January 2024

କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ; ମୋଦିଙ୍କୁ ପ୍ରଶଂସାରେ ପୋତିଲେ ନୀତୀଶ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜସେବୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ଘୋଷଣା ପରେ ବଦଳି ଯାଇଛି ରାଜନୈତିକ ପାଣିପାଗ। କାରଣ ମେଣ୍ଟ ଦଳରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ରର…

ପୁଣି ୟୁ-ଟର୍ଣ୍ଣ ମାରିବେ ନୀତୀଶ, ବିଜେପିର ଧରିବେ ହାତ!

ପାଟନା : ବିହାର ରାଜନୀତି ଜାରି ରହିଛି ହଲଚଲ। ଲୋକସଭା ନିର୍ବାଚନ ପୂର୍ବରୁ ପୁଣିଥରେ ୟୁ-ଟର୍ଣ୍ଣ ମାରିପାରନ୍ତି ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର। ସେ ଆର୍‌ଜେଡି କାନି ଛାଡି ବିଜେପି ସହ କରିପାରନ୍ତି ମେଣ୍ଟ। ଏଭଳି କିଛି ସମ୍ଭାନା ମଧ୍ୟରେ ଏବେ…

ଆମର ଦିଦି ଯଥେଷ୍ଟ: ପଶ୍ଚିମବଙ୍ଗରେ ପ୍ରବେଶ କଲା ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା, ବିରୋଧ ପ୍ରଦର୍ଶନ କଲା ଟିଏମସି

କୋଲକାତା : କଂଗ୍ରେସ ଦଳର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିଛି। ଏହି ପ୍ରବେଶ ସହିତ ରାହୁଲ ଗାନ୍ଧୀ ବାର୍ତ୍ତା ଦେଇଛନ୍ତି ଯେ ସେ ଇଣ୍ଡିଆ ମେଣ୍ଟ ସହଯୋଗୀ ତୃଣମୂଳ କଂଗ୍ରେସକୁ ଚ୍ୟାଲେଞ୍ଜ…

ପାଦ‌ରେ ୧୪୦୦କିମି ବାଟ ଯାତ୍ରା କରିବା ପରେ ରାମଲଲ୍ଲାଙ୍କୁ ଦେଖିବା ପାଇଁ ମୁସଲିମ ମହିଳା ବ୍ୟାକୁଳ

ନୂଆଦିଲ୍ଲୀ: ରାମଲଲ୍ଲାଙ୍କ ଦର୍ଶନ କରିବା ପାଇଁ ପାଦରେ ଚାଲିଚାଲି ଯାଉଥିବା ମୁସଲମାନ ମହିଳା ଶବନମ ଶେଖ ଅଯୋଧ୍ୟାରୁ ମାତ୍ର ୧୭୯କିମି ଦୂରରେ ଅଛନ୍ତି।ସେ ପିଲାଟି ଦିନରୁ ହିନ୍ଦୁ ଧର୍ମ ପ୍ରତି ପ୍ରଭାବିତ ହୋଇଥିବା କହିଛନ୍ତି। ଶବନମ ଅଯୋଧ୍ୟା ଯାତ୍ରାକୁ ନେଇ କହିଛନ୍ତି,…

ବଂଶବାଦ ରାଜନୀତି ପ୍ରସଙ୍ଗ : ନୀତୀଶ କୁମାରଙ୍କୁ ଲାଲୁଙ୍କ ଝିଅଙ୍କ କଟାକ୍ଷ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଂଶବାଦ ରାଜନୀତିକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନୀତୀଶ କୁମାର କର୍ପୂରୀ ଠାକୁରଙ୍କ ଜୟନ୍ତୀ…

ବିହାରରେ ରାଜନୀତି ସରଗରମ, ନିଜ ନିଜ ନେତାଙ୍କୁ ଡକାଇଲେ ନୀତୀଶ, ତେଜସ୍ବୀ

ପାଟନା: ନୀତୀଶ ପୁଣି ଥରେ ବିଜେପି ଶିବିରକୁ ଫେରିବାର ସମ୍ଭାବନା ମଧ୍ୟରେ ବିହାରରେ ରାଜନୀତି ସରଗରମ ହୋଇଚାଲିଛି । ଉଭୟ ଜେଡିୟୁ ଓ ଆରଜେଡି ନିଜ ନିଜ ବିଧାୟକ ଓ ନେତାମାନଙ୍କୁ ଡକାଇଛନ୍ତି । ସେହିପରି ବିଜେପି ମଧ୍ୟ ନିଜର ବିହାର…

ଗଣତନ୍ତ୍ର ଦିବସ ଦିନକ ପୂର୍ବରୁ ପୁଲଓ୍ବାମାରୁ ମିଳିଲା ବୋମା, ନିଷ୍କ୍ରିୟ କଲା ସେନା

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲଓ୍ଵାମା ସେକ୍ଟରରେ ଭାରତୀୟ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଏକ ଆଇଇଡି (ବୋମା) ଠାବ କରି ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ଏହାକୁ ନିଷ୍କ୍ରିୟ କରିଛି । ଆତଙ୍କବାଦୀମାନେ ଭାରତୀୟ ସେନାକୁ ଟାର୍ଗେଟ କରି…

ଗଙ୍ଗା ସ୍ନାନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ପିଟିଲା ଟ୍ରକ୍‌ – ୧୨ ମୃତ

ଲକ୍ଷ୍ନୌ : ଅଧା ରହିଗଲା ଗଙ୍ଗା ସ୍ନାନ। ଅଟୋରେ ଗଙ୍ଗା ସ୍ନାନ ପାଇ ଯାଉଥିବା ଶ୍ରଦ୍ଧାଳୁଙ୍କୁ ପଛରୁ ପିଟିଲା ଟ୍ରକ୍‌। ଚାଲିଗଲା ୧୨ ଜଣଙ୍କ ଜୀବନ। ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଜି ସକାଳୁ ଶହାଜାହାଁପୁର…

ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଯାଇ ହଟହଟା ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା

ବେଙ୍ଗାଲୁରୁ : ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଯାଇ ହଟହଟା ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା। ସ୍ୱିଚ୍ ଟିପିବା ପରେ ବି ଷ୍ଟାର୍ଟ ହେଲାନି ମଟର୍‌। ସର୍ବସମ୍ମୁଖରେ ଲୋକହସା ହେଲେ ମୁଖ୍ୟମନ୍ତ୍ରୀ। ଏହି ଘଟଣା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି କର୍ଣ୍ଣାଟକ ସରକାର।…

ଆଗାମୀ ନିର୍ବାଚନରେ ରାହୁଲଙ୍କ ଅହଂକାରକୁ ଲୋକ ଦେଖିବେ – ହିମନ୍ତ

ଗୌହାଟୀ : ବଦଳିଲା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସ୍ୱର। ଗତକାଲି ରାହୁଲ ଗାନ୍ଧିଙ୍କୁ ନିର୍ବାଚନ ପୂର୍ବରୁ ଗିରଫ କରିବାକୁ କହୁଥିଲେ କିନ୍ତୁ ଆଜି ଦରକାର ବୋଲି କହୁଛନ୍ତି। ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ…