ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ବନକଲାଗି ନୀତି ଅବସରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଏହି…

ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀ ମୃତ; ସ୍ତ୍ରୀ ଗୁରୁତର

ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କୁଳିଆ ବଜାରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ହରେକୃଷ୍ଣ ପୃଷ୍ଟି। ଆହତ ମହିଳା ଅନ୍ନପୂର୍ଣ୍ଣା ପୃଷ୍ଟିଙ୍କୁ…

ବିଶ୍ୱ ସଂସ୍କୃତି ମହୋତ୍ସବରେ ପ୍ରଶଂସିତ ହେଲା ଓଡ଼ିଶୀନୃତ୍ୟ

ଭୁବନେଶ୍ୱର: ୱାଶିଂଟନ ଡିସିସ୍ଥିତ ନ୍ୟାଶନାଲ ମଲ୍‌ଠାରେ ୩ ଦିନିଆ ବିଶ୍ୱ ସଂସ୍କୃତି ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮୦ ଦେଶର ଲୋକମାନେ ଯୋଗ ଦେଇଥିଲେ । ନୃତ୍ୟ, ସଙ୍ଗୀତ, ଧ୍ୟାନ ଏବଂ ସଂସ୍କୃତି ମାଧ୍ୟମରେ ମାନବ ବିବିଧତାକୁ ପାଳନ କରି…

ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର-ସୁରକ୍ଷାକର୍ମୀ ପିଟାପିଟି; ୨ ଆହତ

ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ଘରୋଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପିଟାପିଟି ହୋଇଛି। ଏଥିରେ ଜଣେ ପିଜି ଛାତ୍ର ଆହତ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଛନ୍ତି। ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାବୁଝା କରିଛି। ପୁଲିସର…

ଅଜଣା କାର ଧକ୍କାରେ ଆରଟିଓ ଡ୍ରାଇଭରଙ୍କ ମୃତ୍ୟୁ

ନବରଙ୍ଗପୁର: ସଡ଼କ ଦୁର୍ଘଟଣାରେ ଚାଲିଗଲା ସଡ଼କ ପରିବହନ ବିଭାଗର ଡ୍ରାଇଭରଙ୍କ ଜୀବନ। ଅଜଣା କାର ଧକ୍କାରେ ଜଣେ ଆରଟିଓ ଡ୍ରାଇଭରଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି। ମୃତକ ହେଲେ ଦିଲୀପ ନାୟକ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ସେ ଡ୍ୟୁଟି ସାରି…

‘ପୁଷ୍କରା’ର ସଫଳତା ନେଇ ନିଜ ସ୍କୁଲରେ ସମ୍ବର୍ଦ୍ଧିତ ହେଲେ ସବ୍ୟସାଚୀ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ପୁଷ୍କରାର ସଫଳତାକୁ ନେଇ ନିଜ ସ୍କୁଲରେ ସମ୍ବର୍ଦ୍ଧିତ ହେଲେ ସବ୍ୟସାଚୀ ମିଶ୍ର । ୟୁନିଟ ୧ ଉଚ୍ଚ ବାଳକ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର…

ରାଜ୍ୟରେ ଆଉ ୫୮ଟି ନୂଆ ଏନଏଏସି ଗଠନ ପାଇଁ ଦାବି

ରାଜ୍ୟରେ ଆଉ ୫୮ଟି ନୂଆ ଏନଏଏସି(ବିଜ୍ଞାପିତ ଅଂଚଳ ପରିଷଦ) ଗଠନ ପାଇଁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ମିଳିଛି । ରାଜ୍ୟ ସରକାର ଗ୍ରାମୀଣ ସହରୀ ପରିବର୍ତ୍ତନ ନୀତି(ରୁରାଲ ଅର୍ବାନ ଟ୍ରାଞ୍ଜିସନ୍ ପଲିସି)ର ପ୍ରାବଧାନ ଅନୁସାରେ ଗ୍ରାମାଂଚଳକୁ ସହରାଂଚଳ ଘୋଷଣା ନିମନ୍ତେ…

ସିକିମ୍ ବନ୍ୟାରେ ଭାସିଗଲେ ଓଡ଼ିଆ ଯବାନ ସରୋଜ

କାମାକ୍ଷାନଗର: ସିକିମ୍‌ରେ ବାଦଲଫଟା ବର୍ଷାରୁ ପ୍ରଳୟଙ୍କାରୀ ବନ୍ୟା । ଏହିି ବନ୍ୟାରେ ୨୩ ଜଣ ଯବାନ ନିଖୋଜ ହୋଇ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯୁବକ । ସେ ହେଲେ ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି…

ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ବାତିଲ

ବାଲେଶ୍ବର : ବାଲେଶ୍ବର ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ରେଳ ଚଳାଚଳ ସଂପୂର୍ଣ୍ଣ ସ୍ବାଭାବିକ ହୋଇପାରୁନି। ପ୍ରବଳ ବର୍ଷା କାରଣରୁ ବାଲେଶ୍ଵର – ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ରେଳ ଟ୍ରାକ ଦବି ଯାଇଥିଲା।…

ବିବାହ ପାଇଁ କୋର୍ଟରେ ଆବେଦନ କଲେ ବିଜୟ ଶଙ୍କର

ଭୁବନେଶ୍ୱର: ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରି ନ ଥିବା ବେଳେ ବିବାହ ପାଇଁ କୋର୍ଟରେ ଆବେଦନ କଲେ ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ । କଟକ ସବରେଜିଷ୍ଟ୍ରାର ଅଫିସରେ ଏନେଇ ସେ…