କେରଳ ରାଜ୍ୟପାଳଙ୍କ କୁଶ ପୁତ୍ତଳିକା ଜାଳିବା ଅଭିଯୋଗରେ ଏସଏଫଆଇ ନେତା ଓ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ କେରଳର ପାୟାମ୍ବାଲମ୍ ଢ଼େବଳାଭୂମିରେ ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କ ବିଶାଳ କୁଶ ପୁତ୍ତଳିକା ଦାହ କରିବା ଅଭିଯୋଗରେ ଭାରତୀୟ ଛାତ୍ର ମହାସଂଘ (ଏସଏଫଆଇ)ର ରାଜ୍ୟ ସଭାପତି କେ ଅନୁଶ୍ରୀ ଏବଂ ଅନ୍ୟ ୮ ଜଣଙ୍କ ବିରୋଧରେ କେରଳ…