ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବାକୁ କହି ଠକିନେଲେ ୧୫ କୋଟି
ସୁନ୍ଦରଗଡ଼: ଚାକିରି ନାଁରେ ସାଂଘାତିକ ଠକେଇ। ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବାକୁ କହି ରାଜ୍ୟର ପ୍ରାୟ ୧୨ ଶହ ଯୁଵକଯୁବତୀଙ୍କ ଠାରୁ ଠକି ନେଲେ ପ୍ରାୟ ୧୫ କୋଟି ଟଙ୍କା। ସେଥିମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବି ଅନେକ ଯୁବକଯୁବତୀ ରହିଛନ୍ତି। ସେମାନଙ୍କୁ…