ରୁଷରେ ୯/୧୧ ଭଳି ଆକ୍ରମଣ, ୩ଟି ବିଲ୍ଡିଂରେ ମାଡ଼ ହେଲା କିଲର୍‌ ଡ୍ରୋନ୍‌

ରୁଷରେ ୯/୧୧ ଭଳି ହୋଇଛି ଘାତକ ହମ୍‌ଲା। ରୁଷର ରାଜଧାନୀ ଠାରୁ ୭୨୦ କିଲୋମିଟର ଦୂର କାଜାନ ସହରରେ ବଡ଼ ଡ୍ରୋନ୍‌ ଆକ୍ରମଣ ହୋଇଛି। ୟୁକ୍ରେନ୍‌ ତରଫରୁ ଏହି ଡ୍ରୋନ୍‌ ଆକ୍ରମଣ କରାଯାଇଛି। କାଜାନ ସହରର ତିନୋଟି ଉଚ୍ଚ ଅଟ୍ଟାଳିକାକକୁ ୟୁକ୍ରେନ୍‌ ଟାର୍ଗେଟ୍‌…

ଶିମିଳିପାଳରୁ ପୁଣି ଧରାପଡ଼ିଲେ ୬ ଶିକାରୀ, AI କ୍ୟାମେରା ଟ୍ରାପରୁ ଚିହ୍ନଟ କରି ଧରିଲା ବନବିଭାଗ

ମୟୁରଭଞ୍ଜ: ପୁଣି କ୍ୟାମେରା ହାବୁଡରେ ୬ ଶିକାରୀ। ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଧରାପଡ଼ିଲେ ୬ ଶିକାରୀ। ଏଥର ମଧ୍ୟ ଏଆଇ କ୍ୟାମେରା ଏହି ଶିକାରୀଙ୍କୁ ଧରିଛି। AI କ୍ୟାମେରା ବ୍ୟବହାର କରାଯାଇ ଶିକାରୀକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ଶିକାରୀ…

ଓଡ଼ିଶା ଆଡଭୋକେଟ ୱେଲଫେୟାର ଫଣ୍ଡକୁ ୧୦ କୋଟି ପ୍ରଦାନ କଲେ ରାଜ୍ୟ ସରକାର

ଓଡ଼ିଶା ଆଡ଼ଭୋକେଟ ୱେଲଫେୟାର ଫଣ୍ଡ ରାଶି ୫ କୋଟିରୁ ୧୦ କୋଟିକୁ ବୃଦ୍ଧି ।  ୧୦ କୋଟି ପ୍ରଦାନ କଲେ ରାଜ୍ୟ ସରକାର ।  ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ଏହି ଅନୁଦାନ ଦିଆଯାଇଛି । ଆଇନଜୀବୀଙ୍କ ମୃତ୍ୟୁ…

ଦଳିତ ଶିକ୍ଷାର୍ଥୀଙ୍କ ପାଇଁ କେଜ୍ରିୱାଲଙ୍କ ‘ଆମ୍ବେଦକର ବୃତ୍ତି”

ସମ୍ବିଧାନ ପ୍ରଣେତା ଡ ବିଆର ଆମ୍ବେଦକରଙ୍କ ନାଁରେ ଦଳିତ ଶିକ୍ଷାର୍ଥୀଙ୍କ ପାଇଁ ସ୍କଲାରଶିପ୍‌ ବା ବୃତ୍ତି ଘୋଷଣା କରିଛନ୍ତି ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ। ବର୍ତ୍ତମାନ ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ପ୍ରସଙ୍ଗରେ ଦେଇଥିବା ବୟାନକୁ…

ଜାନୁଆରୀରୁ ମିଳିବ ନୂଆ ରାସନକାର୍ଡ଼

ଭୁବନେଶ୍ୱର: ନୂଆ ସରକାର କ୍ଷମତାକୁ ଆସିବା ପରେ ଜାଲ୍‌ ରାସନକାର୍ଡ଼ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ସରକାର ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ଼ ପ୍ରଦାନ କରିଥିଲେ। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ଜାଲ୍‌ ରାସନକାର୍ଡ଼ଧାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ…

ଭିଜିଲାନ୍ସ ଜାଲରେ ଡିଆଇସି ସୁବର୍ଣ୍ଣପୁର ଜିଏମ୍ , ଆୟ ବର୍ହିଭୂତ ସମ୍ପତ୍ତି ନେଇ ୩ଟି ସ୍ଥାନରେ ରେଡ୍

ସୁବର୍ଣ୍ଣପୁର : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜିଏମ ।  ସୁବର୍ଣ୍ଣପୁର ଡିଆଇସି ଜିଏମ୍ ବିପିନ କୁମାର ଦେହୁରୀ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ।   ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ।   ପିଏମଇଜିପି…

ପ୍ରତାପ ଷଡ଼ଙ୍ଗୀଙ୍କ ଫୁଲିଲା ମୁହଁ, ମୁକେଶଙ୍କ ମୁଣ୍ଡ ବୁଲାଉଛି: ହେଲ୍‌ଥ ଅପଡେଟ୍‌ ଦେଲା ହସ୍ପିଟାଲ

ସଂସଦ ପରିସରେ ହୋଇଥିବା ଧକ୍କା କାଣ୍ଡକୁ ନେଇ ଥମୁନି ରାଜନୀତି। ଏହି ଘଟଣାରେ ଦୁଇ ଜଣ ବିଜେପି ସାଂସଦ ଆହତ ହୋଇଛନ୍ତି। ତେବେ ଦୁଇ ଦିନ ପରେ ସେମାନଙ୍କ ଅବସ୍ଥା କିଳଭି ରହିଛି। ସେ ନେଇ ସାଂସଦଙ୍କ ହେଲ୍‌ଥ୍‌ ଅପ୍‌ଡେଟ୍‌ ଜାରି…

ଝାଡ଼ଖଣ୍ଡ ଛାଡି ପଶ୍ଚିମବଙ୍ଗ ପଲାଇଲା ଜିନ୍ନତ

ଶିମିଳିପାଳ:ପଶ୍ଚିମବଙ୍ଗ ପଲାଇଲା ଜିନ୍ନତ। ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଶିମିଳିପାଳ ଫେରିବା ପରିବର୍ତ୍ତେ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଛି। ମହାରାଷ୍ଟ୍ରରୁ ଓଡ଼ିଶାକୁ ଅଣାଯାଇଥିବା ବାଘୁଣୀ ଜିନ୍ନତକୁ ନେଇ ସସପେନ୍ସ ଜାରି ରହିଥିଲା। ଝାଡ଼ଖଣ୍ଡରେ କିଛି ଦିନ ବୁଲିବା ପରେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ…

ରବିବାର ପର୍ଯ୍ୟନ୍ତ ଭିଜିବ ଓଡିଶା: ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ

ରାଜ୍ୟରେ ଲଗାଣ ବର୍ଷା । ବର୍ଷା ଯୋଗୁ ବଢିଛି ଶୀତ। ଯାହାଫଳରେ ଅସ୍ତବ୍ୟସ୍ତ ଜନଜୀବନ । ବଙ୍ଗୋପସାଗରରେ ଅବପାତ ସକ୍ରିୟ ରହିଛି । ଆସନ୍ତା ରବିବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

ଡିସେମ୍ବର ୨୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି

ଭୁବନେଶ୍ୱର: ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଆସନ୍ତା ଡିସେମ୍ବର ୨୩ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଏନେଇ ସୂଚନା ଦେଇଛି ରାଜ୍ୟ ସାଧାରଣ ଅ ସାଧାରଣ ଅଭିଯୋଗ ବିଭାଗ। ସୂଚନା…