ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା
ପୁରୀ : ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ରାଜ୍ୟସାରା ବୁଲିଥିବା ଅର୍ପଣ ରଥରେ ଭକ୍ତ ହାତ ଖୋଲି ଦକ୍ଷିଣା ଦେଇଛନ୍ତି। ଅର୍ପଣ ରଥରୁ ୩ କୋଟି ୬ ଲକ୍ଷ…
ପୁରୀ : ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ରାଜ୍ୟସାରା ବୁଲିଥିବା ଅର୍ପଣ ରଥରେ ଭକ୍ତ ହାତ ଖୋଲି ଦକ୍ଷିଣା ଦେଇଛନ୍ତି। ଅର୍ପଣ ରଥରୁ ୩ କୋଟି ୬ ଲକ୍ଷ…
ଭୁବନେଶ୍ବର : ଗଣତାନ୍ତ୍ରିକ ବ୍ୟବସ୍ଥାରେ ପଂଚାୟତଗୁଡ଼ିକୁ ପ୍ରଦତ୍ତ କ୍ଷମତାକୁ ହଡ଼ପ କରି ରାଜ୍ୟ ସରକାର ଏବେ ସଚିବାଳୟର ତୃତୀୟ ମହଲାରୁ ରାଜ୍ୟର ସବୁ ପଂଚାୟତକୁ ଆୟତ କରିବାକୁ ଚାହୁଁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି,…
ନୂଆଦିଲ୍ଲୀ : ଥମୁନି ଭାରତ ଓ କାନାଡା ମଧ୍ୟରେ ଲାଗି ରହିଥିବା ବିବାଦ। ଦୁଇ ଦେଶ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି। ଏହାରି ଭିତରେ ଦେଶକୁ ବଦ୍ନାମ କରିବାକୁ ଚେଷ୍ଟା କରୁଥିବା କାନାଡାକୁ ନିଜ ଷ୍ଟାଇଲ୍ରେ କଡା ଜବାବ…
ନୂଆଦିଲ୍ଲୀ : ବିଜେପି ସରକାରଙ୍କ ‘ହ୍ୱାଇଟ୍ ପେପର୍’ ବିପକ୍ଷରେ ‘ବ୍ଲାକ୍ ପେପର୍’ ରିଲିଜ୍ କଲା କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ବ୍ଲାକ୍ ପେପର୍ ପ୍ରକାଶ କରି ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ଏହି ‘ବ୍ଲାକ୍ ପେପର୍’ରେ ବିଜେପି…
ନୂଆଦିଲ୍ଳୀ: ଗୁରୁବାର ସକାଳେ ଦିଲ୍ଲୀ-ନୋଏଡା ସୀମାରେ ଖୁବ୍ ଜୋର୍ରେ ଟ୍ରାଫିକ ଜାମ୍ ହୋଇଥିବା ଖବର ରହିଛି। ନୋଏଡା ଏବଂ ଗ୍ରେଟର ନୋଏଡାର କୃଷକମାନେ ସଂସଦକୁ ବିରୋଧ ପ୍ରଦର୍ଶନ କରିବା ପରେ ଏହି ଟ୍ରାଫିକ୍ ଜାମ୍ ଉପୁଜିଛି। ସରିତା ବିହାର ଅଞ୍ଚଳରେ ଜାମରେ…
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅବସରରେ ଏବେ ଝାରସୁଗୁଡ଼ରରେ ଅଛନ୍ତି। ଏହି ସମୟରେ ଭାଷଣ ଦେଇଥିବା ବେଳେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜାତି ବିଷୟରେ ମିଥ୍ୟା କହିଛନ୍ତି ବୋଲି ପ୍ରକାଶ କରିଛନ୍ତି ରାହୁଲ।। ପ୍ରଧାନମନ୍ତ୍ରୀ…
ବେଙ୍ଗାଲୁର : ଆଉ ମିଳିବନି ହୁକ୍କା। ଯୁବପିଢ଼ି ଆଉ ଟାଣି ପାରିବେନି ହୁକ୍କା। ଲାଗିଲା ବ୍ୟାନ୍। ହୁକ୍କା ଉତ୍ପାଦର କିଣା ବିକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର। କେବଳ ସେତିକି ନୁହେଁ ହୁକ୍କାର ବିଜ୍ଞାପନ ଓ ପ୍ରଚାର ପ୍ରସାର ଉପରେ…
ରାଞ୍ଚି : ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜବତ ସମ୍ପତ୍ତିକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଇଡି ତାଙ୍କ ଘରୁ ଜବତ କରିଥିବା BMW କାର୍ ତାଙ୍କର ନୁହେଁ। ଏହି କାର୍…
ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ଓ ଫଳାପଳ ପୂର୍ବରୁ କିଛି ଜାତୀୟ ଗଣମାଧ୍ୟମ ସେମାନଙ୍କ ସର୍ଭେ ରିପୋର୍ଟ ପ୍ରକାଶ କରିବାରେ ଲାଗିଛନ୍ତି। ବିଶାଳ ଜନସଂଖ୍ୟା ମଧ୍ୟରୁ ମାତ୍ର କିଛି ହଜାର ଲୋକଙ୍କୁ ସର୍ଭେ ସାମିଲ କରି ଗଣମାଧ୍ୟମ ଗୁଡ଼ିକ ରିପୋର୍ଟ…
ନୂଆଦିଲ୍ଲୀ : ନିଜର ହକ ପାଇଁ ଦିଲ୍ଲୀରେ ବିକ୍ଷୋଭ କରିବାକୁ ଆସୁଥିବା ଶତାଧିକ ଚାଷୀଙ୍କ ବାଟ ଓଗାଳିବାକୁ ଉତ୍ତର ପ୍ରଦେଶ ଓ ହରିଆଣା ସରକାର ବ୍ୟାପକ ଯୋଜନା କରିଛନ୍ତି। ନୋଏଡା ପ୍ରଶାସନ ନିଜର ସୀମା ସିଲ କରିଥିବା ବେଳେ ହରିୟାଣା ପକ୍ଷରୁ…