2024

ରାମଲଲାଙ୍କ ପାଇଁ ରାଲି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ, ୧୩ ଗିରଫ

ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି। ତେବେ ଏହା ପୂର୍ବରୁ ରବିବାର ମୁମ୍ବାଇରେ ଜୟ ଶ୍ରୀ ରାମ ନାରା ଦେଇ ବାଇକ୍‌ ଓ କାର୍‌ ରାଲି ହୋଇଥିଲା। ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଙ୍ଘର୍ଷ ହୋଇଥିଲା।…

ଗିରିଗୋବର୍ଦ୍ଧନ ପାହାଡ଼ ଶିଖରରେ ଶ୍ରୀରାମଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଗିରିଗୋବର୍ଦ୍ଧନ ପାହାଡ଼ ଶିଖରରେ ଶ୍ରୀରାମଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ସାଧୁ ସନ୍ଥଙ୍କ ଗହଣରେ ମନ୍ତ୍ରପାଠ ଓ…

ରାମ ମନ୍ଦିର ଫଟୋରେ ଲଗାଇଲେ ପାକିସ୍ତାନ ପତକା, ଜଣେ ଗିରଫ

ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଛି। କେବଳ ହିନ୍ଦୁ ନୁହେଁ ସବୁ ଧର୍ମର ଲୋକେ, ଯିଏ ରାମଙ୍କ ଠାରେ ଆସ୍ଥା ରଖନ୍ତି ସେମାନେ ଏହି ଅବସରରେ ଉତ୍ସାହିତ ହୋଇପଡିଛି। ଏସବୁ ଭିତରେ…

କାର ଭଡ଼ାରେ ନେଇ ବନ୍ଧା ପକେଇ ଦେଲେ ଅଭିଯୁକ୍ତ

ଭୁବନେଶ୍ୱର: ସେଲ୍ଫ ଡ୍ରାଇଭ କାର ଭଡ଼ାରେ ନେଇ ବନ୍ଧା ପକେଇ ଦେଲେ ଅଭିଯୁକ୍ତ I ଦୁଇ ଅଭିଯୁକ୍ତ ଦୁଇଟି ସଂସ୍ଥାରୁ ପ୍ରାୟ ୯ ଟି ଭଡ଼ା ଗାଡ଼ି ନେଇ ଫେରାର ହୋଇଯାଇଥିଲେ I ଭଡ଼ା ଗାଡିକୁ ନେଇ ଅନ୍ୟ ଲୋକଙ୍କ ପାଖରେ…

ମୋଦି ପିଇଲେ ଚରଣାମୃତ, ଭାଙ୍ଗିଲେ ୧୧ ଦିନର ବ୍ରତ

ଅଯୋଧ୍ୟା ରାମ ମନ୍ଦିରର ଉଦ୍‌ଘାଟନ ସରିଛି। ବିରାଜି ସାରିଛନ୍ତି ରାମ ଲଲା। ରାମଙ୍କ ପବିତ୍ର ବିଗ୍ରହର ପ୍ରାଣ ପ୍ରତିଷ୍ଠା ମଧ୍ୟ ହୋଇ ସାରିଛି। ଏହି ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବ୍ରତ ଭାଙ୍ଗିଛନ୍ତି। ଭଗବାନ ରାମଙ୍କ ଆଖିରୁ ପଟି…

ବାସୁଦେବପୁରରେ ଜଳୁଛି ୭ ଫୁଟ୍‌ ଉଚ୍ଚର ବିଶାଳ ଦୀପ

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ସେଥିପାଇଁ ସାରା ଭାରତ ଉତ୍ସବ ମୁଖର ହୋଇଛି। ଏଥିରୁ କେମିତିବା ବଞ୍ଚିତ ହେବ ଓଡ଼ିଶା? ସେଥିପାଇଁ କେଉଁଠି ହନୁମାନ ଚାଳିଶା ପଢ଼ା ଯାଉଛି ତ ଆଉ କେଉଛି ଦୀପ ଦାନ…

ମୋତେ ଲାଗୁଛି ମୁଁ ଏହି ଧରିତ୍ରୀ ମା’ର ସବୁଠାରୁ ଭାଗ୍ୟ‌ଶାଳୀ ମଣିଷ: ଅରୁଣ ଯୋଗୀରାଜ

ନୂଆଦିଲ୍ଲୀ: କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରି ମୂର୍ତ୍ତି ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ ସ୍ଥାପନ କରାଯାଇ ଆଜି ପ୍ରାଣପ୍ରତିଷ୍ଠା ହୋଇଛି। ୩ଟି ୫ ବର୍ଷୀୟ ବାଳୁତ ରାମଲାଲାଙ୍କ ଶୈଶବାବସ୍ଥାର ରୂପକୁ ଆଧାର କରି ବିଗ୍ରହ ତିଆରି ହୋଇଥିଲା।…

ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ: ବଦଳିଲେ ୧୭ ଜିଲ୍ଲାପାଳ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି | ତେମଜେନୱାପଙ୍ଗ ଆଓ ପବ୍ଲିକ ଏଣ୍ଟରପ୍ରାଇଜେସ ସଚିବ ଭାବେ ନିଯୁକ୍ତି ମିଳିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି | ସେହିପରି…

ବିରୋଧ ପରେ ବି ରାଲି କଲେ ସିଦ୍ଧୁ

ବାରମ୍ବାର ବିରୋଧ ପରେ ବି ସୁଧୁରୁ ନାହାନ୍ତି ପୂର୍ବତନ କ୍ରିକେଟର୍‌ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ପୁଣି ଥରେ ସେ ପଞ୍ଜାବର ଶାସକ ତଥା ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ସିଂହ ମାନଙ୍କ ସରକାର ଉପରକୁ ଟାର୍ଗେଟ୍‌ କରିଛନ୍ତି। ପଞ୍ଜାବରେ ଚୋରଙ୍କ…

ଅଷ୍ଟମ ଦିବସରେ ବରଗଡ଼ ଧନୁଯାତ୍ରା

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅଷ୍ଟମ ଦିବସରେ ଗୋପରେ କୃଷ୍ଣମୟ ପରିବେଶ । ଗୋଟିଏ ପରେ ଗୋଟିଏ ଲୀଳା ଦେଖାଇ ମନ ମୋହୁଛନ୍ତି କାଳିଆ ସୁନା । ଏସବୁ ଭିତରେ ସମ୍ପନ୍ନ ହୋଇଛି ରାଧା କୃଷ୍ଣଙ୍କ ନାବକେଳୀ । ଏହି ମନୋରମ…