ମହାଦେବ ଆପ୍‌ ମାଲିକଙ୍କ ଦାବି, ବଘେଲଙ୍କୁ ଦେଇଛି ୫୦୮ କୋଟି

ମହାଦେବ ବେଟିଂ ଆପ୍‌କୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ହରଡ଼ଘଣାରେ ପଡ଼ିଥିବା ବେଳେ ଏବେ ଆଉ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ବଘେଲଙ୍କ ବିରୋଧରେ ଏପରି ସାଂଘାତକି ଅଭିଯୋଗ ଆଣିଛନ୍ତି ଖୋଦ ମହାଦେବ ବେଟିଂ ଆପ୍‌ର ମାଲିକ ଶୁଭମ ସୋନି।…

ମହିଳା ସାମ୍ବାଦିକଙ୍କୁ ମାଡ଼ ଘଟଣା: ୮ ତାରିଖକୁ ଘୁଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ବର: ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି। ୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ଅପଡେଟ୍ କେସ ଡାଏରି…

ପରୀକ୍ଷା ହଲ୍‌ରେ ପ୍ରବେଶ ପାଇଁ ମଙ୍ଗଳସୂତ୍ର, ପାଦ ମୁଦି ଓହ୍ଲାଇଲେ ମହିଳା ପରୀକ୍ଷାର୍ଥୀ

ମଙ୍ଗଳସୂତ୍ର, ପାଦ ଝୁଣ୍ଟିଆ ହେଉଛି ସଧବା ନାରୀର ଲକ୍ଷଣ । ଏହାକୁ ଜବରଦସ୍ତି ଓହ୍ଲାଇବାକୁ ବାଧ୍ୟ କରିବା କୌଣସି ଅପରାଧଠୁ କମ୍‌ ନୁହେଁ। ଏପରି ଏକ ଘଟଣା ବାଙ୍ଗାଲୁରୁରେ ଘଟିଛି। ବାଙ୍ଗାଲୁରୁରେ ପବ୍ଲିକ ସର୍ଭିସ କମିଶନ ପରୀକ୍ଷା ଚାଲିଥିବା ବେଳେ ଏପରି…

ନିଆଁରେ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରଗଡ଼: ନିଆଁରେ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ। ଗୁରୁତର ଅବସ୍ଥାରେ ସ୍ବାମୀ ଶିବାଜୀ ଲାକ୍ରା ଓ ସ୍ତ୍ରୀ ଅନିତା ଲାକ୍ରା ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ବଣାଇ…

କର୍ଣ୍ଣାଟକ ମହିଳା ଭୂତତ୍ତ୍ୱ ବିଜ୍ଞାନୀ ହତ୍ୟା ମାମଲା; ପୂର୍ବ ଡ୍ରାଇଭର ଗିରଫ

କର୍ଣ୍ଣାଟକର ଜଣେ ମହିଳା ସରକାରୀ ଅଫିସରଙ୍କ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଗିରଫ। ଆଜି ରାଜ୍ୟ ପୁଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଅନୁମାନ କରାଯାଉଛି। ସୂତ୍ରରୁ ପ୍ରକାଶ ପାଇଥିବା…

ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଦ୍ରକ : ସନ୍ଦେହଜନକ ଅବସ୍ଥାରେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ମହିଳା ଜଣକ ଗର୍ଭବତୀ ଥିଲେ ଓ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ନପଙ୍ଗ ଚଣ୍ଡୀ ମା ପଡିଆ ନିକଟରୁ ମୃତଦେହ…

ଆମେରିକା ସେନା ଏୟାରବେସ୍‌ ଉପରେ ପାଲେଷ୍ଟାଇନ୍‌ ସମର୍ଥକ ଆତଙ୍କବାଦୀଙ୍କ ହମ୍‌ଲା

ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ଏକ ମାସ ହେବା ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଲଗାତର ଗାଜା ପଟ୍ଟି ଉପରେ ଆକ୍ରମଣ କରୁଛି। ଆମେରିକା ଖୋଲାଖୋଲି ଭାବେ ଇସ୍ରାଏଲକୁ ସମର୍ଥନ କରୁଛି। ଏହାରି ଭିତରେ ଆମେରିକା ସେନା ଏୟାରବେସ୍‌ ଉପରେ…

ଲଣ୍ଡନରେ ଓଡ଼ିଆ ଶିକ୍ଷକଙ୍କୁ ମିଳିଲା ୱାର୍ଲଡ ବୁକ ଅଫ ରେକର୍ଡ ସମ୍ମାନ

ବାଲେଶ୍ୱର: ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ଶିକ୍ଷକ ପିତାମ୍ବର ଖିଲାରଙ୍କୁ ଲଣ୍ଡନରେ ୱାର୍ଲଡ ବୁକ ଅଫ ରେକର୍ଡସ ଦ୍ୱାରା ସମ୍ମାନିତ କରାଯାଇଛି । ମଣିଷର ସେବା ପାଇଁ ଶିକ୍ଷାର ବିକାଶ ଉପରେ ତାଙ୍କର ଅତୁଳନୀୟ…

ଆସନ୍ତାକାଲି ପ୍ରକାଶ ପାଇବ CAT ଆଡମିଟ୍ କାର୍ଡ

କମନ୍ ଆଡମିଶନ ଟେଷ୍ଟ (CAT) ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ଆଡମିଟ୍ କାର୍ଡ। ପଞ୍ଜୀକୃତ ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ - iimcat.ac.in ରୁ ସେମାନଙ୍କର ହଲ୍ ଟିକେଟ୍ ଡାଉନଲୋଡ୍ କରିପାରିବେ। ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ, CAT 2023 ଆଡମିଟ୍ କାର୍ଡ ଲିଙ୍କ୍ ଆସନ୍ତାକାଲି ଅପରାହ୍ନ 5ଟାରେ…

ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଘଟଣା: ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସମ୍ପୃକ୍ତ, ମାମଲା ରୁଜୁ କଲା ପୁଲିସ

ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ନେଇ ମାମଲା ରୁଜୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ମିନା। ସେ କହିଛନ୍ତି, ଗୋଟିଏ ଗାଡ଼ିରେ ଗଞ୍ଜେଇ ଚାଲାଣ ସୂଚନା ପାଇ ଅମ୍ବାଭୋନା ଥାନାଧିକାରୀ ବୁଲୁ ମୁଣ୍ଡା…