ଧକ୍କା ଦେଲା ଅଜଣା ଗାଡି: ବାପା ମୃତ, ପୁଅ ଗୁରୁତର
ବଲାଙ୍ଗୀର : ଚାଲିଛି ପାର୍ବଣ । ସବୁଆଡେ ଉତ୍ସବର ମାହୋଲ । ଚଳଚଞ୍ଚଳ ଗାଁଠୁ ସହର । ଚାରିଆଡେ ଭକ୍ତମୟ ପରିବେଶ । ଏସବୁ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବେଲଗାଁ…
ବଲାଙ୍ଗୀର : ଚାଲିଛି ପାର୍ବଣ । ସବୁଆଡେ ଉତ୍ସବର ମାହୋଲ । ଚଳଚଞ୍ଚଳ ଗାଁଠୁ ସହର । ଚାରିଆଡେ ଭକ୍ତମୟ ପରିବେଶ । ଏସବୁ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବେଲଗାଁ…
'ମୁଁ ଜେଲ୍ରେ ନୁହେଁ ଜନତାଙ୍କ ହୃଦୟରେ ଅଛି।' ଜେଲ୍ ଭିତରୁ ଏଭଳି କିଛି ଚିଠି ଲେଖି କହିଛନ୍ତି ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ତିନି ଥର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇସାରିଥିବା ଟିଡିପି ମୁଖ୍ୟ ନିଜ କାର୍ଯ୍ୟକର୍ତ୍ତାଙ୍କ ନିକଟକୁ ଚିଠି…
କେସିଙ୍ଗା: ଜଣେ ବାଇକ୍ ଚାଳକଙ୍କୁ ଦୁର୍ଘଟଣାରୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସାମ୍ନା କରିଛି। ଯାତ୍ରୀବାହୀ ବସ୍ଟି ରାସ୍ତାରୁ ଖସିପଡ଼ି ଧାନଖେତରେ ଓଲଟି ପଡ଼ିଛି। ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର…
ଦଶହରାରେ ସାରା ଦେଶ ଝୁମୁଥୁବା ବେଳେ ଗୁଜରାଟରୁ ଆସିଛି ଦୁଃଖଦ ଖବର। ଗରବା ନାଚୁ ନାଚୁ ଏଠାରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ମାତ୍ର ଗୋଟିଏ ଦିନରେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ସବୁଠୁ ବଡ଼ କଥା ହେଉଛି କି ମୃତକଙ୍କ ମଧ୍ୟରେ…
ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଯାହା ୧୨ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ । ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି । ପାରାଦୀପ ଠାରୁ ଏହା ୪୦୦ କିମି ଦୂରରେ କେନ୍ଦ୍ରଭୂତ ହୋଇଛି…
ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହା ଦିନକୁ ଦିନ ଆହୁରି ଉଗ୍ର ହେବାରେ ଲାଗିଛି। ରିପୋର୍ଟ ମୁତବାକ, ଇସ୍ରାଏଲ ସେନା ଗାଜା ଭିତରେ ପଶିଛନ୍ତି। ଫଳରେ ଅକ୍ଟୋବର ୭ ପରେ ପ୍ରଥମ ଥର ପାଇଁ ଇସ୍ରାଏଲ ସେନା…
ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ବିଶ୍ରାମ ଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ…
ମହାକାଶରେ ଆଉ ଏକ ଚମତ୍କାର କରି ଦେଖାଇଲେ ବୈଜ୍ଞାନିକ। ଚାଇନାର ମହାକାଶଚାରୀ ମହାକାଶରେ ତାଜା ପନିପରିବା ଅମଳ କରିବାରେ ସଫଳ ହୋଇଛନ୍ତି। ଶେନଜୋହୁ-16 ମିଶନରେ ଯାଇଥିବା ଚୀନ ମହାକାଶଚାରୀ ବା ଟାଇକୋନାଟ୍ସ, ଏହି ବିରଳ ସଫଳତା ହାସଲ କରିଛନ୍ତି। ମେ' ୩୦ରେ…
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ମେଡିକାଲ ସମ୍ମୁଖରେ ଏକ ଟ୍ରକ୍ ଧକ୍କାରେ ନାବାଳିକା ଝିଅର ମୃତ୍ୟୁ ଘଟିଛି। ମୃତ୍ୟୁ ନାବାଳିକା ଜଣଙ୍କ ହେଲେ ତାଳଚେର ଅଞ୍ଚଳର ଖାଲୁଆ ଗ୍ରାମର ସତ୍ୟ ନାରାୟଣ ପଣ୍ଡାଙ୍କ ଝିଅ ଶତାବ୍ଦୀ ସୁମନ ପଣ୍ଡା।…
ଦୁଇଟି ଟ୍ରେନ ମଧ୍ୟରେ ହୋଇଛି ଭୟଙ୍କର ଦୁର୍ଘଟଣା। ଦୁଇଟି ଟ୍ରେନ ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଛନ୍ତି। ଏଥିରେ ଏଯାଏ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ହୋଖଇଥିବା ୧୦୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଦୁର୍ଘଟଣା ପରେ ଲାଇନଚ୍ୟୁତ ସହ…