2024

ସହକର୍ମୀଙ୍କ ଉପରକୁ ଗୁଳି କଲେ ଆସାମ ରାଇଫଲ୍ସର ଜଣେ ଯବାନ, ୬ ଆହତ

ସହକର୍ମୀଙ୍କ ଉପରକୁ ଗୁଳି କଲେ ଆସାମ ରାଇଫଲ୍ସର ଜଣେ ଯବାନ। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯବାନ ଜଣକ ତାଙ୍କ ସହକର୍ମୀମାନଙ୍କୁ ଗୁଳି ମାରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମଣିପୁର…

୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର : ସମଲେଇ ପ୍ରକଳ୍ପ ଲୋକାର୍ପଣକୁ ମଝିରେ ଆଉ ୨ ଦିନ । ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପକୁ ନେଇ କେବଳ ସମ୍ବଲପୁର ନୁହେଁ, ସାରା ଦେଶରେ ମାଆ ସମଲେଶ୍ବରୀ ଭକ୍ତଙ୍କ ମଧ୍ୟରେ…

‘ଇଣ୍ଡିଆ’କୁ ଝଟ୍‌କା, ‘ଏକଲା ଚଲୋ’ ନାରା ଦେଲେ ଦିଦି

ପାଖେଇ ଆସୁଛି ଲୋକସଭା ନିର୍ବାଚନ। ତେବେ ଏହାପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ପଶ୍ଚିମବଙ୍ଗରେ ଲାଗିଛି ଜୋରଦାର ଝଟ୍‌କା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ‘ଏକଲା ଚଲୋ’ ନାରା ଦେଇଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଟିଏମ୍‌ସି ପଶ୍ଚିମବଙ୍ଗର…

ରାଜ୍ୟବ୍ୟାପୀ କୋହଲା ପାଗ: କୁହୁଡ଼ି ନେଇ ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ଘନକୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି।…

କୁହୁଡ଼ି ହେଲା କାଳ; ପିଟାପିଟି ହେଲେ ୭ଟି ଗାଡ଼ି

ଘନ କୁହୁଡ଼ି ହେଲା କାଳ। କୁହୁଡ଼ି ପାଇଁ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ଗତ ରାତିରେ ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଏକ ଖରାପ ହୋଇ ଯାଇଥିବା ଟ୍ରକ୍‌ ଛିଡ଼ା ହୋଇଥିବା ବେଳେ ସେଥିରେ ଏକ କାର୍‌…

କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ୱର : ଚଳିତ ସାଧାରଣତନ୍ତ୍ର ଦିବସ ପରେଡରେ ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ଉନ୍ନତିର ବାର୍ତ୍ତା ଦେଇ କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ବିଶ୍ବ ଦେଖିବ ଓଡ଼ିଶାର କଳା । ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ ପାଇଁ ଚଳିତ…

ରାମ ମନ୍ଦିର ପାଖରେ ତିଆରି ହେବ ଆଉ ୧୩ଟି ମନ୍ଦିର, ବିରାଜିବେ ମା’ ସୀତା

ଅଯୋଧ୍ୟାରେ ବିରାଜି ସାରିଛନ୍ତି ପ୍ରଭୁ ଶ୍ରୀ ରାମ। ରାମଲଲାଙ୍କ ସାଧାରଣ ଦର୍ଶନ ମଧ୍ୟ ଆରମ୍ଭ ହୋଇସାରିଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଅଯୋଧ୍ୟାରେ ଭିଡ ଜମାଇଛନ୍ତି। ତେବେ ନୂଆ ରାମ ମନ୍ଦିରଟି ସମ୍ପୂର୍ଣ୍ଣ ହୋଇନାହିଁ। ଏହା ଅର୍ଦ୍ଧନିର୍ମିତ…

ଶଙ୍ଖ ଛାଡ଼ି ହାତ ଧରିଲେ ବଳଭଦ୍ର ମାଝୀ

ଭବାନୀପାଟଣା: ଶଙ୍ଖ ଛାଡ଼ି ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ। ଦୁଇ ସପ୍ତାହ ତଳେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣାରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି…

ଘରକୁ ଫେରୁଥିଲେ ବାପା ଓ ଦୁଇ ଝିଅ; ପିଟି ଦେଲା କାର୍

ଘରେ ଚାଲିଥିଲାପୂଜାର୍ଚ୍ଚନା। ଏଥିପାଇଁ ଦୁଇ ଝିଅକୁ ହଷ୍ଟେଲରୁ ଘରୁ ନେଇ ଫେରୁଥିଲେ ବାପା। ଘରୁକୁ ଆସୁଥିବା ନେଇ ଦୁଇ ଝିଅ ଖୁସି ଥିବା ବେଳେ ବାପା ମଧ୍ୟ ଖୁସିଥିଲେ। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହି ନଥିଲା। ଆକାଶରେ ଯେପରି…

ରାମଲଲ୍ଲାଙ୍କ ଆଖି ଓ ହସକୁ ନେଇ ଶିଳ୍ପୀ ‌ଯୋଗୀରାଜ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: କର୍ଣ୍ଣାଟକର ମୂର୍ତ୍ତି ଗଢ଼ୁଥିବା ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଇଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ରାମଲଲ୍ଲାଙ୍କ ମୂର୍ତ୍ତି ଗଢ଼ିଥିଲେ। ଆଜି ବିଶ୍ବ ଯେଉଁ ରାମଲଲ୍ଲାଙ୍କ ମୂର୍ତ୍ତିକୁ ଦେଖି ଖୁସି ହେବା ସହିତ ଭକ୍ତିଭାବରେ…