2024

୫୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

ପୁରୀ: ପୁରୀରେ ବ୍ରାଉନସୁଗାର କାରବାର ବେଳେ ପୋଲିସର ଚଢାଉ । ଆଜି ସମୁଦ୍ରକୂଳ ଥାନା ପୋଲିସ ୫୨୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଗୁରୁଜଂଘର ଦେବାଶିଷ…

ଆଗାମୀ ନିର୍ବାଚନରେ କଂଗ୍ରେସ ୪୦ ସିଟ୍‌ ପାଇବା ବି ସନ୍ଦେହ: ପ୍ରଧାନମନ୍ତ୍ରୀ ମୋଦି

‘କଂଗ୍ରେସର ଚିନ୍ତନ ଶକ୍ତି ଆଉଟ୍‌ ଡେଟେଡ୍ ହୋଇଗଲାଣି। ଆଗାମୀ ନିର୍ବାଚନରେ କଂଗ୍ରେସ ୪୦ ସିଟ୍‌ ପାଇବା ବି ସନ୍ଦେହ। ଦେଶରେ ମୋଦି ୩.୦ ଶାସନ ଆରମ୍ଭ ହେବ।’ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରାଜଧାନୀରେ ରେଲୱେ କର୍ମଚାରୀଙ୍କ ଘରୁ ଲୁଟି ନେଲେ ସୁନା ଅଳଙ୍କାର

ଭୁବନେଶ୍ୱର : ରାଜଧାନୀରେ ମାତିଲେ ଲୁଟେରା । ରେଲୱେ କର୍ମଚାରୀଙ୍କ ଘରୁ ଲୁଟି ନେଲେ ସୁନା ଅଳଙ୍କାର। ମଞ୍ଚେଶ୍ବର ଥାନା ଭୋଟପଡା ଗାଁର ପୂର୍ଣ୍ଣାନନ୍ଦ ଭୋଇଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଘରେ କେହି ନଥିବାର ସୁଯୋଗ ନେଇ କବାଟ…

ପାକିସ୍ତାନ ପ୍ରାର୍ଥୀଙ୍କ ନିର୍ବାଚନ କାର୍ଯ୍ୟାଳୟ ନିକଟରେ ବିସ୍ଫୋରଣ, ୨୨ ମୃତ

ନୂଆଦିଲ୍ଲୀ: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ପ୍ରଦେଶ ବେଲୁଚିସ୍ତାନରେ ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀଙ୍କ କାର୍ଯ୍ୟାଳୟ ନିକଟରେ ଦୁଇଟି ବିସ୍ଫୋରଣ ଘଟି ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ହେବାକୁ ଥିବା ନିର୍ବାଚନ ପୂର୍ବରୁ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଛି। ଅର୍ଥନୈତିକ ସଙ୍କଟ…

ବେଡ ଅଭାବରୁ ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ଚଟାଣରେ ଶୋଇଲେ ମହିଳା

କେନ୍ଦ୍ରାପଡା: ମେଡିକାଲରେ ବେଡ ଅଭାବରୁ ଚଟାଣରେ ଶୋଇବାକୁ ବାଧ୍ୟ ହେଲେ ମହିଳା ମାନେ । ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ମହିଳା ମାନେ ବେଡ ନପାଇ ଶେଷରେ ମେଡିକାଲ ଚଟାଣରେ ଶୋଇରହିଲେ । ଏଭଳି କରୁଣ ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦ୍ରାପଡା…

ହେମନ୍ତ ସୋରେନ୍‌ଙ୍କୁ ଭେଟିବାକୁ ଜେଲ୍‌ରେ ପହଞ୍ଚିଲେ ପତ୍ନୀ; ପାଳିଲେ ବିବାହ ବାର୍ଷିକ

ଝାରଖଣ୍ଡ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ସେ ଜେଲ୍‌ରେ ଥିବା କଥା ଆପଣ ଜାଣନ୍ତି। ହେଲେ ବୁଧବାର ଦିନ ସେ ଜେଲ ଭିତରେ ଥାଇ ମଧ୍ୟ ନିଜର ବିବାହ ବାର୍ଷିକ ପାଳନ…

ଓଡିଶାରେ ଚାଲିଛି ବିଜେପି-ବିଜେଡି ପାର୍ଟନରସିପ୍ ସରକାର: ରାହୁଲ ଗାନ୍ଧୀ

ରାଉରକେଲା: ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ରାଉରକେଲାରେ ଦ୍ୱିତୀୟ ଦିନରେ ଜାରି ରହିଛି । ପ୍ରଥମେ ବେଦବ୍ୟାସ ମନ୍ଦିରରେ ମହାଦେବଙ୍କ ପୂଜା କରିବା ପରେ ବ୍ୟାସ ଗୁମ୍ଫା ପରିଦର୍ଶନ କରିଛନ୍ତି । ଏହାପରେ ରାଉରକେଲା ଉଦିତନଗର ଏସପି ଅଫିସ୍ ସମ୍ମୁଖରୁ ପଦଯାତ୍ରା…

ବିଜେପି ସହ ହାତ ମିଶାଇବ ଆର୍‌ଏଲ୍‌ଡି!

ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ତେବେ ଏହା ପୂର୍ବରୁ ଦଳବଦଳ ରାଜନୀତି ଆରମ୍ଭ ହୋଇଗଲାଣି। ପୁଣି ଥରେ ଇଣ୍ଡିଆ ମେଣ୍ଟକୁ ଲାଗିପାରେ ଝଟ୍‌କା। ଏଥିସହ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ମଧ୍ୟ ଜୋରଦାର ଝଟ୍‌କା ଲାଗିପାରେ। କାରଣ ବିଜେପି ସହ…

ଟପ ମାଓ ନେତା ଦଶରୁର ଏନକାଉଣ୍ଟର ପରେ ମାଓ ପୋଷ୍ଟର ଜାରି

ବାଲିଗୁଡା : ଟପ ମାଓ ନେତା ଦଶରୁର ଏନକାଉଣ୍ଟର ପରେ ମାଓ ପୋଷ୍ଟର ଜାରି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସୁଡ୍ରାରୁ କାମ୍ବେରିକିଆ ରାସ୍ତା ଓ ଗଟାଙ୍ଗୀ ରାସ୍ତାରେ ଦେଖାଯାଇଛି ଏକାଧିକ ମାଓ ପୋଷ୍ଟର । ମାଓ ନେତା ଦଶରୁ…

ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ନୂଆ ଦଳୀୟ ଚିହ୍ନ ପାଇଁ ୩ ଦିନ ସମୟ ଦେଲେ ନିର୍ବାଚନ କମିସନ

ମୁମ୍ବାଇ: ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ବଡ଼ ଝଟକା ଲାଗିଛି । ଅଜିତ ପାୱାରଙ୍କ ଏନସିପିକୁ ଅସଲ ଏନସିପି ବୋଲି ସ୍ୱୀକୃତି ଦେଇଛନ୍ତି ନିର୍ବାଚନ କମିସନ। କମିସନ କହିଛନ୍ତି, ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି।…