ନିର୍ବାଚନ ଲଢ଼ିବେନି କଂଗ୍ରେସର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର

ଭୁବନେଶ୍ୱର  : ୨୪ ନିର୍ବାଚନ ଲଢ଼ିବେ କିଛି ଭେଟରାନଙ୍କ ପୁଅ । ବାପାଙ୍କ ସ୍ଥାନରେ ସେମାନେ ମଇଦାନକୁ ଓହ୍ଲାଇବେ । ଏନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଆସନ୍ତା ନିର୍ବାଚନ ଲଢ଼ିବେନି କଂଗ୍ରେସର ଭେଟରାନ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର…

ୟୁଟ୍ୟୁବର୍‌ଙ୍କୁ ଘରୁ ଡାକି ନେଇ ମଦ ପିଆଇ ପିଟିପିଟି ମାରିଦେଲେ

ବନ୍ଧୁ ସାଜିଲେ ବଇରୀ। ୟୁଟ୍ୟୁବର୍‌ଙ୍କୁ ଘରୁ ଡାକି ନେଇ ମଦ ପିଆଇଲେ। ପରେ ପିଟିପିଟି ମାରିଦେଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଗ୍ରେଟର ନଏଡା। ଏହି ଘଟଣାରେ ପୁଲିସ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଦୁଇ…

୮ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ସକାଳୁ ସକାଳୁ ଘନ କୁହୁଡିରେ ଆଚ୍ଛାଦିତ ରହୁଛି ସମଗ୍ର ରାଜ୍ୟ । ତା ସାଙ୍ଗକୁ ପୁଣି ଥଣ୍ଡା ପବନ ଯାହା ଶୀତକୁ ଆହୁରି ଦ୍ବିଗୁଣିତ କରୁଛି । କୁହୁଡି ଯୋଗୁ ଦୃଶ୍ୟମାନ ଦୂରତା ବେଶ କମ ରହୁଛି । ଫଳରେ…

ମେୟର ନିର୍ବାଚନରେ ଜିତିଲା ବିଜେପି, ବର୍ଷିଲେ କେଜ୍ରିୱାଲ

ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଜିମାତ କରିଛି ବିଜେପି। ଦଳ ପାଖରେ ବିଜୟୀ ହେବାକୁ ସଂଖ୍ୟା ନଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ମେୟର ହୋଇଛନ୍ତି। ବିରୋଧୀ ଆପ୍‌ ଓ କଂଗ୍ରେସ ପାଖରେ ୨୦ଟି ଭୋଟ ଥିଲା। କିନ୍ତୁ ପ୍ରିଜାଇଡିଂ ଅଫିସର ହଠାତ୍‌ ୮ଟି…

ହୋଟେଲ ରୁମ୍‌ରୁ ମିଳିଲା ଯବାନଙ୍କ ମୃତଦେହ

ଭୁବନେଶ୍ୱର : ହୋଟେଲରୁ ସନ୍ଦେହ ଜନକ ଅବସ୍ଥାରେ ପୂର୍ବତନ ସେନା ଅଧିକାରୀଙ୍କ ମୃତ ଦେହ ମିଳିଛି । ତାଙ୍କ ନାମ ହେଲା ମିର୍ ସିଂହ, ବୟସ ୪୩ ବର୍ଷ । ରାଜସ୍ଥାନ ନିବାସୀ ମୀର ଚାରିବର୍ଷ ହେଲା ଭୁବନେଶ୍ୱରର ଏହି ହୋଟେଲକୁ ଆସୁଥିଲେ।…

୪୦ ଘଣ୍ଟା ପରେ ପ୍ରକଟ ହେଲେ ସୋରେନ୍‌

ଦିଲ୍ଲୀରୁ ଗାଏବ ହୋଇଥିବା ଝଡଖଣ୍ଡ ମୁଖ୍ୟମନ୍ତ୍ରୀ ଶେଷରେ ରାଞ୍ଚିରେ ପ୍ରକଟ ହୋଇଛନ୍ତି। ଇଡି ସହ ଦୀର୍ଘ ୪୦ ଘଣ୍ଟାର ଲୁଚକାଳି ଖେଳ ପରେ ଦେଖା ଦେଇଛନ୍ତି ହେମନ୍ତ ସୋରେନ୍‌। ରବିବାର ଠାରୁ ଗାଏବ ଥିବା ସୋରେନ୍‌ ଆଜି ଆସି ରାଞ୍ଚିରେ ପହଞ୍ଚିଛନ୍ତି।…

ଗଞ୍ଜାମ ସୁନାପୁର ବେଳାଭୂମିକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ମାନ୍ୟତା

ବ୍ରହ୍ମପୁର: ପ୍ରଥମେ ପୁରୀ ଆଉ ଏବେ ଗଞ୍ଜାମ ଜିଲ୍ଲାର ସୁନାପୁର ବିଚ୍ କୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ ର ମାନ୍ୟତା । ଏହି ଖବର ଆସିବା ପରେ ‘ଏକ୍ସ’ ରେ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ…

ପିସିସି ଅଫିସରେ ପିଟାପିଟି ହେଲେ ନେତା, ବର୍ଷିଲା ଲାତ-ଗୋଇଠା

ଥମୁନି କଂଗ୍ରେସର ଅନ୍ତଃକନ୍ଦଳ। ଏବେ ଦାଣ୍ଡରେ ପଡି ହାଟରେ ବିକ୍ରି ହେଲାଣି କଂଗ୍ରେସର ଭିତିରିଆ ଲଢ଼େଇ। ସର୍ବ ସମ୍ମୁଖରେ ପିଟାପିଟି ହେଉଛନ୍ତି ନେତା। କେବଳ ସେତିକି ନୁହେଁ ପିସିସି ଅଫିସରେ ଚୌକି ମଧ୍ୟ ଫିଙ୍ଗାଫିଙ୍ଗି ହୋଇଛନ୍ତି। ପରସ୍ପରକୁ ଅସଭ୍ୟା ଭାଷାରେ ଗାଳିଗୁଲଜ କରିବା…

ମଝି ରାସ୍ତାରେ ବସ୍ ଭିତରେ ଡ୍ରାଇଭରଙ୍କୁ ହେଲା ହାର୍ଟଆଟାକ୍

ନୀଳଗିରି : ନିଜ କର୍ମ କରୁଥିବାବେଳେ ବସ୍ ଭିତରେ ହିଁ ଡ୍ରାଇଭରଙ୍କୁ ହେଲା ହାର୍ଟଆଟାକ୍ । ଆଉ ରାସ୍ତା ମଝିରେ ଚାଲିଗଲା ଟୁରିଷ୍ଟ ବସ୍ ଡ୍ରାଇଭରଙ୍କ ଜୀବନ । ହଁ ଆଜ୍ଞା ନୀଳଗିରି ପଞ୍ଚଲିଙ୍ଗେଶ୍ୱରକୁ କୋଲକତାରୁ ବୁଲିବାକୁ ଆସୁଥୁବା ଏକ ଟୁରିଷ୍ଟ…

ଚଣ୍ଡିଗଡ଼ ମେୟର ନିର୍ବାଚନ ଜିତିଲା ବିଜେପି; ହାଇକୋର୍ଟ ଯିବ କହିଲା ଆପ୍

ଚଣ୍ଡିଗଡ଼ ମେୟର ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ଝଟକା। ବିଜେପିର ମନୋଜ କୁମାର ସୋନକର ଜିତିଲେ ମେୟେର ଆସନ। ପ୍ରଥମ କରି ଇଣ୍ଡିଆ ମେଣ୍ଟ ଦଳ ବିଜେପି ବିରୁଦ୍ଧରେ ଏକାଠି ନିର୍ବାଚନ ଲଢୁଥିବା ବେଳେ ଏହାକୁ ଝଟକା ଲାଗିଛି। ଏଠାରେ ଆପ୍ ଏବଂ…