ଆପାର୍ଟମେଣ୍ଟରେ ଲାଗିଲା ନିଆଁ; ଜୀଅନ୍ତା ଜଳିଗଲେ ୭ ଜଣ, ୪୦ରୁ ଊର୍ଦ୍ଧ୍ୱ ଗୁରୁତର

ମୁମ୍ବାଇର ଗୁରଗାଁଓରେ ଆଜି ଭୋରରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଛନ୍ତି। ଆଜି ଭୋର ପ୍ରାୟ…

ଚାଷ ଜମିରେ କୀଟନାଶକ ଔଷଧ ବ୍ୟବହାର ଉପରେ ରୋକ୍ ଲଗାଇଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଅତ୍ୟନ୍ତ ବିଷାକ୍ତ କୀଟନାଶକ ଔଷଧ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି। ଏହି ରାସାୟନିକ ପଦାର୍ଥର ମଣିଷ ଓ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷେଧାଦେଶ ତୁରନ୍ତ କାର୍ଯ୍ୟକାରୀ…

ସିକିମରେ ପ୍ରକୃତିର ତାଣ୍ଡବ; ମୃତ୍ୟୁ ସଂଖ୍ୟା ୧୮ ଛୁଇଁଲା, ଏବେ ବି ୯୮ ନିଖୋଜ

ସିକିମରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଥିବା ବେଳେ ଏବେ ବି ୯୮ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ୨୨ ସେନା ଯବାନ ଥିବା ଜଣାଯାଇଛି। ତୀସ୍ତା ନଦୀ ଅବବାହିକା ପ୍ରଳୟଙ୍କାରୀ ବନ୍ୟାର ବିପର୍ଯ୍ୟସ୍ତ ହୋଇ…

ଏସସିବି ଆଇସିୟୁରେ ମ୍ୟୁଜିକ୍ ଥେରାପି, ଭକ୍ତି ଆରାଧନାର ବାଜିବ ଧୂନ୍

କଟକ: ଆଇସିୟୁରେ ମ୍ୟୁଜିକ । କଟକ ଏସସିବି ବଡ଼ ମେଡିକାଲର ସମସ୍ତ ଆସିଇୟୁରେ ଉପଲବ୍ଧ ହେବ ମ୍ୟୁଜିକ ସିଷ୍ଟମ। ଏକଦମ ସ୍ଲୋ-ଇନଷ୍ଟ୍ରୁମେଣ୍ଟାଲ ମ୍ୟୁଜିଜ ଅହରାତ୍ର ଆଇସିୟୁରେ ବାଜିବ।  ଯାହାଦ୍ୱାରା ରୋଗୀ ମଧ୍ୟ ସୁସ୍ଥ ହେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି…

୫ ଦିନିଆ ରିମାଣ୍ଡରେ ଗଲେ ଆପ ସାଂସଦ ସଞ୍ଜୟ ସିଂହ

ଦିଲ୍ଲୀରୁ ପ୍ରତ୍ୟାହାର ହୋଇସାରିଥିବା ଅବକାରୀର ନୀତିରେ ହୋଇଥିବା ତଥାକଥିତ ଦୁର୍ନୀତି ଘଟଣାରେ ଗିରଫ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ବୁଧବାର ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା। ଆଜି ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ୫…

ଦୁଇ ବର୍ଷରେ ଟିପିଏସ୍ଓଡିଏଲ୍ ନିର୍ମାଣ କରିଛି ୧୯୧୮ ସୁରକ୍ଷା ପାଚେରୀ

ବ୍ରହ୍ମପୁର: ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଦ୍ୟୁତ ଡିଷ୍ଟ୍ରିବ୍ୟୁସନ ସବ-ଷ୍ଟେସନ(ଡିଏସଏସ)ଗୁଡିକୁ ପାଚେରୀ ଘେରା କରାଯାଇଛି । ସବ-ଷ୍ଟେସନ ଚାରିପଟେ ପାଚେରୀ ନିର୍ମାଣ କରିବା ଦ୍ୱାରା ସ୍ଥାନୀୟ ଲୋକେ ଏବଂ ବୁଲା…

ବିଜୟ ସହ ବିଶ୍ବକପ୍‌-୨୦୨୩ ଅଭିଯାନ ଆରମ୍ଭ କଲା ନ୍ୟୁଜିଲାଣ୍ଡ

ଅହମଦାବାଦ : ଆଇସିସି ବିଶ୍ବକପର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଦେଇଛି ନ୍ୟୁଜିଲାଣ୍ଡ । ଏହା ସହିତ ୨୦୧୯ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନର ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ । ଏହି…

ଚନ୍ଦ୍ରରେ ଆରମ୍ଭ ହେଲା ଅନ୍ଧାରର ରାଜୁତି; ସବୁଦିନ ପାଇଁ ଶୋଇଲା ଚନ୍ଦ୍ରଯାନ-୩!

ନୂଆଦିଲ୍ଲୀ: ଭାରତର ମହତ୍ୱାକାଂକ୍ଷୀ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩ ସେପ୍ଟେମ୍ବର ପ୍ରାରମ୍ଭରୁ ଚନ୍ଦ୍ରରେ ନିଦ୍ରାହୀନ ଅବସ୍ଥାରେ ରହଥିଲା। ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ସମେତ ଏହି ମିଶନକୁ ଏହାର କାର୍ଯ୍ୟ ଶେଷ କରିବା ପରେ (ସ୍ଲିପ୍‌ ମୋଡ୍‌) ନିଦ୍ରା ମୋଡରେ ରଖାଯାଇଥିଲା।…

ଭୁବନେଶ୍ବରରେ ଦୁର୍ଗାପୂଜା: ଜାରି ହେଲା ମାର୍ଗଦର୍ଶିକା; ରାତି ୧୨ଟା ଯାଏଁ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ବର: ଦୁର୍ଗା ପୂଜା ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। କାରିଗରମାନେ ମା’ଙ୍କ ମୂର୍ତ୍ତି ନିର୍ମାଣ, ପୂଜା ମଣ୍ଡପ ନିର୍ମାଣରେ ବ୍ୟସ୍ତ ଅଛନ୍ତି। ସେହିପରି ଦୁର୍ଗାପୂଜା ଆୟୋଜକ କମିଟି ପ୍ରସ୍ତୁତ ଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାରମାନେ ଦିନରାତି ରିହରସଲ କରୁଛନ୍ତି। ଏଥର…

ମେସ୍‌ର ବନ୍ଦ ରୁମ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଉଦଳା: ମେସ୍‌ରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୩ ନଂ ୱାର୍ଡରେ ଥିବା ଏକ ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି…