୋଇଥିବା ଦଙ୍ଗାରେ ୬ ଜଣଙ୍କ ଜୀବନ ମଧ୍ୟ ଯାଇଛି। ଦଙ୍ଗାକାରୀ ଶତାଧିକ ଗାଡ଼ି ଜାଳି ଦେବା…
ବିଜେଡି ସହ ବିଜେପି ମିଶିକି ଅଛି। ମଣିପୁର ହିଂସା ପ୍ରସଙ୍ଗରେ ପଦୁଟିଏ କହିଲେ ନାହିଁ ନବୀନ ସରକାର। ବିଜେଡିର ମହିଳାଙ୍କ ପାଇଁ ଦରଦ ନାହିଁ। ଡରି ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲେ। ଆଉ ବିଜେପିକୁ ସମର୍ଥନ କଲେ। ଏଭଳି କହି ବିଜେଡି…
ବାଂଶପାଳ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କେନ୍ଦୁଝର ଜିଲ୍ଲା ବାଂଶପାଳ ସିଂପୁର ବଇଙ୍ଗା ନାଳ। ପୋଲ ଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ। ଅଁରାବ୍ରାହ୍ମଣୀ ନାଳରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ପାଣିରେ ବୁଡ଼ି ରହିଛି ଟ୍ରକ୍। ସୁଆକାଟି-ରାଉରକେଲା…
ନୂଆଦିଲ୍ଲୀ : ଅକ୍ଟୋବର ୫ରୁ ଆରମ୍ଭ ହେବ ବିଶ୍ୱକପ୍ ୨୦୨୩ । ଏହାର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ଟୋବର ୧୫ରେ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାର ଥିଲା। କିନ୍ତୁ ସୁରକ୍ଷା ଏଜେନ୍ସି ଏହି ତାରିଖକୁ…
ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ୨ ବନ ଅଧିକାରୀଙ୍କୁ ହତ୍ୟା ପରେ ବନ ବିଭାଗର ବଡ଼ ପଦକ୍ଷେପ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଜଏଣ୍ଟ ଟାସ୍କଫୋର୍ସ (JTF)। ଏହି ଟାସ୍କ ଫୋର୍ସରେ ରହିବେ ୧୦୦…
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମହକୁମାଠାରେ ପୂର୍ତ୍ତ ବିଭାଗ ଦ୍ୱାରା ନବନିର୍ମିତ ନାଗାବଳୀ ପୋଲ ଦବିଲା । ନାଗାବଳୀ ନଦୀ ଉପରେ ନିର୍ମିତ ଏହି ପୋଲ ଦବିବା ସହିତ ସୁରକ୍ଷା କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ଆଁ…
କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ସାରା ରାଜ୍ୟରେ ଏକ ସର୍ଭେ କରାଯିବ, ଯେଉଁଥିରେ ମଦ୍ରାସାଗୁଡ଼ିକର ପଞ୍ଜୀକରଣ କରାଯିବ। ତେବେ ଯେଉଁ ମଦ୍ରାସାମାନେ ସରକାରଙ୍କ ନିକଟରେ ପଞ୍ଜୀକୃତ ହେବାକୁ ଚାହୁଁଛନ୍ତି ସେମାନେ ଏହି ସର୍ଭେରେ ଅଂଶଗ୍ରହଣ…