ବିହାରରେ ରାଜନୀତି ସରଗରମ, ନିଜ ନିଜ ନେତାଙ୍କୁ ଡକାଇଲେ ନୀତୀଶ, ତେଜସ୍ବୀ
ପାଟନା: ନୀତୀଶ ପୁଣି ଥରେ ବିଜେପି ଶିବିରକୁ ଫେରିବାର ସମ୍ଭାବନା ମଧ୍ୟରେ ବିହାରରେ ରାଜନୀତି ସରଗରମ ହୋଇଚାଲିଛି । ଉଭୟ ଜେଡିୟୁ ଓ ଆରଜେଡି ନିଜ ନିଜ ବିଧାୟକ ଓ ନେତାମାନଙ୍କୁ ଡକାଇଛନ୍ତି । ସେହିପରି ବିଜେପି ମଧ୍ୟ ନିଜର ବିହାର…
ପାଟନା: ନୀତୀଶ ପୁଣି ଥରେ ବିଜେପି ଶିବିରକୁ ଫେରିବାର ସମ୍ଭାବନା ମଧ୍ୟରେ ବିହାରରେ ରାଜନୀତି ସରଗରମ ହୋଇଚାଲିଛି । ଉଭୟ ଜେଡିୟୁ ଓ ଆରଜେଡି ନିଜ ନିଜ ବିଧାୟକ ଓ ନେତାମାନଙ୍କୁ ଡକାଇଛନ୍ତି । ସେହିପରି ବିଜେପି ମଧ୍ୟ ନିଜର ବିହାର…
ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲଓ୍ଵାମା ସେକ୍ଟରରେ ଭାରତୀୟ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଏକ ଆଇଇଡି (ବୋମା) ଠାବ କରି ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ଏହାକୁ ନିଷ୍କ୍ରିୟ କରିଛି । ଆତଙ୍କବାଦୀମାନେ ଭାରତୀୟ ସେନାକୁ ଟାର୍ଗେଟ କରି…
ଲକ୍ଷ୍ନୌ : ଅଧା ରହିଗଲା ଗଙ୍ଗା ସ୍ନାନ। ଅଟୋରେ ଗଙ୍ଗା ସ୍ନାନ ପାଇ ଯାଉଥିବା ଶ୍ରଦ୍ଧାଳୁଙ୍କୁ ପଛରୁ ପିଟିଲା ଟ୍ରକ୍। ଚାଲିଗଲା ୧୨ ଜଣଙ୍କ ଜୀବନ। ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଜି ସକାଳୁ ଶହାଜାହାଁପୁର…
ବେଙ୍ଗାଲୁରୁ : ପ୍ରକଳ୍ପ ଉଦ୍ଘାଟନ କରିବାକୁ ଯାଇ ହଟହଟା ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା। ସ୍ୱିଚ୍ ଟିପିବା ପରେ ବି ଷ୍ଟାର୍ଟ ହେଲାନି ମଟର୍। ସର୍ବସମ୍ମୁଖରେ ଲୋକହସା ହେଲେ ମୁଖ୍ୟମନ୍ତ୍ରୀ। ଏହି ଘଟଣା ପରେ ଆକ୍ସନ ମୁଡ୍କୁ ଆସିଛନ୍ତି କର୍ଣ୍ଣାଟକ ସରକାର।…
ଗୌହାଟୀ : ବଦଳିଲା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସ୍ୱର। ଗତକାଲି ରାହୁଲ ଗାନ୍ଧିଙ୍କୁ ନିର୍ବାଚନ ପୂର୍ବରୁ ଗିରଫ କରିବାକୁ କହୁଥିଲେ କିନ୍ତୁ ଆଜି ଦରକାର ବୋଲି କହୁଛନ୍ତି। ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ…
ନୂଆଦିଲ୍ଲୀ : ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଠତା ଏବଂ ସାହସିକତା ପ୍ରଦର୍ଶନ ପାଇଁ ୧୧୩୨ ଜଣଙ୍କୁ ମିଳିବ ସମ୍ମାନ। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଲିକା ପ୍ରକାଶ କରିଛି।ଆସନ୍ତାକାଲି ୭୫ତମ ଗଣତନ୍ତ୍ର ଦିବସରେ ଏହି ସମ୍ମାନ ପ୍ରଦାନ କରାଯିବ। ପୁଲିସ, ଅଗ୍ନିଶମ, ହୋମଗାର୍ଡ,…
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ତା’ପର ଦିନ ଅର୍ଥାତ୍ ଜାନୁଆରୀ ୨୩ରେ ଏହାକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲି ଦିଆଯାଇଥିଲା। ଆଉ ପ୍ରଥମ ଦିନରେ ହିଁ ଭକ୍ତମାନେ ରାମ ମନ୍ଦିରକୁ…
ଭୁବନେଶ୍ବର: ୫ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଖୋର୍ଦ୍ଧା…
ଭୁବନେଶ୍ବର: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ତଥା ଓପିଏଚ୍ଡବ୍ଲୁସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତଥା ୧୯୯୪ ବ୍ୟାଚ୍ର ଆଇପିଏସ୍ ସଂଜୀବ ପଣ୍ଡାଙ୍କୁ…
ନୂଆଦିଲ୍ଲୀ: ମାଳଦ୍ୱୀପର ଏକ ବନ୍ଦରରେ ଚୀନ୍ ଗୁପ୍ତଚର ଜାହାଜ ‘ସିଆଙ୍ଗ ୟାଙ୍ଗ ହଙ୍ଗ- ୩’ ଜାହାଜକୁ ରହିବାକୁ ମାଳଦ୍ବୀପ ସରକାର ଅନୁମତି ଦେଇଛନ୍ତି। ଏ ନେଇ ଭାରତ ବୁଧବାର କହିଛି ଯେ ଆମେ ଚୀନ ଜାହାଜ ଉପରେ ନଜର ରଖିବୁ। ହିନ୍ଦୁସ୍ତାନ…