ଇଡି ଟାର୍ଗେଟ୍ରେ ମମତା, ମନ୍ତ୍ରୀଙ୍କ ଘରେ ରେଡ୍
କୋଲକାତା : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟାର୍ଗେଟ୍ରେ ମମତା ବାନାର୍ଜୀ। ତାଙ୍କ ମନ୍ତ୍ରୀଙ୍କ ଘରେ ପଶିଲା ଇଡି। ରାସନ ବଣ୍ଟନ ଦୁର୍ନୀତି ମମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ବାସଭବନରେ ଚଢ଼ାଉ କରିଛି। ଗତ ସପ୍ତାହରେ ଏହି ସମାନ…
