ମଝି ସମୁଦ୍ରରେ ଫସିଲା ‘ସମୁଦ୍ର କୌସ୍ତୁଭ’ ଜାହାଜ

ପାରାଦୀପ : ସମୁଦ୍ର ମଝିରେ ଫସିଲା ଜାହାଜ। ଗତକାଲି ଜିଓ ଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ‘ସମୁଦ୍ର କୌସ୍ତୁଭ’ ମଝି ସମୁଦ୍ରରେ ଫସିଛି । ଇଞ୍ଜିନ୍ ତ୍ରୁଟି ଯୋଗୁ ଜାହାଜଟି ସମୁଦ୍ରରେ ଫସି ରହିଛି । ବଙ୍ଗୋପସାଗରରେ ବାତ୍ୟା ସତ୍ତ୍ବେ କୋଷ୍ଟଗାର୍ଡ…

ଜାତିସଂଘ ମହାସଚିବଙ୍କ ଇସ୍ତଫା ଦାବି କଲା ଇସ୍ରାଏଲ

ଇସ୍ତଫା ଦିଅନ୍ତୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ। ସେ ଜାତିସଂଘର ନେତୃତ୍ୱ ନେବାକୁ ଯୋଗ୍ୟ ନୁହନ୍ତି। ସେ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ଜାତିସଂଘସ୍ଥିତ ଇସ୍ରାଏଲ୍‌ର ରାଷ୍ଟ୍ରଦୂତ ଜିଲାଡ୍‌ ଏର୍ଡାନ୍‌ ଦାବି କରିଛନ୍ତି। ଜାତିସଂଘ ମହାସଚିବ ହମାସ ସପକ୍ଷରେ ବାହାରିବା…

ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ

ନୂଆପଡା:ଲୁହରେ ଭିଜିଲା ଦଶହରା ଖୁସି । ଦଶହରା ବୁଲି ଯାଇଥିଲେ । ହେଲେ ଘରକୁ ଫେରିଲେନି । ଫେରିଲା ମୃତଦେହ । ଭୟଙ୍କର ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଚାଲି ଯାଇଛି…

ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ

ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ। ବିଶ୍ୱକପରେ ଆଜି ପାକିସ୍ତାନକୁ ଧୂଳି ଚଟାଇଛି ଆଫଗାନିସ୍ତାନ। ପୂର୍ବରୁ ଇଂଲଣ୍ଡକୁ ହରାଇଥିବା ଆଫଗାନିସ୍ତାନ ଟିମ ଆଜି ଚେନ୍ନାଇରେ ପାକିସ୍ତାନକୁ ୮ ୱିକେଟରେ ହରାଇ ଦେଇଛି। ପାକିସ୍ତାନ ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ଦିନିକିଆ ବିଜୟ। ଏହାପୂର୍ବରୁ…

ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର : ସ୍ବେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ । ୨୦୦୦ ବ୍ୟାଚର ଆଇଏଏସ ଅଫିସର ଥିଲେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । VRSକୁ ଅନୁମୋଦନ କଲେ କେନ୍ଦ୍ର ସରକାର । ୧୯୫୮ ଅଲଇଣ୍ଡିଆ ସର୍ଭିସ…

ଚାଷୀଙ୍କ ସବୁ ଋଣ ଛାଡ଼ କରାଯିବ, ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

ଆସନ୍ତାମାସରେ ନିର୍ବାଚନ ହେବାକୁ ଥିବା ଛତିଶଗଡ଼ରେ ଯଦି କଂଗ୍ରେସ ପୁଣି କ୍ଷମତାକୁ ଆସିବ, ତା’ହେଲେ ଚାଷୀଙ୍କ ସବୁ ଋଣ ଛାଡ଼ କରାଯିବ ବୋଲି ଆଜି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ସେ ଦଳର ପ୍ରଚାର କରି ଆଜି କହିଛନ୍ତି,…

୮ଟି ଦୋକାନରେ କଳାକନା ବୁଲାଇ ଦେଲେ ଚୋର

ସୋର:ମହାମାୟାଙ୍କ ପୂଜା ଚାଲିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକକଡ଼ି କରାଯାଇଛି। ଏହି ସମୟରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ୮ଟି ଦୋକାନରେ କଳାକନା ବୁଲାଇ ଦେଲେ ଚୋର। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସବିରା ଷ୍ଟେସନ ବଜାରରେ।…

ଶୀତ ବଢ଼ିବା ସହ ବଢ଼ି ଚାଲିଛି ପ୍ରଦୂଷଣ

ଧୀରେ ଧୀରେ ବଢ଼ିଲାଣି ପ୍ରଦୂଷଣ। ଅଳ୍ପ ଶୀତରେ ଗ୍ୟାସ ଚାମ୍ବର ପାଲଟିଗଲାଣି ରାଜଧାନୀ। ଯୁଆଡେ ଚାହିଁବ ସିଆଡେ କେବଳ ଧୂଆଁମୟ ଦେଖାଯାଉଛି। ଅତ୍ୟନ୍ତ ଖରାପ ସ୍ତରକୁ ଖସିଗଲାଣି ବାୟୁର ଗୁଣବତ୍ତା। ଏହାକୁ ସୁଧାରିବା ପାଇଁ ଏବେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଅଣ୍ଟା…

ରେଲଓ୍ବେ ଷ୍ଟେସନ ନିକଟରୁ କ୍ଷତାକ୍ତ ମର ଶରୀର ଉଦ୍ଧାର

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ରୋଡ ରେଳ ଷ୍ଟେସନ ନିକଟରେ ସୋମବାର ସକାଳେ ଜଣେ ଯୁବକ ମୁହଁ ତଳକୁ କରି ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ…

ପ୍ରଥମ ଥର ପାଇଁ ମାରାତ୍ମକ ‘ଆଇରନ ଷ୍ଟିଙ୍ଗ୍’ ବୋମା ପକାଇଲା ଇସ୍ରାଏଲ୍

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଇସ୍ରାଏଲ୍ ପକ୍ଷରୁ ଏହାର ଅତ୍ୟାଧୁନିକ ତଥା ଅତ୍ୟନ୍ତ ମାରାତ୍ମକ ‘ଆଇରନ୍ ଷ୍ଟିଙ୍ଗ୍’ ମୋର୍ଟାର ବୋମାର ପ୍ରୟୋଗ କରି ହମାସର କେତେକ ରକେଟ୍ ଲଞ୍ଚ୍ ପ୍ୟାଡକୁ ଧ୍ବଂସ…