ତିନି ନିଲମ୍ବିତ କଂଗ୍ରେସ ନେତାଙ୍କ ଘର ବାହୁଡ଼ା
ଭୁବନେଶ୍ବର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟିଲା। ଏହି ନିଲମ୍ବିତ ନେତା କଂଗ୍ରେସ ଦଳକୁ କଂଗ୍ରେସ ଫେରିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଜୟ…
ଭୁବନେଶ୍ବର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟିଲା। ଏହି ନିଲମ୍ବିତ ନେତା କଂଗ୍ରେସ ଦଳକୁ କଂଗ୍ରେସ ଫେରିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଜୟ…
କାଲିମେଳା: ଆନ୍ଧ୍ର ପ୍ରଦେଶରୁ ଓଡ଼ିଶାକୁ ଚୋରା ଚାଲାଣ ବେଳେ ମୋଟୁ ପୁଲିସ ଦ୍ୱାରା ବ୍ୟାପକ କଇଁଛ ଜବତ କରାଯାଇଥିବାର ଜଣାପଡ଼ିଛି। ଆଜି ସକାଳେ ମୋଟୁ ନିକଟରେ ଥିବା ଆନ୍ଧ୍ର ଓଡ଼ିଶା ସୀମାନ୍ତ ତନଖି ଫାଟକରେ ମୋଟୁ ପୁଲିସ ଯାନବାହାନ ଯାଂଚ କରୁଥିବାବେଳେ…
ପାରଳାଖେମୁଣ୍ଡି: ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଆଜି ଦିନିକିଆ ଗଜପତି ଗସ୍ତ କରିଛନ୍ତି। ସେ ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି।…
କାଲିମେଳା: ଉପରେ କୁଣ୍ଡା, ଭିତରେ ଗଂଜେଇ। ଏହିପରି ଭାବରେ ଗଂଜେଇ ଚାଲାଣ କରାଯାଉଥିବାବେଳେ କାଲିମେଳା ପୁଲିସ ଏକ ଟ୍ରକ ସହ ବିପୁଳ ପରିମାଣର ଗଂଜେଇ ଜବତ କରିବାରେ ସଫଳ ହୋଇଛି। ଏଥି ସହିତ ୨ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।…
ଭୁବନେଶ୍ବର: ରକ୍ତର ଅଭାବ କାରଣରୁ ଅନେକ ରୋଗୀଙ୍କ ମୃତ୍ୟୁ ହେଉଛି। ରୋଗୀ ପାଇଁ ମହଜୁଦ ପରିମାଣର ରକ୍ତ ନମିଳିବା ଅଥବା ଠିକ୍ ସମୟରେ ନ ପହଞ୍ଚିବା କାରଣରୁ ରୋଗୀମାନଙ୍କର ମୃତ୍ୟୁ ହେଉଥିବା ଅନେକ ଥର ଅଭିଯୋଗ ହେଉଛି। ଅନ୍ୟପଟରେ ରୋଗୀଙ୍କ ଆବଶ୍ୟକତା…
ରାଉରକେଲା: ରାଉରକେଲା ବିମାନବନ୍ଦରରେ ବିମାନ ବାତିଲ, ଡାଇଭର୍ସନ ଆଦି ନିତିଦିନିଆ ହେଲାଣି। ଏଠାରେ ଇନ୍ଷ୍ଟ୍ରୁମେଣ୍ଟ୍ ଲ୍ୟାଣ୍ଡିଂ ସିଷ୍ଟମ୍(ଆଇଏଲ୍ଏସ୍) ବ୍ୟବସ୍ଥା ନଥିବାରୁ କ୍ରମାଗତଭାବେ ଏହି ସମସ୍ୟା ଉପୁଜୁଛି। ଏମିତିକି ଏହାର ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଲାଗିରହିଥିଲା। ତେବେ ବିମାନସେବାକୁ ନେଇ ସହରବାସୀଙ୍କ ପାଇଁ…
ପୁରୀ: ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ଥର ପାଇଁ ଶ୍ରୀକ୍ଷେତ୍ର ଗସ୍ତ କରିଛନ୍ତି। ଗତ ୧୭ ତାରିଖ (ବୁଧବାର) ଦିନ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପୁରୀ ଗସ୍ତ କରିଥିବା ବେଳେ ଆଜି ଅପରାହ୍ଣ ୪ଟା…
ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ ମୁଲଚାଲ ପରେ ମଧ୍ୟ ସହମତି ହୋଇନପାରିବାରୁ ଦେଶର ଦୁଇ ବଡ଼ ଟିଭି ପ୍ରସାରଣକାରୀ ସଂସ୍ଥା ସୋନି ଓ ଜୀ ମିଶ୍ରଣ ବାତିଲ ହୋଇଛି। ୨୦୨୧ ଡିସେମ୍ବରରେ ଏହି ଦୁଇ କଂପାନି ପରଷ୍ପର ସହ ହାତ…
ଅଯୋଧ୍ୟା: ଅଯୋଧ୍ୟାର ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହରେ ମନୋରଞ୍ଜନ ଜଗତର ଶ୍ରେଷ୍ଠ କଳାକାରମାନେ ଉପସ୍ଥିତ ଥିଲେ। ପ୍ରସିଦ୍ଧ ଗାୟକ ସୋନୁ ନିଗମ ଏହି ସମାରୋହରେ ରାମଚରିତମାନସର କିଛି ଦୋହା ଗାନ କରିଥିଲେ। ଏକ ଜଣାଶୁଣା ଗଣମାଧ୍ୟମ ଏଜେନ୍ସିକୁ ଗାୟକ କହିଛନ୍ତି ଯେ ରାମମନ୍ଦିର…
ନୂଆଦିଲ୍ଲୀ : କ୍ରାଶ୍ ହେଲା ସେନା ବିମାନ। ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ହେଲା ଦୁର୍ଘଟଣାଗ୍ରସ୍ତ। ମିଜୋରାମର ଲେଙ୍ଗପୁଇ ବିମାନ ବନ୍ଦରରେ ମିଆଁମାର୍ର ଏକ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି…