ନ୍ୟୁଜ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଓ ଏଚ ଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀ ଗିରଫ
ନୂଆଦିଲ୍ଲୀ: କଶ୍ମୀର ଓ ଅରୁଣାଚଳ ପ୍ରଦେଶକୁ ବିବାଦୀୟ ଅଞ୍ଚଳ ଦର୍ଶାଇ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ NewsClick (ନ୍ୟୁଜ କ୍ଲିକ୍) ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଓ ଏଚ ଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ପୁଲିସ ଦାବି କରିଛି…
