ଲାକ୍ଷାଦ୍ୱୀପ ଗଲେ ମଣିପୁର କାହିଁକି ଗଲେନି? ମୋଦିଙ୍କୁ ପ୍ରଶ୍ନ କଲେ ଖଡ଼ଗେ
ନୂଆଦିଲ୍ଲୀ : ପୁଣି ମୋଦିଙ୍କ ଉପରେ ବର୍ଷିଲା କଂଗ୍ରେସ। ମଣିପୁର ପ୍ରସଙ୍ଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଯାଇଥିବା ଦେଖିବାକୁ…