ଏକାଠି ବାହାରିଲେ ମା’ ସମଲେଶ୍ୱରୀ ଓ ମା’ ରକ୍ତାମ୍ବରୀ, ହେଲେ କେହି କାହା ମୁହଁ ଦେଖିଲେନି

ନୂଆପଡ଼ା: ବାଜା ସାଙ୍ଗକୁ  ବୀରବାଦ୍ୟ ଆଉ ନାଚଗୀତରେ କମ୍ପୁଥିଲା ଗଗନପବନ । ହର୍ଷଉଲ୍ଲାସରେ ଉଛୁଳି ଉଠୁଥିଲା ସହରର ଗଳିକନ୍ଦି । ଶହଶହ ଭକ୍ତଙ୍କ ଗହଣରେ ଧୁମଧାମରେ ଶେଷ ହୋଇଛି  ଖଡ଼ିଆଳ ଐତିହାସିକ ଯୋଡି ଛତର ଯାତ୍ରା ।  ଖଡ଼ିଆଳର ମା’ ସମଲେଶ୍ବରୀ…

ଚାକରାଣୀ ଆଣିଲେ ଦୁଷ୍କର୍ମ ଅଭିଯୋଗ: ସ୍କୁଲ ଅଧ୍ୟକ୍ଷ ଗିରଫ, ପୁଅ ଫେରାର୍‌

ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ତେଲେଙ୍ଗାନାର ଜୁବଲୀ ହିଲ୍ସରେ ଥିବା ଗୋଟିଏ ପ୍ରସିଦ୍ଧ ସ୍କୁଲର ଅଧ୍ୟକ୍ଷ। ତାଙ୍କ ନାଁରେ ତାଙ୍କ ଚାକରାଣୀ ହିଁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୁଲିସ୍‌ ଶେଷରେ ସ୍କୁଲ ଅଧ୍ୟକ୍ଷଙ୍କୁ ଦଶହରାରେ ଗିରଫ କରିଛି। ଗିରଫ ପରେ ୫୫ ବର୍ଷୀୟ…

‘ରାମ’ ରିଲିଜକୁ ନେଇ ବଢୁଛି ବିବାଦ, ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ବ୍ୟାନ

ଓଡ଼ିଆ ଚଳଚ୍ଚିତ୍ର ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା । ଅଭିନେତା ମନୋଜ ମିଶ୍ର ଦୁଇ ବର୍ଷ ପାଇଁ ବ୍ୟାନ । ମନୋଜକୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ସୁଯୋଗ ନଦେବାକୁ ପ୍ରଡ୍ୟୁସର ଆସୋସିଏସନର ନିର୍ଦ୍ଦେଶ । ସମ୍ବଲପୁରରେ ରାମ ଚଳଚ୍ଚିତ୍ର ନ…

‘ଶ୍ରେଷ୍ଠ ଗର୍‌ବା’ ପୁରସ୍କାର ଜିତିଲା ଝିଅ, ବାପାକୁ ପିଟିପିଟି ମାରିଦେଲେ ଆୟୋଜକ

ଗର୍‌ବା ପୁରସ୍କାର ଜିତିବାର ଖୁସି ମାତ୍ର କିଛି ମିନିଟ୍‌ ମଧ୍ୟରେ ଜଣେ ୧୧ ବର୍ଷୀୟ ଝିଅ ପାଇଁ ଦୁଃଖର ପାହାଡ଼ ଆଣି ଦେଇଛି। ପୁରସ୍କାର ଜିତିବା ପରେ ଝିଅଟିର ବାପାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ୬ ଜଣ ଲୋକ ହତ୍ୟା କରିଛନ୍ତି।…

ଭସାଣି ପାଇଁ କମିଶନରେଟ ପୋଲିସ ଆଲର୍ଟ: ଦାୟିତ୍ୱରେ ଅଛନ୍ତି ୧୫୦ ଜଣ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଧରାପୃଷ୍ଠରୁ ଆଜି ମେଲାଣି ନେବେ ଦୁର୍ଗତି ନାଶିନୀ ମା’ ଦୁର୍ଗା । ମା’ଙ୍କୁ ମେଲାଣି ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅପରାହ୍ନ ୩ଟାରେ ଆରମ୍ଭ ହେବ ଭବ୍ୟ ଭସାଣି ଯାତ୍ରା ।  ରାଜଧାନୀ…

ଟ୍ରାକ୍ଟର ଚକା ତଳେ ଯୁବକଙ୍କୁ ୮ଥର ଦଳି ହତ୍ୟା

ମଣିଷରୁ ପାଲଟି ଗଲେ ପଶୁ। ଅତି ନିର୍ମମ ଭାବେ ଯୁବକଙ୍କୁ କଲେ ହତ୍ୟା। ଜଣେ ଯୁବକଙ୍କୁ ଟ୍ରାକ୍ଟର ଚକା ତଳେ ବାରମ୍ବାର ଦଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରାଜସ୍ଥାନ ଭରତପୁରର ବାଇନା ଅଞ୍ଚଳରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ…

କଟକରେ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ: ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି ମହାନଗର

କଟକ: ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା କଟକରେ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା। କଟକ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି। ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ…

ଅଘୋଷିତ ବିଦ୍ୟୁତ କାଟ୍‌, ଅଫିସ୍‌ ଭିତରେ ଛାଡ଼ିଦେଲେ କୁମ୍ଭୀର

ବିଦ୍ୟୁତ ଅଫିସ ଭିତରେ ବୁଲିଲା କୁମ୍ଭୀର। ଭୟରେ ଥରହର ହେଲେ କର୍ମଚାରୀ। ଜୀବନ ବିକଳରେ ଏଣେତେଣେ ଦୌଡିଲେ। ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ବିରୋଧ କରି ଜଣେ ଚାଷୀ ବିଦ୍ୟୁତ ବିଭାଗର ଅଫିସରେ କୁମ୍ଭୀର ଛାଡି ଦେଇଛନ୍ତି। ଏଭଳି କିଛି ଅଭିନବ ପ୍ରତିବାଦ…

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ: ଉପାସରେ ମହାପ୍ରଭୁ

ଭୁବନେଶ୍ୱର: ଉପାସରେ ମହାପ୍ରଭୁ ଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ  ଅସନ୍ତାେଷ ଯୋଗୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ନା ହୋଇପାରିଛି ମଙ୍ଗଳଆଳତି ନା  ମହାଦେବଙ୍କ ନୀତି । ଜମିଜମା ବିବାଦକୁ ନେଇ ବ୍ରାହ୍ମଣ ନିଯୋଗ ଓ…

ହାଇକୋର୍ଟ ଭିତରେ କଳି ଲାଗିଲେ ଦୁଇ ଜଜ୍‌, ଭିଡିଓ ଭାଇରାଲ

ହାଇକୋର୍ଟ ଭିତରେ ହାଇଭୋଲଟେଜ୍‌ ଡ୍ରାମା। କଳି ଲାଗିଲେ ଦୁଇ ଜଜ୍‌। ଆରମ୍ଭ ହୋଇଗଲା କଥା କଟାକଟି। ଏହାପରେ ମାମଲାର ଶୁଣାଣି ବେଳେ ଅଧାରୁ ଉଠି ଚାଲିଗଲେ ଜଜ୍‌। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟ ହାଇକୋର୍ଟ ଭିତରେ। ଯାହାର ଭିଡିଓ…