ମୋବାଇଲ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ : ଚୋରି କରିବା ଲାଗି ମିଳୁଥିଲା ତାଲିମ ଓ ପରେ ଚାକିରି !
ଗୋରଖପୁର : ପେଶା ମୋବାଇଲ ଚୋରି କରିବା। କିନ୍ତୁ ଏଥିପାଇଁ ଦିଆଯାଉଥିଲା ତାଲିମ। ଚୋରି ଶିଖିବା ପରେ ମିଳୁଥିଲା ଚାକିରି। ନିଯୁକ୍ତି ପରେ ଅଫିସ ଭଳି ମିଳୁଥିଲା ଦରମା। କେବଳ ଦରମା ମିଳୁ ନଥିଲା, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ…
