କାର୍ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଵାକ୍ ଅଟକ
ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ଜଣେ କାର ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ପୁଲିସ୍ ଜଣେ କ୍ୱାକ୍ଙ୍କୁ ଅଟକ ରଖିଛି। ମୃତ ଡ୍ରାଇଭରଙ୍କ ନାଁ ମୁକୁନ୍ଦ ନନ୍ଦ। ତାଙ୍କ ଘର ପୁଇଁତଳା ଥାନା କୁଳେରବାହାଲ ଗାଁରେ। ଗତକାଲି ସନ୍ଧ୍ୟାରେ ମୁକୁନ୍ଦଙ୍କ…
